ଭାରି ଉପକାରୀ ଆମ୍ୱ ଟାକୁଆ

ଆମ୍ୱ ହେଉଛି ଫଳ ଭିତରେ ରାଜା। ସାଧାରଣତଃ ଆମ୍ୱ ଖାଇବାକୁ ସମସ୍ତେ ଭଲ ପାଆନ୍ତି। ଏହାର ସ୍ୱାଦ ଯେତିକି ମଧୁର ଏହାର ଟାକୁଆ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭକାରୀ। ତା’ହେଲେ ଆସନ୍ତୁ ଜାଣିବା ଆମ୍ୱ ଟାକୁଆରେ କ’ଣ ସବୁ ଭରି ରହିଛି ଔଷଧୀୟ ଗୁଣ। – ଯଦି ଆପଣଙ୍କ ମୁଣ୍ଡରେ ଉଙ୍କୁଣୀ ରହିଛି ଆମ୍ୱ ଟାକୁଆକୁ ଗୁଣ୍ଡ କରି ଏଥିରେ ଲେମ୍ୱୁ ରସ ମିଶାଇ ମୁଣ୍ଡରେ ଲଗାନ୍ତୁ। ଏହାଦ୍ୱାରା ଉଙ୍କୁଣୀ ମରି ଯିବେ।  – ଆମ୍ୱ […]

Mango-Seeds

Mango-Seeds

Rakesh Mallick
  • Published: Thursday, 26 April 2018
  • Updated: 26 April 2018, 11:23 AM IST

Sports

Latest News

ଆମ୍ୱ ହେଉଛି ଫଳ ଭିତରେ ରାଜା। ସାଧାରଣତଃ ଆମ୍ୱ ଖାଇବାକୁ ସମସ୍ତେ ଭଲ ପାଆନ୍ତି। ଏହାର ସ୍ୱାଦ ଯେତିକି ମଧୁର ଏହାର ଟାକୁଆ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭକାରୀ। ତା’ହେଲେ ଆସନ୍ତୁ ଜାଣିବା ଆମ୍ୱ ଟାକୁଆରେ କ’ଣ ସବୁ ଭରି ରହିଛି ଔଷଧୀୟ ଗୁଣ।

- ଯଦି ଆପଣଙ୍କ ମୁଣ୍ଡରେ ଉଙ୍କୁଣୀ ରହିଛି ଆମ୍ୱ ଟାକୁଆକୁ ଗୁଣ୍ଡ କରି ଏଥିରେ ଲେମ୍ୱୁ ରସ ମିଶାଇ ମୁଣ୍ଡରେ ଲଗାନ୍ତୁ। ଏହାଦ୍ୱାରା ଉଙ୍କୁଣୀ ମରି ଯିବେ।

 - ଆମ୍ୱ ଟାକୁଆ, ଶୁଖିଲା ବେଲ ଓ ମିଶ୍ରି ସମାନ ଅନୁପାତରେ ବାଟି ଦିଅନ୍ତୁ। ଏହାପରେ ଦିନରେ ୨ ଚାମଚ ତନିଥର ଖାଇବା ଦ୍ୱାରା  ଝାଡାବାନ୍ତିରୁ ମୁକ୍ତି ପାଇବେ ।

-ଆମ୍ୱ ଟାକୁଆ ଅଳ୍ପ ମାତ୍ରାରେ ଖାଇବା ଦ୍ୱାରା  ଉଚ୍ଚ ରକ୍ତଚାପ ଜିନିତ ସମସ୍ୟାରୁ ରକ୍ଷା ମିଳିଥାଏ। ଏହାର ବ୍ୟବହାର ହୃଦ୍‌ରୋଗକୁ ମଧ୍ୟ ରକ୍ଷା କରେ।

-ଆମ୍ୱ ଟାକୁଆ ସେବନ ଦ୍ୱାରା କୋଲେଷ୍ଟ୍ରରଲ ସ୍ତରକୁ ନିୟନ୍ତ୍ରିତ କରିଥାଏ। ଏହା ରକ୍ତ ସଞ୍ଚାଳନକୁ ଠିକ୍‌ କରି ଖରାପ କୋଲେଷ୍ଟ୍ରରଲ ସ୍ତରକୁ ଠିକ୍ କରିବାରେ ସହାୟକ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story