ପୁଣି ଭୁଶୁଡିଲା ବ୍ରିଜ୍‌: ଜିରା ନଦୀ ପୋଲି ଭାଙ୍ଗି ୫ ଆହତ

ବରଗଡ଼: ରାଜଧାନୀ ଭୁବନେଶ୍ୱରର ବମିଖାଲଠାରେ ନିର୍ମାଣଧୀନ ଓଭରବ୍ରିଜ୍‌ ଭୁଶୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଥିଲେ। ଏହି ଘଟଣାର ୧୪ ଦିନ ପରେ ଆଜି ରାଜ୍ୟରେ ଆଉ ଏକ ବ୍ରିଜ୍‌ ଭୁଶୁଡିଛି। ଏପରି ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲାରୁ। ଭେଡେନ୍‌ ବ୍ଲକ ଜାମଡୋଳ ଡୁବେନପାଲିଠାରେ ଜିରା ନଦୀ ପରେ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡି ପଡି ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବରଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ବ୍ରିଜ୍‌ରେ ଗୋଟିଏ […]

baragarh accident

baragarh accident

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 07:16 PM IST

Sports

Latest News

ବରଗଡ଼: ରାଜଧାନୀ ଭୁବନେଶ୍ୱରର ବମିଖାଲଠାରେ ନିର୍ମାଣଧୀନ ଓଭରବ୍ରିଜ୍‌ ଭୁଶୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଥିଲେ। ଏହି ଘଟଣାର ୧୪ ଦିନ ପରେ ଆଜି ରାଜ୍ୟରେ ଆଉ ଏକ ବ୍ରିଜ୍‌ ଭୁଶୁଡିଛି। ଏପରି ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲାରୁ। ଭେଡେନ୍‌ ବ୍ଲକ ଜାମଡୋଳ ଡୁବେନପାଲିଠାରେ ଜିରା ନଦୀ ପରେ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡି ପଡି ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବରଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆଜି ବ୍ରିଜ୍‌ରେ ଗୋଟିଏ ସ୍ଲାବ ପଡୁଥିବା ବେଳେ ଏହି ଅଘଟଣ ଘଟିଛି। ୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଏହି ବ୍ରିଜ୍‌ଟି ନିର୍ମାଣ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story