ଭଦ୍ରକ: ନର୍ସିଂହୋମ୍ ମାଲିକଙ୍କ ପୁଅକୁ ଆକ୍ରମଣ କରିବା ପରେ ଘରୋଇ ଚାକରଙ୍କ ଆତ୍ମହତ୍ୟା ଅଭିଯୋଗ

ଭଦ୍ରକ: ଭଦ୍ରକ ସହରର ମୋଟେଲ୍ ଛକ ନିକଟରେ ଥିବା ସାଳନ୍ଦୀ ନର୍ସିଂହୋମର ମାଲିକ ଡାକ୍ତର ପ୍ରଭାସ ମହାନ୍ତିଙ୍କ ବଡ଼ ପୁଅ ଅଭିନାଶ (୧୬)ଙ୍କୁ ଶିଳପୁଆରେ ଛେଚି ମରଣାନ୍ତକ ଆକ୍ରମଣ କରିବା ପରେ ଘରୋଇ ଚାକର ସୁରେଶ ନାୟକ (୪୧) ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ସୁରେଶଙ୍କ ଏଭଳି କାର୍ଯ୍ୟର କାରଣ ସଂପର୍କରେ ସେ କିଛି ଜାଣିନାହାନ୍ତି ବୋଲି ଡାକ୍ତର ମହାନ୍ତି କହିଛନ୍ତି। ଅଭିଯୋଗ ଅନୁଯାୟୀ, ସାଳନ୍ଦୀ ନର୍ସିଂହୋମର ତଳ ମହଲାରେ ରହନ୍ତି ଡାକ୍ତର ମହାନ୍ତିଙ୍କ ପରିବାର। […]

bhadrak

bhadrak

Rakesh Mallick
  • Published: Saturday, 07 November 2015
  • Updated: 07 November 2015, 06:21 AM IST

Sports

Latest News

[caption id="attachment_44600" align="alignleft" width="150"]suicide ଆତ୍ମହତ୍ୟା କରିଥିବା ସୁରେଶ ନାୟକ[/caption]

ଭଦ୍ରକ: ଭଦ୍ରକ ସହରର ମୋଟେଲ୍ ଛକ ନିକଟରେ ଥିବା ସାଳନ୍ଦୀ ନର୍ସିଂହୋମର ମାଲିକ ଡାକ୍ତର ପ୍ରଭାସ ମହାନ୍ତିଙ୍କ ବଡ଼ ପୁଅ ଅଭିନାଶ (୧୬)ଙ୍କୁ ଶିଳପୁଆରେ ଛେଚି ମରଣାନ୍ତକ ଆକ୍ରମଣ କରିବା ପରେ ଘରୋଇ ଚାକର ସୁରେଶ ନାୟକ (୪୧) ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ସୁରେଶଙ୍କ ଏଭଳି କାର୍ଯ୍ୟର କାରଣ ସଂପର୍କରେ ସେ କିଛି ଜାଣିନାହାନ୍ତି ବୋଲି ଡାକ୍ତର ମହାନ୍ତି କହିଛନ୍ତି।

ଅଭିଯୋଗ ଅନୁଯାୟୀ, ସାଳନ୍ଦୀ ନର୍ସିଂହୋମର ତଳ ମହଲାରେ ରହନ୍ତି ଡାକ୍ତର ମହାନ୍ତିଙ୍କ ପରିବାର। ଗତକାଲି ରାତିରେ ଡାକ୍ତର ମହାନ୍ତିଙ୍କ ଦୁଇ ପୁଅ ଅଭିନାଶ ଓ ଅଭିଳାଶ ଗୋଟିଏ ରୁମରେ ଶୋଇଥିଲେ। ରାତି ପ୍ରାୟ ଅଢ଼େଇଟା ବେଳେ ସୁରେଶ ଏକ ଶିଳପୁଆରେ ଅଭିନାଶଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ସେ ଅଚେତ ହୋଇଯାଇଥିଲେ। ସୁରେଶ ଭାବି ଥିଲେ ଯେ ସେ ମରିଗଲେ ବୋଲି। ପରେ ଅଭିନାଶ ଉଠି ପଡ଼ିଥିଲେ। ଏହା ଦେଖି ସୁରେଶ ବୋଧେ ଡରି ଯାଇଥିଲେ। ତେଣୁ ସେ ପାଖ ରୁମକୁ ଯାଇ ବେକରେ ଧୋତି ଯୋଗେ ଫାଶ ଲଗାଇ ଆତ୍ମହତ୍ୟା କରିଥିଲେ।

ଡାକ୍ତର ମହାନ୍ତି ଓ ତାଙ୍କ ପରିବାର ଲୋକେ କହିଛନ୍ତି ଯେ ସୁରେଶ ୨୦ ବର୍ଷ ହେଲାଣି ତାଙ୍କ ଘରେ କାମ କରି ଆସୁଥିଲା। ଗତକାଲି ରାତିରେ ବି ସେମିତି କିଛି ଘଟଣା ଘଟି ନଥିଲା ଯେଉଁଥିରେ ସେ ଉତକ୍ଷିପ୍ତ ହୋଇଥିବ। ତା’ର ଏଭଳି ଆକ୍ରମଣ କାରଣ ସେମାନଙ୍କୁ ବି ଜଣାନାହିଁ। ଆକ୍ରମଣର ଶିକାର ହୋଇଥିବା ଅଭିନାଶ କହିଛନ୍ତି ଯେ ସୁରେଶ ତାଙ୍କୁ ବହୁତ ଭଲ ପାଉ ନଥିଲେ।

ପୋଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story