ସ୍ୱାଭାବିକ ହେଉଛି ଭଦ୍ରକ ସହର

ଭଦ୍ରକ: ସୁଧୁରୁଛି ଭଦ୍ରକ ସହରର ସ୍ଥିତି। ଭଦ୍ରକ ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନର ପ୍ରୟାସ ଜାରି। ସହରର  ଗଳିକନ୍ଦିରେ ପୋଲିସ ପଇଁତରା ମାରୁଛି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆଜି ପୋଲିସ ପକ୍ଷରୁ ଭଦ୍ରକ ସହର ସାରା ଫ୍ଲାଗମାର୍ଚ୍ଚ କରାଯାଇଥିଲା। ଟାଉନ ଥାନାରୁ ବାହାରି ସହରର ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା। ଏଡିଜି ବିଜୟାନନ୍ଦ ଝାଙ୍କ ନେତୃତ୍ୱରେ ୧୫ପ୍ଲାଟୁନ ପୋଲିସ ଫୋର୍ସ ଓ ବହୁ ବରିଷ୍ଠ ପୋଲିସ ଅଧିକାରୀ ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ […]

communities-arabinda-mahapatra-hindustan-bhadrak-resurfaced-communal_0fc050be-1c62-11e7-aa2a-1591876ff7cf

Rakesh Mallick
  • Published: Saturday, 08 April 2017
  • Updated: 08 April 2017, 10:58 PM IST

Sports

Latest News

ଭଦ୍ରକ: ସୁଧୁରୁଛି ଭଦ୍ରକ ସହରର ସ୍ଥିତି। ଭଦ୍ରକ ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନର ପ୍ରୟାସ ଜାରି। ସହରର  ଗଳିକନ୍ଦିରେ ପୋଲିସ ପଇଁତରା ମାରୁଛି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆଜି ପୋଲିସ ପକ୍ଷରୁ ଭଦ୍ରକ ସହର ସାରା ଫ୍ଲାଗମାର୍ଚ୍ଚ କରାଯାଇଥିଲା। ଟାଉନ ଥାନାରୁ ବାହାରି ସହରର ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା। ଏଡିଜି ବିଜୟାନନ୍ଦ ଝାଙ୍କ ନେତୃତ୍ୱରେ ୧୫ପ୍ଲାଟୁନ ପୋଲିସ ଫୋର୍ସ ଓ ବହୁ ବରିଷ୍ଠ ପୋଲିସ ଅଧିକାରୀ ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ଥିଲେ। ଖାଲି ଏତିକି ନୁହେଁ ସହରକୁ ସାଧାରଣ ପରିସ୍ଥିତିକୁ ଆଣିବା ପାଇଁ ଭଦ୍ରକରେ ଦୁଇଦିନ ଧରି ଡେରା ପକାଇଛନ୍ତି ଖୋଦ ପୋଲିସ ଡିଜି ଓ ଗୃହ ସଚିବ। ଏହାସହ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶାନ୍ତି ପାଇଁ ଭଦ୍ରକ ସହରର ଲୋକଙ୍କୁ ଅପିଲ କରିଛନ୍ତି। ସୋସିଆଲ ମଡିଆରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଅଶାନ୍ତ ହୋଇଯାଇଥିଲା ଭଦ୍ରକ ସହର। ଗତକାଲି ଶାନ୍ତି କମିଟି ବୈଠକ ବିଫଳ ହୋବା ପରଠାରୁ ସହରରେ ପୁଣି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ସହରରେ ବିଭିନ୍ନ ସ୍ଥାନରେ ପୋଡାଜଳା କରାଯାଇଥିବା ସହ କିଛି ଦୋକାନରେ ନିଁଆ ଲଗେଇ ଦିଆଯାଇଥିଲା। ଫଳରେ ଗତକାଲି ପ୍ରଶାସନ ପକ୍ଷରୁ ଲାଗୁହୋଇଥିବା କର୍ଫ୍ୟୁକୁ ଆସନ୍ତା କାଲି ସକାଳ ୮ଟା ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି।

ପରିସ୍ଥିତିକୁ ନଜରରେ ରଖି ୧୮ଟି ଦମକଳକୁ ନିଆଁ ଲିଭେଇବା ପାଇଁ ନିୟୋଜିତ କରାଯାଇଛି । ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ଆଜି ଉଭୟ ଗୋଷ୍ଠୀର ୩୫ଜଣଙ୍କୁ ଗିରଫ କରିବା ସହ ୯ଟି ବାଇକ୍‌ ଜବତ କରାଯାଇଛି।  ସହରକୁ ଉତ୍ତେଜନାମୂଳକ ପରିସ୍ଥିତିରୁ ରକ୍ଷା କରିବା ପାଇଁ ଆଜି ୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମଧ୍ୟ ଭଦ୍ରକକୁ ପଠାଯାଇଛି। ଏହାସହ କେନ୍ଦ୍ରକୁ ଆଉ ୪ କମ୍ପାନୀ ରାପିଡ୍‌ ଆକ୍ସନ ଫୋର୍ସ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବା ଆଦିତ୍ୟ ଫାଢୀ ଚିଠି ଲେଖିଛନ୍ତି।  ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ କେନ୍ଦ୍ର ଗୃହ ସଚିବଙ୍କ ସହ ଆଲୋଚନା ପରେ କେନ୍ଦ୍ର ପକ୍ଷରୁ ସବୁ ପ୍ରକାର ସହାୟତା କରାଯିବା ପାଇଁ ପ୍ରତିଶୃତ ମିଳିଥିଲା। ଫଳରେ ସନ୍ଧ୍ୟାରେ ୨ କମ୍ପାନୀ କୋନ୍ଦ୍ରୀୟ ଫୋର୍ସ ଭଦ୍ରକରେ ପହଞ୍ଚିଛନ୍ତି। ଭଦ୍ରକ ସହରର ଘଟଣା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିକୁ ଏଡାଇବାକୁ ଯାଇ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷପ ଗ୍ରହଣ କରାଯାଇଛି। ଧାମନଗର,ବାସୁଦେବପୁରରେ ଧାରା ୧୪୪ ବଳବତ୍ତର ରହିଛି। ଏହାସହ ଚାନ୍ଦବାଲିରେ ଶାନ୍ତି ବଜାୟ ରଖିବାକୁ ପ୍ରୟାସ କରାଯାଇଛି। ଚାନ୍ଦବାଲି ପୋଲିସ ପକ୍ଷରୁ ଏକ ଶାନ୍ତି ବୈଠକ ଆୟୋଜନ କରାଯାଇଥିଲା, ଯେଉଁଥିରେ ଚାନ୍ଦବାଲି ସହରରେ ଶାନ୍ତି ବଜାୟ ରଖିବା ସହ ବାଲିଗାଁରେ ହେବାକୁ  ଥିବା ଉର୍ସ ପର୍ବକୁ ନିରାଡମ୍ବ ଭାବେ ପାଳନ କରିବାକୁ ସର୍ବସମ୍ମତ ନିଷ୍ପତି ନିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story