ଟଙ୍କା ପାଇଁ ଅଧ୍ୟାପକଙ୍କୁ ଅପହରଣ କରି ହତ୍ୟା

ବାରିପଦା (ଓଡ଼ିଶା ରିପୋର୍ଟର): ଟଙ୍କା ପାଇଁ ଅବସରପ୍ରାପ୍ତ ଅଧ୍ୟାପକ ସୁଧୀର ମହାନ୍ତଙ୍କୁ ଅପହରଣ କରିନେଲେ। ଯେତେବେଳେ ଟଙ୍କା ନାହିଁ ବୋଲି ଜାଣିବାକୁ ପାଇଲେ, ଘରଠାରୁ ୩୫ କିମି ଦୂର ଜଙ୍ଗଲ ଭିତରେ ଅଧ୍ୟାପକଙ୍କୁ ହତ୍ୟା କରି ପୋତି ମାଟି ତଳେ ଦେଲେ। ଏପରିରି ଘଟଣା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଆଜି ଏହି ରହସ୍ୟମୟ ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ହଟାଇଛି ପୋଲିସ। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏବେ ମଧ୍ୟ ଅନ୍ୟ […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 11:15 PM IST

Sports

Latest News

ବାରିପଦା (ଓଡ଼ିଶା ରିପୋର୍ଟର): ଟଙ୍କା ପାଇଁ ଅବସରପ୍ରାପ୍ତ ଅଧ୍ୟାପକ ସୁଧୀର ମହାନ୍ତଙ୍କୁ ଅପହରଣ କରିନେଲେ। ଯେତେବେଳେ ଟଙ୍କା ନାହିଁ ବୋଲି ଜାଣିବାକୁ ପାଇଲେ, ଘରଠାରୁ ୩୫ କିମି ଦୂର ଜଙ୍ଗଲ ଭିତରେ ଅଧ୍ୟାପକଙ୍କୁ ହତ୍ୟା କରି ପୋତି ମାଟି ତଳେ ଦେଲେ। ଏପରିରି ଘଟଣା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଆଜି ଏହି ରହସ୍ୟମୟ ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ହଟାଇଛି ପୋଲିସ। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏବେ ମଧ୍ୟ ଅନ୍ୟ ୪ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏହାଛଡ଼ା ହତ୍ୟାକାଣ୍ଡରେ ବ୍ୟବହୃତ ଟାଟା ନାନୋ କାର୍, ଏକ ଅଟୋ ଓ ମୋଟର ସାଇକେଲ୍ ଜବତ କରିଛି।

ସୁଧୀରଙ୍କ ପତ୍ନୀ ବାହାରେ ଚାକିରି କରନ୍ତି। ସେଥିପାଇଁ ସୁଧୀର ଜମୁନାଦେଈପୁର ଅଞ୍ଚଳରେ ଥିବା ଏଇ ଘରେ ଏକା ରୁହନ୍ତି। ଅଭିଯୁକ୍ତମାନେ ସମସ୍ତେ ଥିଲେ ସୁଧୀରଙ୍କ ପରିଚିତ। ନିକଟରେ ସୁଧୀର ୯୦ ଲକ୍ଷ ଟଙ୍କାର ଏକ ଜମି ବିକ୍ରି ବେଳେ ଏମାନଙ୍କ ସହ ସଂପର୍କରେ ଥିଲେ। ଆଉ ଏହା ହିଁ  ତାଙ୍କ ପାଇଁ କାଳ ସାଜିଲା। ସୁଧୀର ଜମି ବିକ୍ରି ବାବଦ ଟଙ୍କା ଘରେ ରଖିଥିବା ସନ୍ଦେହ କରି ୨୫ ତାରିଖ ସଂଧ୍ୟାରେ ତାଙ୍କୁ ପ୍ରଥମେ ଅପହରଣ କରିନେଲେ। ଏହା ପରେ ଘରକୁ ଆସି ୭୦,୦୦୦ ଟଙ୍କା ଓ କିଛି ସୁନାଗହଣା ଲୁଟି ନେଇଥିଲେ। ହେଲେ ଜମି ବିକ୍ରି ହୋଇଥିବା ୯୦ ଲକ୍ଷ ଟଙ୍କା ସଂପର୍କରେ ସୁରାକ୍ ନପାଇ ତାଙ୍କୁ ହତ୍ୟା କରି ବେତନଟୀ ଥାନା ଅନ୍ତର୍ଗତ ଆମ୍ବଜଡ଼ା ଗାଁ ଜଙ୍ଗଲରେ ମୃତଦେହ ପୋତି ଦେଇଥିଲେ।

ସୁଧୀରଙ୍କ ପୁଅ ସଂଯୋଗ ମହାନ୍ତ କହିଛନ୍ତି-“ଜମି ବିକ୍ରି ପାଇଁ କିଛି ଠିକ୍‌ ହୋଇନଥିଲା। ତେଣୁ କ’ଣ ପାଇଁ କିଏ, ହତ୍ୟା କଲା ତାହା ଜଣାପଡ଼ୁ ନାହିଁ। ଏହି ହତ୍ୟା ପଛରେ ଅନ୍ୟ କିଛି ଥାଇପାରେ।”

ବାରିପଦା ଏସ୍‌ଡିପିଓ ଅଭିମନ୍ୟୁ ନାୟକ କହିଛନ୍ତି-“ଅଧ୍ୟାପକ ହତ୍ୟା ଘଟଣାରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବୟାନ ଆଧାରରେ ମୃତଦେହ ଉଦ୍ଧାର କରାଯାଇଛି। ଏବେ ଘଟଣାର ତଦନ୍ତ ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story