୩୩ % ଫସଲହାନି ପାଇଁ ମିଳିବ ୬୮୦୦ ଟଙ୍କା, ଜଳକର ଓ ସ୍କୁଲ କଲେଜ ଟ୍ୟୁସନ ଫି’ ଛାଡ଼

ଭୁବନେଶ୍ୱର: ରାଜ୍ୟରେ ମରୁଡି ଅଞ୍ଚଳ ପାଇଁ ଆଜି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୩ ପ୍ରତିଶତ ଫସଲ ହାନି ହୋଇଥିବା ଅଣ ଜଳସେଚିତ ଅଞ୍ଚଳର  କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କୁ ହେକ୍ଟର ପିଛା  ୬ ହଜାର ୮୦୦ ଟଙ୍କା ପ୍ରଦାନ କରାଯିବ। ଜଳସେଚନ ସୁବିଧା ଥିବା ଅଞ୍ଚଳରେ ଫସଲହାନି ପାଇଁ ହେକ୍ଟର ପିଛା ୧୩,୫୦୦ ଟଙ୍କା ଦିଆଯିବ। ମରୁଡ଼ି ଗ୍ରସ୍ତ ଅଞ୍ଚଳରେ ଜଳକର ଆଦାୟ ସଂପୂର୍ଣ୍ଣ ଛାଡ଼ କରାଯିବ। ସ୍କୁଲ,କଲେଜ ପିଲାଙ୍କ ଟ୍ୟୁସନ୍ […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 02:31 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ମରୁଡି ଅଞ୍ଚଳ ପାଇଁ ଆଜି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୩ ପ୍ରତିଶତ ଫସଲ ହାନି ହୋଇଥିବା ଅଣ ଜଳସେଚିତ ଅଞ୍ଚଳର  କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କୁ ହେକ୍ଟର ପିଛା  ୬ ହଜାର ୮୦୦ ଟଙ୍କା ପ୍ରଦାନ କରାଯିବ। ଜଳସେଚନ ସୁବିଧା ଥିବା ଅଞ୍ଚଳରେ ଫସଲହାନି ପାଇଁ ହେକ୍ଟର ପିଛା ୧୩,୫୦୦ ଟଙ୍କା ଦିଆଯିବ। ମରୁଡ଼ି ଗ୍ରସ୍ତ ଅଞ୍ଚଳରେ ଜଳକର ଆଦାୟ ସଂପୂର୍ଣ୍ଣ ଛାଡ଼ କରାଯିବ। ସ୍କୁଲ,କଲେଜ ପିଲାଙ୍କ ଟ୍ୟୁସନ୍ ଫି’ସଂପୂର୍ଣ୍ଣ ଛାଡ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହାସହ ଖରିଫରେ ଫସଲହାନି ଭୋଗୁଥିବା ଚାଷୀଙ୍କୁ ରବି ସହାୟତା ମିଳିବ। କ୍ଷତିଗ୍ରସ୍ତ ଅଞ୍ଚଳରେ ରବି ଋତୁ ପାଇଁ ୧.୨୫ ଲକ୍ଷ ଡାଲି ଜାତୀୟ ମିନି କିଟ୍ ମିଳିବ। ୫୦ହଜାର ତୈଳବିଜ ଓ ୨୫ ହଜାର ପନିପରିବା ମିନି କିଟ୍ ବଣ୍ଟନ କରାଯିବ। ୫୦ପ୍ରତିଶତ ରିହାତିରେ ୫ ହଜାର ପାଣି ପମ୍ପ ଯୋଗାଇ ଦିଆଯିବ। ମରୁଡ଼ିଗ୍ରସ୍ତ ଅଞ୍ଚଳରେ ଅଧିକ ୫୦ ଦିନ ମନରେଗା କାମ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story