କଳାହାଣ୍ଡି: ଭୋଟରଙ୍କ ସଂଖ୍ୟାଠାରୁ ଅଧିକ ମତଦାନ

କଳାହାଣ୍ଡି: ଭୋଟରଙ୍କ ସଂଖ୍ୟା ୮୦୦। କିନ୍ତୁ ଭୋଟ ପଡ଼ିଛି ୧୧୦୦। ଏଭଳି ତଥ୍ୟ ସାମ୍ନାକୁ  ଆସିଛି କଳାହାଣ୍ଡି ଜିଲ୍ଲାର ନବ ଗଠିତ ଶିରିପୁର ପଞ୍ଚାୟତର ଏକ ବୁଥରେ। ଏହାକୁ ନେଇ ବୁଥରେ ଉତ୍ତେଜନା ଦେଖାଯାଇଥିଲା। ଉତ୍ତ୍ୟକ୍ତଲୋକେ ପୋଲିସ୍‌ କର୍ମଚାରୀଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଶିରିପୁର ବୁଥରେ ଅଧିକ ଭୋଟ ପଡ଼ିଥିବାରୁ ସ୍ଥାନୀୟ ଲୋକେ ପ୍ରଥମେ ପ୍ରିଜାଇଡିଂ ଅଫିସର ଘେରାଉ କରିଥିଲେ। ପୋଲିସ୍ ପାଟ୍ରୋଲିଂ ଟିମ୍‌ ଘଟଣାରେ ହସ୍ତକ୍ଷେପ କରି ଭୋଟ ବାକ୍ସ ନେବାକୁ […]

kalahandi...

kalahandi...

Rakesh Mallick
  • Published: Friday, 17 February 2017
  • Updated: 18 February 2017, 07:54 AM IST

Sports

Latest News

କଳାହାଣ୍ଡି: ଭୋଟରଙ୍କ ସଂଖ୍ୟା ୮୦୦। କିନ୍ତୁ ଭୋଟ ପଡ଼ିଛି ୧୧୦୦। ଏଭଳି ତଥ୍ୟ ସାମ୍ନାକୁ  ଆସିଛି କଳାହାଣ୍ଡି ଜିଲ୍ଲାର ନବ ଗଠିତ ଶିରିପୁର ପଞ୍ଚାୟତର ଏକ ବୁଥରେ। ଏହାକୁ ନେଇ ବୁଥରେ ଉତ୍ତେଜନା ଦେଖାଯାଇଥିଲା। ଉତ୍ତ୍ୟକ୍ତଲୋକେ ପୋଲିସ୍‌ କର୍ମଚାରୀଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଶିରିପୁର ବୁଥରେ ଅଧିକ ଭୋଟ ପଡ଼ିଥିବାରୁ ସ୍ଥାନୀୟ ଲୋକେ ପ୍ରଥମେ ପ୍ରିଜାଇଡିଂ ଅଫିସର ଘେରାଉ କରିଥିଲେ। ପୋଲିସ୍ ପାଟ୍ରୋଲିଂ ଟିମ୍‌ ଘଟଣାରେ ହସ୍ତକ୍ଷେପ କରି ଭୋଟ ବାକ୍ସ ନେବାକୁ ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ।  ଫଳରେ ପୋଲିସ୍ ଓ ଲୋକ ମୁହାଁମୁହିଁ ହୋଇଥିଲା। ପରେ ଅଧିକ ଫୋର୍ସ ସହ ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଉତ୍ତେଜନା ଲାଗି ରହିଥିବାରୁ ଗାଁରେ ପୋଲିସ୍‌ ମୁତୟନ କରାଯାଇଛି। ଲୋକମାନଙ୍କର ଅଭିଯୋଗ ସଂପର୍କରେ ପ୍ରଶାସନକୁ ଜଣାଇ ଦିଆଯାଇଥିବା ଭବାନୀପାଟଣା ଏସଡିପିଓ ବିରଞ୍ଚି ପ୍ରସାଦ ଦେହୁରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story