ବାରିପଦା: ସାନ ନୂଆଗାଁରେ ବିଷାକ୍ତ ଭୋଗ ଖାଇ ୨ ଶିଶୁ ମୃତ, ୬ ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ସାନ ନୂଆଗାଁରେ ବିଷାକ୍ତ ଭୋଗ ଖାଇ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ  ୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ମୃତକମାନେ ହଲେ ଦୁର୍ଗା ସିଂ ଓ ଶମ୍ବୁ ନାୟକ ।  ଆହତ ଶିଶୁମାନଙ୍କୁ ବାରିପଦା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସେମାନଙ୍କ ବୟସ ୬ରୁ ୧୦ ବର୍ଷ ମଧ୍ୟରେ ଥିବା ଜଣାପଡ଼ିଛି। ଅଭିଯୋଗ  ଅନୁସାରେ  ଜଣେ ଦଶମ ଶ୍ରେଣୀର ଛାତ୍ରୀ ପରୀକ୍ଷା ସରିବା ପରେ  ପୂଜା ଭୋଗ କହି […]

child

child

Rakesh Mallick
  • Published: Saturday, 05 March 2016
  • Updated: 05 March 2016, 01:57 PM IST

Sports

Latest News

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ସାନ ନୂଆଗାଁରେ ବିଷାକ୍ତ ଭୋଗ ଖାଇ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ  ୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ମୃତକମାନେ ହଲେ ଦୁର୍ଗା ସିଂ ଓ ଶମ୍ବୁ ନାୟକ ।  ଆହତ ଶିଶୁମାନଙ୍କୁ ବାରିପଦା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସେମାନଙ୍କ ବୟସ ୬ରୁ ୧୦ ବର୍ଷ ମଧ୍ୟରେ ଥିବା ଜଣାପଡ଼ିଛି।

ଅଭିଯୋଗ  ଅନୁସାରେ  ଜଣେ ଦଶମ ଶ୍ରେଣୀର ଛାତ୍ରୀ ପରୀକ୍ଷା ସରିବା ପରେ  ପୂଜା ଭୋଗ କହି ପିଲାମାନଙ୍କୁ ବାସି ସେଓ ଓ ବୁନ୍ଦିଆ ଖାଇବାକୁ ଦେଇଥିଲା। ଏହା ଖାଇବା ପରେ ପିଲାମାନଙ୍କୁ ଝାଡ଼ା ବାନ୍ତି ହୋଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ଅନ୍ୟପକ୍ଷରେ ଭୋଗ ଦେଇଥିବା ଛାତ୍ରୀ ମଧ୍ୟ ଅସୁସ୍ଥ ହେବାରୁ ତାଙ୍କର ପ୍ରାଥମିକ  ଚିକିତ୍ସା କରାଯାଇଛି।

ମୃତ ଦୁଇ ଶିଶୁଙ୍କ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବାକୁ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story