କେନ୍ଦ୍ର ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ବିରୋଧ: ଗାଡ଼ି ଭଙ୍ଗାରୁଜା, ବିଜେଡିର କଳାପତାକା ପ୍ରଦର୍ଶନ

ବରଗଡ଼: ବରଗଡ଼ରେ ବିଜେପିର ବିକାଶ ଉତ୍ସବକୁ ନେଇ ଆଜି ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିକାଶ ଉତ୍ସବକୁ ଯୋଗ ଦେବାକୁ ଆସିଥିବା ବେଳେ କେନ୍ଦ୍ର ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ବରଗଡ଼ର ଗାନ୍ଧି ଛକରେ ବିଜେଡି କର୍ମୀମାନେ ତାଙ୍କ ଗାଡ଼ିର କାଚ ଭଙ୍ଗାରୁଜା କରିଛନ୍ତି। ସେହିପରି ଗଙ୍ଗୱାର ଆଜି ସକାଳେ ବିରଜାମକୁ ଏକ କାର୍ଯ୍ୟକ୍ରମ ପାଇଁ ଯିବା ସମୟରେ ତାଙ୍କୁ ଦଶମାଇଲି ଓ  ସୋହେଲାରେ ବିଜେଡି ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ […]

baragada

baragada

Rakesh Mallick
  • Published: Friday, 24 June 2016
  • Updated: 24 June 2016, 05:47 PM IST

Sports

Latest News

ବରଗଡ଼: ବରଗଡ଼ରେ ବିଜେପିର ବିକାଶ ଉତ୍ସବକୁ ନେଇ ଆଜି ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିକାଶ ଉତ୍ସବକୁ ଯୋଗ ଦେବାକୁ ଆସିଥିବା ବେଳେ କେନ୍ଦ୍ର ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ବରଗଡ଼ର ଗାନ୍ଧି ଛକରେ ବିଜେଡି କର୍ମୀମାନେ ତାଙ୍କ ଗାଡ଼ିର କାଚ ଭଙ୍ଗାରୁଜା କରିଛନ୍ତି। ସେହିପରି ଗଙ୍ଗୱାର ଆଜି ସକାଳେ ବିରଜାମକୁ ଏକ କାର୍ଯ୍ୟକ୍ରମ ପାଇଁ ଯିବା ସମୟରେ ତାଙ୍କୁ ଦଶମାଇଲି ଓ  ସୋହେଲାରେ ବିଜେଡି ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଥିଲା।

କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି ଉତ୍ସବରେ ଯୋଗ ଦେବାକୁ ଆସିବା ବେଳେ ତାଙ୍କୁ ବିରୋଧ କରାଯାଇଥିଲା।

ଏପରି ବିରୋଧକୁ ନେଇ ଦୁଇ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

“ଏହା କୌଣସି ଜଣେ ବ୍ୟକ୍ତିର କାର୍ଯ୍ୟ ନୁହେଁ। ମୋତେ ଦିଆଯାଇଥିବା ବ୍ୟବହାର ଦୁର୍ଭାଗ୍ୟଜନକ। ” ବୋଲି କେନ୍ଦ୍ରମନ୍ତ୍ରୀ ଗଙ୍ଗୱାର କହିଛନ୍ତି। କେନ୍ଦ୍ରମନ୍ତ୍ରୀ ସାଧ୍ୱୀ କହିଛନ୍ତି, “ଏଠାରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇ ପାରୁନାହିଁ। ଯେଉଁ ପ୍ରଦେଶରେ ମନ୍ତ୍ରୀ ସୁରକ୍ଷିତ ନୁହଁନ୍ତି, ସେଠାରେ ଜନସାଧାରଣ କିଭଳି ସୁରକ୍ଷିତ ରହିବେ ତାହା ଭଗବାନଙ୍କୁ ହିଁ ଜଣା।”

ଏହି ଘଟଣାରେ ପୋଲିସ ବରଗଡ଼ର ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସମେତ ୮୦ ଜଣଙ୍କୁ ଅଟକ ରଖିଥିବା ବେଳେ ୫ ଜଣଙ୍କୁ ଭତରଫ କରିଛି। କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଭଙ୍ଗାରୁଜାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

ବିରୋଧ ସତ୍ତ୍ୱେ ବରଗଡ଼ରେ ବିଜେପିର ବିକାଶ ଉତ୍ସବରେ ଯୋଗଦେଇଥିଲେ। ଏଥିରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଯୋଗଦେଇଥିଲେ।

ବାଲେଶ୍ୱର, ରାଉରକେଲା, ଭୁବନେଶ୍ୱର ଓ ବ୍ରହ୍ମପୁର ପରେ ଆଜି ବରଗଡ଼ରେ ଦଳ ବିକାଶ ଉତ୍ସବ ଆୟୋଜନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story