ଜୀବନ ହାରିଲେ ଆଉ ଜଣେ ଚାଷୀ

ବରଗଡ଼: ଫସଲହାନି ଯୋଗୁଁ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ଅନ୍ତର୍ଗତ ଛୁରିଆପାଲି ଗାଁରେ ବୁଧବାର ଜଣେ ଯୁବ ଚାଷୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଖୁସିରାମ ପ୍ରଧାନ (୨୫)। ଆଜି ସକାଳେ ଏକ ଗଛରେ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା। ତାଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ମିଳିଥିବା ଜଣାପଡ଼ିଛି। ସୋହେଲା ପୋଲିସ୍ ଘଟଣାର ତଦନ୍ତ କରୁଛି। ଖୁସିରାମ ତିନି ଏକର ଜମିରେ ଧାନ ଚାଷ […]

farmersuicide

farmersuicide

Rakesh Mallick
  • Published: Wednesday, 09 March 2016
  • Updated: 09 March 2016, 05:54 AM IST

Sports

Latest News

farmersuicideବରଗଡ଼: ଫସଲହାନି ଯୋଗୁଁ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ଅନ୍ତର୍ଗତ ଛୁରିଆପାଲି ଗାଁରେ ବୁଧବାର ଜଣେ ଯୁବ ଚାଷୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଖୁସିରାମ ପ୍ରଧାନ (୨୫)। ଆଜି ସକାଳେ ଏକ ଗଛରେ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା। ତାଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ମିଳିଥିବା ଜଣାପଡ଼ିଛି। ସୋହେଲା ପୋଲିସ୍ ଘଟଣାର ତଦନ୍ତ କରୁଛି।

ଖୁସିରାମ ତିନି ଏକର ଜମିରେ ଧାନ ଚାଷ ଓ ଦୁଇ ଏକର ଜମିରେ ମୁଗ ଏବଂ ବିରି ଚାଷ କରିଥିଲେ।   ଗତ ଫେବ୍ରୁଆରୀ ୨୬ ତାରିଖରେ ବରଗଡ଼ ଜିଲ୍ଲାରେ ହୋଇଥିବା ପ୍ରବଳ ବର୍ଷା ଓ କୁଆପଥର ମାଡ଼ରେ ତାଙ୍କର ଫସଲ ଉଜୁଡ଼ି ଯାଇଥିଲା। ଏଥିରେ ସେ ଅତ୍ୟନ୍ତ ମର୍ମାହତ ହୋଇଯାଇଥିଲେ। ସେ ଖୁବ୍ ଚିନ୍ତିତ ରହୁଥିଲେ। ତେଣୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଗତକାଲି ଗଞ୍ଜାମ ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିଲେ। ତାଙ୍କ ନାଁ କାଳିଆ ଭୂୟାଁ। ତାଙ୍କ ଘର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଞ୍ଚଣା ଗାଁରେ। ଫସଲହାନି ଯୋଗୁଁ ଫେବ୍ରୁଆରୀ ୫ ତାରିଖରେ ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅଭିଯୋଗ ଅନୁଯାୟୀ ସେ ଋଣ କରି ୪ ଏକର ଜମିରେ ଚାଷ କରି ଥିଲେ। ସାଳିଆ ଡ୍ୟାମରୁ ତାଙ୍କ ଚାଷ ଜମିକୁ ପାଣି ମଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରା ନ ଯିବାରୁ ତାଙ୍କ ଫସଲ ନଷ୍ଟ ହୋଇଯାଇଥିଲା। ତେଣୁ ଗତକାଲି ତାଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ତାଙ୍କ ପରିବାରକୁ ସହାୟତା ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story