ପଠାନକୋଟରେ ଆତଙ୍କବାଦୀ ଆକ୍ରମଣ: ଭୁବନେଶ୍ୱର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ପଞ୍ଜାବ ପଠାନକୋଟରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏଠାରେ କୌଣସି ପ୍ରକାର ଆକ୍ରମଣକୁ ଏଡ଼ାଇବା ଲାଗି ସିଆଇଏସଏଫ୍ ସହ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି। ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଶରତ କୁମାର କହିଛନ୍ତି, କିଛି ଦିନ ତଳେ କଟକରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରାଯାଇଥିଲା। ଏହା ପରେ ଆଜି ପଂଜାବର ପଠାନକୋଟସ୍ଥିତ ବାୟୁସେନାର ଏୟାରବେସରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି […]

airport

airport

Rakesh Mallick
  • Published: Saturday, 02 January 2016
  • Updated: 02 January 2016, 10:01 AM IST

Sports

Latest News

ଭୁବନେଶ୍ୱର: ପଞ୍ଜାବ ପଠାନକୋଟରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏଠାରେ କୌଣସି ପ୍ରକାର ଆକ୍ରମଣକୁ ଏଡ଼ାଇବା ଲାଗି ସିଆଇଏସଏଫ୍ ସହ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି।

ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଶରତ କୁମାର କହିଛନ୍ତି, କିଛି ଦିନ ତଳେ କଟକରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରାଯାଇଥିଲା। ଏହା ପରେ ଆଜି ପଂଜାବର ପଠାନକୋଟସ୍ଥିତ ବାୟୁସେନାର ଏୟାରବେସରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରି ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥା ନେଇ ରାଜ୍ୟ ପୋଲିସକୁ ମଧ୍ୟ ଅବଗତ କରି ଦିଆଯାଇଛି। ବିମାନବନ୍ଦର ପରିସରରେ ଅବା ଏହାର ଆଖପାଖରେ କୌଣସି ସନ୍ଦିଗ୍ଧ ବସ୍ତୁ ଦେଖିଲେ ତୁରନ୍ତ ବିମାନବନ୍ଦର କର୍ତ୍ତୃପକ୍ଷ ଅବା ରାଜ୍ୟ ପୋଲିସକୁ ଅବଗତ କରିବା ପାଇଁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି। ସେହିପରି କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ବିମାନ ବନ୍ଦର ପରିସରରେ ଦେଖିଲେ ତୁରନ୍ତ ସୂତନା ଦେବାକୁ ସେ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ହାଇଆଲର୍ଟ କରାଯାଇଛି। ପୋଲିସ୍ ମହାନିର୍ଦ୍ଦେଶକ କେ.ବି ସିଂହ କହିଛନ୍ତି, ବିଶେଷ କରି ସୁରକ୍ଷା ସହିତ ଜଡ଼ିତ ପ୍ରତିଷ୍ଠାନଗୁଡ଼ିକ ସହିତ ବିମାନବନ୍ଦରରେ ହାଇଆଲର୍ଟ ଜାରି କରାଯାଇଛି। ହୀରାକୁଦ ଡ୍ୟାମର ସୁରକ୍ଷା ବ୍ୟବସ୍ଥା ପୂର୍ବରୁ କଡ଼ାକଡ଼ି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story