ଭାଲୁ-ମଣିଷ ଲଢ଼େଇ: ଦୁଇ ମଣିଷ, ତିନି ଭାଲୁ ମୃତ

ବୌଦ୍ଧ: ଭାଲୁ-ମଣିଷ ଲଢ଼େଇରେ ଦୁଇ ଜଣ ମଣିଷ ଓ ୩ଟି ଭାଲୁଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଭଗାମୁଣ୍ଡା ଜଙ୍ଗଲରେ। ଭାଲୁ ଆକ୍ରମଣରେ ଭାଲିଆପଡ଼ା ଗାଁର ବ୍ରହ୍ମା ଭୋଇ ଓ ତାଙ୍କ ପୁଅ ସୁକାନ୍ତଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ଗାଁର କିଛି ଲୋକଙ୍କ ସହ ପାଖ ଭଗାମୁଣ୍ଡା ଜଙ୍ଗଲକୁ କାଠ ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ହଠାତ୍‌ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଫଳରେ […]

bear

bear

Rakesh Mallick
  • Published: Sunday, 09 April 2017
  • Updated: 09 April 2017, 09:08 AM IST

Sports

Latest News

ବୌଦ୍ଧ: ଭାଲୁ-ମଣିଷ ଲଢ଼େଇରେ ଦୁଇ ଜଣ ମଣିଷ ଓ ୩ଟି ଭାଲୁଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଭଗାମୁଣ୍ଡା ଜଙ୍ଗଲରେ। ଭାଲୁ ଆକ୍ରମଣରେ ଭାଲିଆପଡ଼ା ଗାଁର ବ୍ରହ୍ମା ଭୋଇ ଓ ତାଙ୍କ ପୁଅ ସୁକାନ୍ତଙ୍କର ମୃତ୍ୟୁ ହୋଇଛି।

ମୃତକ ଦୁଇଜଣ ଗାଁର କିଛି ଲୋକଙ୍କ ସହ ପାଖ ଭଗାମୁଣ୍ଡା ଜଙ୍ଗଲକୁ କାଠ ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ହଠାତ୍‌ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ବାପ-ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ପରେ ପ୍ରତିଆକ୍ରମଣରେ ଲୋକେ ମା’ ଭାଲୁ ଓ ତା’ର ଦୁଇ ଛୁଆଙ୍କୁ ମାରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story