ଅବସାଦଗ୍ରସ୍ତ ପୁରୁଷଙ୍କ ପାଇଁ ଉପକାରୀ ବିଟ୍‌, ଜାଣନ୍ତୁ ଏହାର ଔଷଧୀୟ ଗୁଣ

ବିଟ୍‌ ଏକ ଉତ୍ତମ ପରିବା ଭାବେ ସମସ୍ତେ ଜାଣନ୍ତି। ସାଧାରଣତଃ ଆମେ ଏହାକୁ ସାଲାଡ୍ କିମ୍ବା ତରକାରୀରେ ଖାଇଥାନ୍ତି। କିନ୍ତୁ ଏହାର ପତ୍ରକୁ ଆମେ ଫିଙ୍ଗି ଦେଇଥାନ୍ତି। ବିଟ୍‌ ସହିତ ଏହାର ପତ୍ରରେ ବି ବହୁ ଉପକାରୀ ପଦାର୍ଥ ଭରି ରହିଥାଏ। ଏହା ପୁରୁଷଙ୍କର ପୌରୁଷ ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଥାଏ।  ଦାମ୍ପତ୍ୟ ଜୀବନ ପାଇଁ ଖୁବ୍‌ ଉପକାରୀ ହୋଇଥାଏ। ବିଷେଶ କରି ସେକ୍ସ ଲାଇଫ୍‌କୁ ନେଇ ଅସନ୍ତୁଷ୍ଟ ଏବଂ ଅବସାଦଗ୍ରସ୍ତ ରହୁଥିବା ପୁରୁଷଙ୍କ ପାଇଁ […]

24-1458795658-why-men-and-women-misunderstand-each-other1-1518346640-1-795x385

Rakesh Mallick
  • Published: Thursday, 22 February 2018
  • Updated: 22 February 2018, 08:24 AM IST

Sports

Latest News

ବିଟ୍‌ ଏକ ଉତ୍ତମ ପରିବା ଭାବେ ସମସ୍ତେ ଜାଣନ୍ତି। ସାଧାରଣତଃ ଆମେ ଏହାକୁ ସାଲାଡ୍ କିମ୍ବା ତରକାରୀରେ ଖାଇଥାନ୍ତି। କିନ୍ତୁ ଏହାର ପତ୍ରକୁ ଆମେ ଫିଙ୍ଗି ଦେଇଥାନ୍ତି। ବିଟ୍‌ ସହିତ ଏହାର ପତ୍ରରେ ବି ବହୁ ଉପକାରୀ ପଦାର୍ଥ ଭରି ରହିଥାଏ। ଏହା ପୁରୁଷଙ୍କର ପୌରୁଷ ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଥାଏ।  ଦାମ୍ପତ୍ୟ ଜୀବନ ପାଇଁ ଖୁବ୍‌ ଉପକାରୀ ହୋଇଥାଏ। ବିଷେଶ କରି ସେକ୍ସ ଲାଇଫ୍‌କୁ ନେଇ ଅସନ୍ତୁଷ୍ଟ ଏବଂ ଅବସାଦଗ୍ରସ୍ତ ରହୁଥିବା ପୁରୁଷଙ୍କ ପାଇଁ ଏହି ବିଟ୍‌ ସବୁଠୁ ବଡ଼ ମହୋଷଧୀ। ସେହିପରି ଏହା ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ।  ବିଟ୍‌ରେ ଏଭଳି ଆହୁରି ଅନେକ ଉପକାରୀ ଗୁଣ ରହିଛି, ଯାହା ଆଜି ଆମେ ଆପଣଙ୍କୁ ଜଣାଇବୁ।

ବିଟ୍‌ ପତ୍ରରେ ପ୍ରଚୁର ପରିମାଣରେ କ୍ୟାଲ୍‌ସିୟମ ରହିଥାଏ। ଏହା ଶରୀର ବିକାଶ କରିବା ସହିତ ଅସ୍ତି ମଜଭୁତ କରିଥାଏ। ଏହାର ୧୦୦ଗ୍ରାମ ପତ୍ରରେ ୯୯ କେଜି କ୍ୟାଲ୍‌ସିୟମ ରହିଥାଏ। ପୂର୍ବକାଳରେ ପୁରୁଷମାନେ ପୁରୁଷତ୍ୱ ବୃଦ୍ଧି କରିବା ପାଇଁ ବିଟ୍‌ ଖାଉଥିଲେ। କାରଣ ଏଥିରେ ପ୍ରଚୁର ପରିମାଣରେ ନାଇଟ୍ରିକ୍ ଏସିଡି ରହିଥାଏ। ଏହା ଶରୀର ରକ୍ତନଳୀକାର ବିସ୍ତାର କରିଥାଏ। ଏବଂ ଅଙ୍ଗପ୍ରତ୍ୟେଙ୍ଗରେ ରକ୍ତର ପ୍ରବାହ ଠିକ୍‌ ମାତ୍ରାରେ ହୋଇଥାଏ।

ମଧୂମେୟ ରୋଗୀଙ୍କ ପାଇଁ ବିଟ୍ ଏକ ଲାଭକାରୀ ପରିବା। ମଧୂମେୟ ରୋଗୀ ଏହାକୁ ଖାଇଲେ ଶରୀରରେ ଫୂର୍ତ୍ତି ଆସିବା ସହିତ ଦେହ ଭଲ ରହିଥାଏ। ଏଥିରେ ମୋଟାପଣ ଭଳି ସମସ୍ୟା ନଥାଏ। ବିଷେଶ କରି ମହିଳାଙ୍କୁ ଆନେମିଆ  ଅର୍ଥାତ୍ ରକ୍ତ ହୀନତା ଭଳି ରୋଗ ହୋଇଥାଏ। ଆଉ ଏହାକୁ ଦୂର କରିବାରେ ବିଟ୍‌ ଓ ଏହାର ପତ୍ର ଏକ ଔଷଧ ଭଳି କାମ କରେ। ଏଥିରେ ଆଇରନ୍‌ ମାତ୍ରା ଅଧିକ ଥିବାରୁ ଏହା ରକ୍ତ କଣିକା ଗଠନ କରିବାରେ ସହାୟ ହୋଇଥାଏ।

ଏଥିସହିତ ବିଟ୍‌ରେ ଅଧିକମାତ୍ରାରେ କେମିକାଲ ବୋରନ୍ ରହିଥାଏ। ଏହା ପୁରୁଷଙ୍କ ଯୌନ ଜୀବନ ପାଇଁ ବେଶ ସହାୟ ହୋଇଥାଏ। ଏହା ଉଭୟ ପରୁଷ ଓ ନାରୀ ମଧ୍ୟରେ ସମ୍ପର୍କ ସ୍ଥାପନାର ଆଗ୍ରହ ବଢ଼ାଇଥାଏ। ବିଟ୍‌ର ଜୁସ୍ ପିଇଲେ ଶରୀରରେ ଅମ୍ଳଜନା ବୃଦ୍ଧି ହେବା ସହିତ ମସ୍ତିଷ୍କ ସୁସ୍ଥ ରହିଥାଏ। ବିଟ୍‌ ଖାଇଲେ ଡିମେଁସିଆ ରୋଗରୁ  ମୁକ୍ତି ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story