ସୁଙ୍କିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣର ତଦନ୍ତ ଆରମ୍ଭ କଲା କ୍ରାଇମ୍‌ବ୍ରାଞ୍ଚ ଟିମ୍‌

ଭୁବନେଶ୍ୱର: କ୍ରାଇମ୍‌ବ୍ରାଞ୍ଚର ଏକ ୫ ଜଣିଆ ଟିମ୍ କୋରାପୁଟରେ ପହଞ୍ଚି ସୁଙ୍କି ଘାଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ କରିଛି। ଡିଏସ୍‌ପି ପି.କେ ମିଶ୍ରଙ୍କ ନେତୃତ୍ୱରେ ଏହି ଟିମ୍ ସେଠାକୁ ଯାଇଛି। ଏହି ଟିମ୍‌କୁ ତଦନ୍ତରେ ସହାୟତା କରିବାକୁ ଏକ ତିନି ଜଣିଆ ଫୋରେନ୍‌ସିକ୍ ଟିମ୍‌ ମଧ୍ୟ କୋରାପୁଟ ଯାଇଛି।। କେଉଁ ପରିସ୍ଥିତିରେ ଓ କିଭଳି ବିସ୍ଫୋରଣ ହୋଇଛି, କେଉଁ ପ୍ରକାରର ବିସ୍ଫୋରକ ବ୍ୟବହାର କରାଯାଇଛି ସେ ସବୁ ଦିଗ ଉପରେ ତଦନ୍ତକାରୀ ଦଳ ଅନୁସନ୍ଧାନ […]

sunki

sunki

Rakesh Mallick
  • Published: Friday, 03 February 2017
  • Updated: 03 February 2017, 08:07 PM IST

Sports

Latest News

ଭୁବନେଶ୍ୱର: କ୍ରାଇମ୍‌ବ୍ରାଞ୍ଚର ଏକ ୫ ଜଣିଆ ଟିମ୍ କୋରାପୁଟରେ ପହଞ୍ଚି ସୁଙ୍କି ଘାଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ କରିଛି। ଡିଏସ୍‌ପି ପି.କେ ମିଶ୍ରଙ୍କ ନେତୃତ୍ୱରେ ଏହି ଟିମ୍ ସେଠାକୁ ଯାଇଛି। ଏହି ଟିମ୍‌କୁ ତଦନ୍ତରେ ସହାୟତା କରିବାକୁ ଏକ ତିନି ଜଣିଆ ଫୋରେନ୍‌ସିକ୍ ଟିମ୍‌ ମଧ୍ୟ କୋରାପୁଟ ଯାଇଛି।।

କେଉଁ ପରିସ୍ଥିତିରେ ଓ କିଭଳି ବିସ୍ଫୋରଣ ହୋଇଛି, କେଉଁ ପ୍ରକାରର ବିସ୍ଫୋରକ ବ୍ୟବହାର କରାଯାଇଛି ସେ ସବୁ ଦିଗ ଉପରେ ତଦନ୍ତକାରୀ ଦଳ ଅନୁସନ୍ଧାନ କରିଛନ୍ତି।

ଅନ୍ୟପକ୍ଷରେ ଏ ଘଟଣାକୁ ନେଇ ଗୃହ ବିଭାଗ ପ୍ରମୁଖ ସଚିବ ଓ ଡିଜିପିଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ୨ ସପ୍ତାହ  ମଧ୍ୟରେ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ଓପି ପାଳନ ହୋଇଥିଲା କି ନାହିଁ ସେନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ।

ଫେବ୍ରୁଆରୀ ୧ ତାରିଖ ଅପରାହ୍ନ ପ୍ରାୟ ୫ଟା ବେଳେ ସୁଙ୍କି ଘାଟିର ମୁଙ୍ଗାରଭୂମିଠାରେ ଏହି ଘଟଣା ଘଟିଥିଲା। ଏଥିରେ ୮ ଜଣ ପୋଲିସ୍ କର୍ମଚାରୀ ସହିଦ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ପୋଲିସ୍ କର୍ମଚାରୀମାନେ ଆସିଷ୍ଟାଣ୍ଟ ଡ୍ରାଇଭର ତାଲିମ ନେବା ପାଇଁ କୋରାପୁଟରୁ ଭୁବନେଶ୍ୱର ଯାଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story