‘କୃଷିମନ୍ତ୍ରୀ ମିଛ କହୁଛନ୍ତି’

ବରଗଡ଼: ପାରିବାରିକ କଳହରୁ ବରଗଡ଼ର ଚାଷୀ ହାଡୁ ବଗର୍ତ୍ତୀ ଆତ୍ମହତ୍ୟା କରିଛନ୍ତି ବୋଲି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଗତକାଲି ବିଧାନସଭାରେ ଉତ୍ତର ରଖିଥିଲେ। ମନ୍ତ୍ରୀଙ୍କ ଏପରି ବୟାନକୁ ମୃତ ହାଡୁଙ୍କ ପତ୍ନ କଳାବତୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“କୃଷୀମନ୍ତ୍ରୀ ମିଛ କହୁଛନ୍ତି। ଆମ ଘରକୁ କେହି ସରକାରୀ ଅଧିକାରୀ ଆସି ନାହାନ୍ତି କି ଆମକୁ କିଛି ପଚାରି ନାହାନ୍ତି। ମୋ ସ୍ୱାମୀ (ହାଡୁ)ଙ୍କ ସହିତ ମୋର କେବେ ବି କଳି ଝଗଡ଼ା ହୁଏନି। ଜଳ ଅଭାବରୁ ଧାନ, […]

farmer

farmer

Rakesh Mallick
  • Published: Sunday, 05 March 2017
  • Updated: 05 March 2017, 05:24 PM IST

Sports

Latest News

ବରଗଡ଼: ପାରିବାରିକ କଳହରୁ ବରଗଡ଼ର ଚାଷୀ ହାଡୁ ବଗର୍ତ୍ତୀ ଆତ୍ମହତ୍ୟା କରିଛନ୍ତି ବୋଲି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଗତକାଲି ବିଧାନସଭାରେ ଉତ୍ତର ରଖିଥିଲେ। ମନ୍ତ୍ରୀଙ୍କ ଏପରି ବୟାନକୁ ମୃତ ହାଡୁଙ୍କ ପତ୍ନ କଳାବତୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“କୃଷୀମନ୍ତ୍ରୀ ମିଛ କହୁଛନ୍ତି। ଆମ ଘରକୁ କେହି ସରକାରୀ ଅଧିକାରୀ ଆସି ନାହାନ୍ତି କି ଆମକୁ କିଛି ପଚାରି ନାହାନ୍ତି। ମୋ ସ୍ୱାମୀ (ହାଡୁ)ଙ୍କ ସହିତ ମୋର କେବେ ବି କଳି ଝଗଡ଼ା ହୁଏନି। ଜଳ ଅଭାବରୁ ଧାନ, ପରିବା ଫସଲ ସବୁ ନଷ୍ଟ ହୋଇଗଲା। ସେଥିପାଇଁ ସେ ମନସ୍ତାପରେ ଥିଲେ। ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଦେଲେ।”

ହାଡୁଙ୍କ ବୋହୂ ସାବିତ୍ରୀ କହିଛନ୍ତି,“ଜିଲ୍ଲାପାଳ କିମ୍ୱା ପୋଲିସ କେହି ଆମ ଘରକୁ ଆସିନାହାନ୍ତି। ଶ୍ୱଶୁର(ହାଡୁ) ଶାଶୂଙ୍କ ସହିତ ଝଗଡ଼ା କରି ବିଷ ପିଇ ଆତ୍ମହତ୍ୟା କଲେ ବୋଲି ସେମାନେ କେମିତି ଜାଣିଲେ?”

ମନ୍ତ୍ରୀଙ୍କ ମନ୍ତବ୍ୟକୁ ହାଡୁଙ୍କ ପରିବାର ଲୋକେ ସିଧାସଳଖ ଖଣ୍ଡନ କରିଦେବା ପରେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ଏପରି ସ୍ଥିତିରେ ମହାରଥୀ କହିଛନ୍ତି,“ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ମୁଁ ମତ ରଖିଛି। ଏଥିରେ ମୋର ବ୍ୟକ୍ତିଗତ କି ମନଗଢ଼ା କଥା କିଛି ନାହିଁ।”

ଅନ୍ୟପକ୍ଷରେ ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ ଆଶ୍ଚର୍ଯ୍ୟ ଜନକ ମନ୍ତବ୍ୟ ଦେଇଛନ୍ତି। ଚାଷୀ ଆତ୍ମହତ୍ୟା ପରି ଏକ ସମ୍ୱେଦନଶୀଳ ଘଟଣାକୁ ଜିଲ୍ଲାପାଳ ହାଲୁକା ଭାବେ ନେଇଥିବା ସାଧାରଣରେ ଆଲୋଚନା ହେଉଛି। ଜିଲ୍ଲାପାଳ କହିଛନ୍ତି,“ଫିଲ୍ଡ ଅଫିସରଙ୍କ ତଦନ୍ତ ଅନୁସାରେ ରିପୋର୍ଟ ଦେଇଛି। ଜିଲ୍ଲାପାଳ ଘଟଣା ସ୍ଥଳକୁ ଯାଇ ସବୁ ତଦନ୍ତ କରିବା ଜରୁରୀ ନୁହେଁ। ତହସିଲଦାର ଓ ସହକାରୀ କୃଷୀ ଅଧିକାରୀ ମିଳିତ ଭାବେ ତଦନ୍ତ କରିଥିଲେ। ଉଭୟଙ୍କ ତଦନ୍ତ ଆଧାରରେ ମୁଁ ରିପୋର୍ଟ ଦଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story