ଭବାନୀପାଟଣା: ଝରଣାରେ ବୁଡ଼ି ୩ ଛାତ୍ର ମୃତ

ଭବାନୀପାଟଣା: ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାରିଙ୍ଗଦର ଝରଣାରେ ବୁଡ଼ି ରବିବାର ୩ ଜଣ ଛାତ୍ର ପ୍ରାଣ ହରାଇଛନ୍ତି। ପିକନିକ୍ କରିବାକୁ ଆସିଥିବା ବେଳେ ଏହି ଛାତ୍ରମାନେ ପାଣିରେ ବୁଡ଼ି ଯାଇଥିଲେ। ମୃତକମାନେ ହେଲେ ସୌରଭ ନାୟକ, ସୁନୀଲ ପଣ୍ଡା ଓ ବିକ୍ରମ ପତି। ସୌରଭ ଭବାନୀପାଟଣା ପ୍ରଗତି କଲେଜର ଛାତ୍ର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଭବନୀପାଟଣା ଜୁନିୟର କଲେଜର ଛାତ୍ର। ଏହି ଘଟଣା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏମାନେ […]

student death

student death

Rakesh Mallick
  • Published: Sunday, 27 December 2015
  • Updated: 27 December 2015, 04:34 PM IST

Sports

Latest News

ଭବାନୀପାଟଣା: ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାରିଙ୍ଗଦର ଝରଣାରେ ବୁଡ଼ି ରବିବାର ୩ ଜଣ ଛାତ୍ର ପ୍ରାଣ ହରାଇଛନ୍ତି। ପିକନିକ୍ କରିବାକୁ ଆସିଥିବା ବେଳେ ଏହି ଛାତ୍ରମାନେ ପାଣିରେ ବୁଡ଼ି ଯାଇଥିଲେ। ମୃତକମାନେ ହେଲେ ସୌରଭ ନାୟକ, ସୁନୀଲ ପଣ୍ଡା ଓ ବିକ୍ରମ ପତି। ସୌରଭ ଭବାନୀପାଟଣା ପ୍ରଗତି କଲେଜର ଛାତ୍ର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଭବନୀପାଟଣା ଜୁନିୟର କଲେଜର ଛାତ୍ର। ଏହି ଘଟଣା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଏମାନେ ଜଣେ ଟ୍ୟୁସନ୍ ଶିକ୍ଷକଙ୍କ ତତ୍ତ୍ବାବଧାନରେ ଅନ୍ୟ କିଛି ଛାତ୍ରଙ୍କ ସହ ପିକନିକ୍ କରିବାକୁ ଯାଇଥିଲେ। ପୋଲିସ୍ ୨ ଜଣ ଅଧ୍ୟାପକଙ୍କୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story