ବରଗଡ଼ ଚାଷୀ ମୃତ୍ୟୁ ଘଟଣା: ପୁନଃତଦନ୍ତ ପାଇଁ ଯାଇ ୨ ଅଧିକାରୀ ଅଟକ

ବରଗଡ଼: ବରଗଡ଼ ଚାଷୀ ହାଡୁ ବଗର୍ତ୍ତୀ ଆତ୍ମହତ୍ୟା ଘଟଣାର ପୁନଃତଦନ୍ତ ପାଇଁ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଗତକାଲି ନିର୍ଦ୍ଦେଶ ଦେବା ପରେ ଆଜି ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଓ କୃଷି ଉପନିର୍ଦ୍ଦେଶଙ୍କୁ କେନପାଲି ଗାଁକୁ ଯାଇଥିଲେ। ମିଥ୍ୟା ତଦନ୍ତ ରିପୋର୍ଟ ପ୍ରତିବାଦରେ ଗାଁ ଲୋକେ ସେମାନଙ୍କୁ ଅଟକ ରଖିଥିଲେ। ତଦନ୍ତ ରିପୋର୍ଟର ନକଲ ଦେଲା ପରେ ଗାଁ ଲୋକେ ସେମାନଙ୍କୁ ଛାଡ଼ି ଦେଇଥିଲେ। ଚାଷରେ କ୍ଷତି ଓ ଋଣ ଭାର ସହି ନ ପାରି ହାଡୁ […]

Baragada Farmer Suicide

Baragada Farmer Suicide

Rakesh Mallick
  • Published: Tuesday, 07 March 2017
  • Updated: 07 March 2017, 10:49 PM IST

Sports

Latest News

ବରଗଡ଼: ବରଗଡ଼ ଚାଷୀ ହାଡୁ ବଗର୍ତ୍ତୀ ଆତ୍ମହତ୍ୟା ଘଟଣାର ପୁନଃତଦନ୍ତ ପାଇଁ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଗତକାଲି ନିର୍ଦ୍ଦେଶ ଦେବା ପରେ ଆଜି ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଓ କୃଷି ଉପନିର୍ଦ୍ଦେଶଙ୍କୁ କେନପାଲି ଗାଁକୁ ଯାଇଥିଲେ। ମିଥ୍ୟା ତଦନ୍ତ ରିପୋର୍ଟ ପ୍ରତିବାଦରେ ଗାଁ ଲୋକେ ସେମାନଙ୍କୁ ଅଟକ ରଖିଥିଲେ। ତଦନ୍ତ ରିପୋର୍ଟର ନକଲ ଦେଲା ପରେ ଗାଁ ଲୋକେ ସେମାନଙ୍କୁ ଛାଡ଼ି ଦେଇଥିଲେ।

ଚାଷରେ କ୍ଷତି ଓ ଋଣ ଭାର ସହି ନ ପାରି ହାଡୁ କୀଟନାଶକ ଖାଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୮ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।

ହାଡୁ ଆତ୍ମହତ୍ୟା କରିବାକୁ ନେଇ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଥିଲା। ବିରୋଧୀ କଂଗ୍ରେସ ଓ ବିଜେପି ଏନେଇ କୃଷୀମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲେ। ପରେ କୃଷୀମନ୍ତ୍ରୀ କହିଥିଲେ, ଚାଷ ନଷ୍ଟ ନୁହେଁ ପାରିବାରିକ କଳହରୁ ହାଡୁ ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ଝଡ଼ ସୃଷ୍ଟି ହେବା ପରେ ଘଟଣାର ପୁନଃତଦନ୍ତ ପାଇଁ ଗତକାଲି କୃଷିମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story