ଭୁବନେଶ୍ୱର: ୩୦ ଲକ୍ଷରୁ ଅଧିକ ଟଙ୍କା ଓ କାର ଜବତ, ୨ ଅଟକ

ଭୁବନେଶ୍ୱର: ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌ ଆଜି ସହିଦ୍‌ନଗର ଅଞ୍ଚଳରୁ ୩୦ ଲକ୍ଷ ଟଙ୍କାର ପୁରୁଣା ନୋଟ୍‌ ଓ ୨୦୦୦ ଟଙ୍କିଆ ନୋଟ୍‌ ବଣ୍ଡଲ ସହ ଏକ କାର ଜବତ କରିଛି। ଏହି ଘଟଣାରେ ପୋଲିସ୍‌ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳସା ଗାଁର ସୁମନ୍ତ ପ୍ରଧାନ ଓ ମମତା ବେହେରାଙ୍କୁ ଅଟକ ରଖିଛି। ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ଜବତ କାର ନମ୍ୱର(ଓଡ଼ି-୩୩ଜେ-୮୧୩୧)। କାରଟି ଗଞ୍ଜାମ ଜିଲ୍ଲା ଆସିକା କଳାଷଣ୍ଢପୁର ଗାଁର ଗଣପତି ବେହେରାଙ୍କ ନାମରେ […]

note1

note1

Rakesh Mallick
  • Published: Saturday, 19 November 2016
  • Updated: 19 November 2016, 11:06 PM IST

Sports

Latest News

carଭୁବନେଶ୍ୱର: ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌ ଆଜି ସହିଦ୍‌ନଗର ଅଞ୍ଚଳରୁ ୩୦ ଲକ୍ଷ ଟଙ୍କାର ପୁରୁଣା ନୋଟ୍‌ ଓ ୨୦୦୦ ଟଙ୍କିଆ ନୋଟ୍‌ ବଣ୍ଡଲ ସହ ଏକ କାର ଜବତ କରିଛି। ଏହି ଘଟଣାରେ ପୋଲିସ୍‌ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳସା ଗାଁର ସୁମନ୍ତ ପ୍ରଧାନ ଓ ମମତା ବେହେରାଙ୍କୁ ଅଟକ ରଖିଛି। ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି।

ଜବତ କାର ନମ୍ୱର(ଓଡ଼ି-୩୩ଜେ-୮୧୩୧)। କାରଟି ଗଞ୍ଜାମ ଜିଲ୍ଲା ଆସିକା କଳାଷଣ୍ଢପୁର ଗାଁର ଗଣପତି ବେହେରାଙ୍କ ନାମରେ ରହିଛି। ଏହି ଟଙ୍କା ବଦଳ ପାଇଁ ଆସିଥିବା ପୋଲିସ୍‌ ସନ୍ଦେହ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story