ହେଟା ବାଘକୁ ପିଟିପିଟି ମାରିଦେଲେ ଗାଁ ଲୋକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ରେଞ୍ଜ ଆମ୍ୱଡିହ ଅଞ୍ଚଳରେ ଗୋଟିଏ ହେଟା ବାଘକୁ ପିଟି ହତ୍ୟା କରାଯାଇଛି। ଗାଁ ଲୋକେ ବାଘଟିକୁ ପିଟି ହତ୍ୟା କରିଥିବା ଅଭିଯୋଗ ହେବା ପରେ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ୨୭ ତାରିଖରେ ଏହି ଘଟଣା ଘଟିଥିବା ଓଟିଭି ହାତରେ ଲାଗିଥିବା ଏକ ଭିଡିଓରୁ ଏହି ଘଟଣା ପଦାକୁ ଆସିଛି। ଗତ ୨୭ ତାରିଖରେ ହେଟା ବାଘଟି ଭଅଁରା ଜଙ୍ଗଲରୁ […]

hyena death

hyena death

Rakesh Mallick
  • Published: Monday, 02 January 2017
  • Updated: 02 January 2017, 08:16 PM IST

Sports

Latest News

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ରେଞ୍ଜ ଆମ୍ୱଡିହ ଅଞ୍ଚଳରେ ଗୋଟିଏ ହେଟା ବାଘକୁ ପିଟି ହତ୍ୟା କରାଯାଇଛି। ଗାଁ ଲୋକେ ବାଘଟିକୁ ପିଟି ହତ୍ୟା କରିଥିବା ଅଭିଯୋଗ ହେବା ପରେ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ୨୭ ତାରିଖରେ ଏହି ଘଟଣା ଘଟିଥିବା ଓଟିଭି ହାତରେ ଲାଗିଥିବା ଏକ ଭିଡିଓରୁ ଏହି ଘଟଣା ପଦାକୁ ଆସିଛି।

ଗତ ୨୭ ତାରିଖରେ ହେଟା ବାଘଟି ଭଅଁରା ଜଙ୍ଗଲରୁ ଗାଁ ଭିତରକୁ ପଶି ଆସିଥିଲା। ବାଘକୁ ଦେଖି ଗାଁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଏ ସମ୍ପର୍କରେ ବନ ବିଭାଗକୁ ଖବର ନ ଦେଇ ବୁଦା ମୂଳରେ ଲୁଚି ଯାଇଥିବା ହେଟାକୁ ଗାଁ ଲୋକେ ନିର୍ମମ ଭାବେ ପିଟି ହତ୍ୟା କରିଥିଲେ। ପରେ ଏକ ଅଜଣା ନମ୍ୱରରେ ବାଲିପାଟଣା ରେଞ୍ଜ ଅଧିକାରୀଙ୍କୁ ଫୋନ୍‌କରି ଘଟଣା ସମ୍ପର୍କରେ କହିଥିଲେ। ବନ ବିଭାଗ କର୍ମଚାରୀମାନେ ଗାଁରେ ପହଞ୍ଚି ହେଟାର ମୃତଦେହ ଜବତ କରି ଏକ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ କହିଛି।

ବାଲିପାଟଣା ରେଞ୍ଜ ଅଧିକାରୀ ରବୀନ୍ଦ୍ର ମହାପାତ୍ର କହିଛନ୍ତି,“ଆମ୍ୱଡିହରେ ଗୋଟିଏ ହେଟା ବାଘକୁ ମାରି ଲୋକେ ଗାଁରେ ବୁଲାଉଛନ୍ତି ବୋଲି ଏକ ଫୋନ୍‌କଲ ପାଇଲି। ପରେ ବନ ବିଭାଗର ଏକ ଟିମ୍‌ଗାଁରେ ପହଞ୍ଚିଲା ବେଳକୁ କେହି ଲୋକ ନ ଥିଲେ। ମାତ୍ର ଶ୍ମଶାନ ପାଖରେ ହେଟାର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ବନ ବିଭାଗ ହେଟାର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ଏକ ୟୁଡି କେସ୍‌ରୁଜୁ କରାଯାଇଛି। ବାଘକୁ ମରାଯାଉଥିବା ବେଳର ଏକ ଭିଡିଓ ଫୁଟେଜ୍‌ମିଳିଛି। ଏହାକୁ ତର୍ଜମା କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story