ଓଡ଼ିଶାରେ ରାନସମୱେର ଭାଇରସ୍: ବ୍ରହ୍ମପୁର ସିଟି ହସପିଟାଲର ସିଷ୍ଟମ ହ୍ୟାକ୍

ବ୍ରହ୍ମପୁର: ଓଡ଼ିଶାରେ ରାନସମୱେର ଭାଇରସ୍ ଅଟାକ୍‌ ହୋଇଛି।  ବ୍ରହ୍ମପୁର ସିଟି ହସପିଟାଲ୍‌ ଇନଫରମେସନ୍ ମ୍ୟାନେଜମେଣ୍ଟ ସିଷ୍ଟମର ତଥ୍ୟକୁ ହ୍ୟାକ୍ କରାଯାଇଛି। ଡାକ୍ତରଖାନା କର୍ତ୍ତୃପକ୍ଷ ଏତଲା ଦେବା ପରେ ମାମଲା ରୁଜୁ ତଦନ୍ତ ଅାରମ୍ଭ କରିଛି ଟାଉନ୍‌ ଥାନା ପୋଲିସ୍‌। ସେପଟେ ଘଟଣାର ଅନୁଧ୍ୟାନ ପାଇଁ ଭୁବନେଶ୍ୱରରୁ ଏକ ବିଶେଷଜ୍ଞ ଟିମ୍ ବ୍ରହ୍ମପୁର ଅଭିମୁଖେ ଆସୁଛି। ସିଟି ହସ୍ପିଟାଲ୍ ଇନ୍‌ଫରମେସନ୍‌ ମ୍ୟାନେଜ୍‌ମେଣ୍ଟ ସିଷ୍ଟମର ତଥ୍ୟକୁ ହ୍ୟାକ୍ କରାଯାଇ ହ୍ୟାକର ୩୦୦ ଡଲାର ଦାବି କରିଥିବା କୁହାଯାଉଛି।  ଡାକ୍ତରଖାନାର ମେଲ୍ ଅାଇଡିରେ […]

ram

ram

Rakesh Mallick
  • Published: Wednesday, 17 May 2017
  • Updated: 17 May 2017, 01:06 PM IST

Sports

Latest News

ବ୍ରହ୍ମପୁର: ଓଡ଼ିଶାରେ ରାନସମୱେର ଭାଇରସ୍ ଅଟାକ୍‌ ହୋଇଛି।  ବ୍ରହ୍ମପୁର ସିଟି ହସପିଟାଲ୍‌ ଇନଫରମେସନ୍ ମ୍ୟାନେଜମେଣ୍ଟ ସିଷ୍ଟମର ତଥ୍ୟକୁ ହ୍ୟାକ୍ କରାଯାଇଛି।

ଡାକ୍ତରଖାନା କର୍ତ୍ତୃପକ୍ଷ ଏତଲା ଦେବା ପରେ ମାମଲା ରୁଜୁ ତଦନ୍ତ ଅାରମ୍ଭ କରିଛି ଟାଉନ୍‌ ଥାନା ପୋଲିସ୍‌। ସେପଟେ ଘଟଣାର ଅନୁଧ୍ୟାନ ପାଇଁ ଭୁବନେଶ୍ୱରରୁ ଏକ ବିଶେଷଜ୍ଞ ଟିମ୍ ବ୍ରହ୍ମପୁର ଅଭିମୁଖେ ଆସୁଛି।

ସିଟି ହସ୍ପିଟାଲ୍ ଇନ୍‌ଫରମେସନ୍‌ ମ୍ୟାନେଜ୍‌ମେଣ୍ଟ ସିଷ୍ଟମର ତଥ୍ୟକୁ ହ୍ୟାକ୍ କରାଯାଇ ହ୍ୟାକର ୩୦୦ ଡଲାର ଦାବି କରିଥିବା କୁହାଯାଉଛି।  ଡାକ୍ତରଖାନାର ମେଲ୍ ଅାଇଡିରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ମଧ୍ୟ ହ୍ୟାକ୍ କରାଯାଇଥିବା ଆଶଙ୍କା କରାଯାଉଛି।

ଓଡ଼ିଶାରେ ରାନସମୱେର ଭାଇରସରୁ ରକ୍ଷା ପାଇବା ପାଇଁ ଗତକାଲି କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ୱାନାକ୍ରାଏ ରାନସମୱେର ଭାଇରସରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାରଙ୍କ ଆଇଟି ବିଭାଗ ଆଡଭାଇଜରି କରିଛି। କିଭଳି କମ୍ପ୍ୟୁଟରକୁ ରକ୍ଷା କରାଯାଇ ପାରିବ ସେନେଇ ସମସ୍ତ ବିଭାଗକୁ ପରାମର୍ଶ ଜାରି କରାଯାଇଛି। ନିଜ ସିଷ୍ଟମକୁ ସବୁବେଳେ ଅପଡେଟ୍ ରଖିବା ସହ ଆଣ୍ଟି ଭାଇରସ୍ ସଫ୍ଟୱେରକୁ ଅପଡେଟ୍ କରିବାକୁ କୁହାଯାଇଛି। କମ୍ପ୍ୟୁଟରରେ ଥିବା ଡାଟାକୁ ନିୟମିତ ବ୍ୟାକ୍ଅପ୍ ରଖିବାକୁ ମଧ୍ୟ କୁହାଯାଇଛି। ସମସ୍ତ ଡାଟାର ବ୍ୟାକ୍ଅପ୍ ଅଫଲାଇନରେ ରଖିବାକୁ କୁହାଯାଇଛି।  ସରକାରଙ୍କ ଡାଟା ସିଷ୍ଟମକୁ ରକ୍ଷା କରିବାକୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story