ଅଶାନ୍ତ ବାଣୀବିହାର: ୧୪୪ ଧାରା ଜାରି, ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍କଳ ବିଶ୍ୱବିଦ୍ୟାଳୟରେ ତେଜିବାରେ ଲାଗିଛି ଛାତ୍ର ଉତ୍ତେଜନା। ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏକ ଛାତ୍ରୀ ନିବାସରେ ଆଜି ଅପରାହ୍ନରେ ବୋମାମାଡ଼ ହେବା ପରେ ଅସନ୍ତୋଷ ଆହୁରି ବଢିବାରେ ଲାଗିଛି। ଫଳରେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟ୍‌ ସମ୍ମୁଖରେ ୧୪୪ ଧାରା ଜାରି କରାଯାଇଛି। ୪ ପ୍ଲାଟୁନ୍‌ ଫୋର୍ସ ବିଶ୍ୱବିଦ୍ୟାଳୟରେ ମୁତୟନ କରାଯାଇଛି। ୧୪୪ ଧାରା ଜାରି ସତ୍ତ୍ୱେ ବାଣୀବିହାରରେ ପୁଣି ବୋମା ଫୁଟିଛି। ଭିସିଙ୍କ ଅଫିସ୍‌କୁ ଲକ୍ଷ୍ୟ କରି ଏହି ବୋମାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। […]

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 08:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍କଳ ବିଶ୍ୱବିଦ୍ୟାଳୟରେ ତେଜିବାରେ ଲାଗିଛି ଛାତ୍ର ଉତ୍ତେଜନା। ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏକ ଛାତ୍ରୀ ନିବାସରେ ଆଜି ଅପରାହ୍ନରେ ବୋମାମାଡ଼ ହେବା ପରେ ଅସନ୍ତୋଷ ଆହୁରି ବଢିବାରେ ଲାଗିଛି। ଫଳରେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟ୍‌ ସମ୍ମୁଖରେ ୧୪୪ ଧାରା ଜାରି କରାଯାଇଛି। ୪ ପ୍ଲାଟୁନ୍‌ ଫୋର୍ସ ବିଶ୍ୱବିଦ୍ୟାଳୟରେ ମୁତୟନ କରାଯାଇଛି।

୧୪୪ ଧାରା ଜାରି ସତ୍ତ୍ୱେ ବାଣୀବିହାରରେ ପୁଣି ବୋମା ଫୁଟିଛି। ଭିସିଙ୍କ ଅଫିସ୍‌କୁ ଲକ୍ଷ୍ୟ କରି ଏହି ବୋମାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି।

ସେହିପରି ଆଜି ଜଣେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ସମ୍ପୃକ୍ତ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି। କିଏ ଏଭଳି ଆକ୍ରମଣ କରିଛନ୍ତି, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। କ୍ୟାମ୍ପସରେ ଥିବା କ୍ୟାଣ୍ଟିନ ଗୁଡ଼ିକୁ ଖାଲି କରିଦିଆଯାଇଛି।

ପୂର୍ବରୁ ମଧ୍ୟ ବାଣୀବିହାର କ୍ୟାମ୍ପସ ଅଶାନ୍ତ ହୋଇପଡ଼ିଥିଲା। ନିର୍ବାଚନୀ ପ୍ରସ୍ତୁତି ନେଇ କ୍ୟାମ୍ପସ ମଧ୍ୟରେ କର୍ତ୍ତୃପକ୍ଷଙ୍କ ବୈଠକ ଚାଲିଥିବାବେଳେ ହଠାତ୍ ଏକ ଛାତ୍ରଗୋଷ୍ଠୀ ବୈଠକ ସ୍ଥଳରେ ହୋହାଲ୍ଲା କରିଥିଲେ। ଫଳରେ କିଛି ସମୟ ପାଇଁ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଗତରାତିରେ କ୍ୟାମ୍ପସ ମଧ୍ୟରେ ଅଣଛାତ୍ରଙ୍କ ପ୍ରବେଶକୁ ବିରୋଧ କରି ମଧ୍ୟ କ୍ୟାମ୍ପସ ଅଶାନ୍ତ ରହିଥିଲା। ଗଣ୍ଡଗୋଳରେ ଦୁଇ ଜଣ ଛାତ୍ର ଆହତ ହୋଇଥିଲେ। ଦୁଇଟି ଗାଡିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story