‘ବାପି ଜେଲ ଯିବା ପଛରେ ଦାମଙ୍କ ହାତ’

ଭୁବନେଶ୍ୱର: ସିୱେଜ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ଘଟଣାରେ ଗିରଫ ହୋଇଥିବା କଂଗ୍ରେସ ନେତା ବାପି ସର୍ଖେଲ ନିର୍ଦ୍ଦୋଷ ବୋଲି ତାଙ୍କ ପତ୍ନୀ ମିନିଦୀପା ସର୍ଖେଲ କହିଛନ୍ତି। ମନ୍ତ୍ରୀ ଦାମୋଦର ରାଉତ ଉଦ୍ଦେଶ୍ୟମୂଳକ ଭାବେ ବାପିଙ୍କୁ ଏହି ମାମଲାରେ ଫସାଇ ଥିବା ସେ ଅଭିଯୋଗ କରିଛନ୍ତି। ଆଜି କଂଗ୍ରେସ ଭବନରେ ମିନିଦୀପା ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଭେଟି ବାପିଙ୍କୁ ଏଥିରେ ଫସାଇ ଦିଆଯାଇଥିବା ଓ ଆମର ଲଢ଼େଇ ଜାରି ରହିବ ବୋଲି କହିଛନ୍ତି। […]

dama-manideep

dama-manideep

Rakesh Mallick
  • Published: Monday, 21 November 2016
  • Updated: 21 November 2016, 08:39 PM IST

Sports

Latest News

dama-manideepଭୁବନେଶ୍ୱର: ସିୱେଜ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ଘଟଣାରେ ଗିରଫ ହୋଇଥିବା କଂଗ୍ରେସ ନେତା ବାପି ସର୍ଖେଲ ନିର୍ଦ୍ଦୋଷ ବୋଲି ତାଙ୍କ ପତ୍ନୀ ମିନିଦୀପା ସର୍ଖେଲ କହିଛନ୍ତି। ମନ୍ତ୍ରୀ ଦାମୋଦର ରାଉତ ଉଦ୍ଦେଶ୍ୟମୂଳକ ଭାବେ ବାପିଙ୍କୁ ଏହି ମାମଲାରେ ଫସାଇ ଥିବା ସେ ଅଭିଯୋଗ କରିଛନ୍ତି।

ଆଜି କଂଗ୍ରେସ ଭବନରେ ମିନିଦୀପା ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଭେଟି ବାପିଙ୍କୁ ଏଥିରେ ଫସାଇ ଦିଆଯାଇଥିବା ଓ ଆମର ଲଢ଼େଇ ଜାରି ରହିବ ବୋଲି କହିଛନ୍ତି।

ସେ କହିଛନ୍ତି,“ମୋ ସ୍ୱାମୀଙ୍କ ବିରୋଧରେ ଯେଉଁ ଅନ୍ୟାୟ କରାଯାଇଛି ତା’ ବିରୋଧରେ ମୁଁ ଲଢେଇ କରିବି। ମନ୍ତ୍ରୀ ଦାମୋଦର ରାଉତ ମୋ ସ୍ୱାମୀଙ୍କୁ ଫସାଇଛନ୍ତି, ତାଙ୍କ ବିରୋଧରେ ମୁଁ ଲଢିବି। ସେ ପାଖରେ ନ ଥିଲେ ମଧ୍ୟ  ମୁଁ ମୋ ଅଞ୍ଚଳର ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଲଢେଇ କରିବି। କଂଗ୍ରେସର ଏତେ ବଡ଼ ସଂଗଠନକୁ ଭୁଷୁଡି ଯିବାକୁ ଦେବୁନାହିଁ। ଏହି ଲଢେଇକୁ ଆମକୁ ଆହୁରି ଆଗକୁ ନେବାର ଅଛି।”

ଦାମ କହିଛନ୍ତି,“ବାପିଙ୍କ ପତ୍ନୀଙ୍କୁ ମୁଁ କେବେ ଦେଖିନାହିଁ। ସେ ମୋ ନାଁ କେମିତି ଜାଣିଲେ ମୁଁ କହିପାରିବି ନାହିଁ। ତାଙ୍କ ସୁଯୋଗ୍ୟ ସ୍ୱାମୀ ଯାହା କରିଥିବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ଏଥିରେ ମୋର କିଛି ଦେବାର ନାହିଁ କି ନେବାର ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story