ଭଦ୍ରକ: ଅପହୃତ ଶିଶୁକୁ ହତ୍ୟା, ମୁଖ୍ୟ ଅଭିଯୁକ୍ତ ଗିରଫ, ୫ ଅଟକ

ଭଦ୍ରକ: ଭଦ୍ରକ ସହରର ପୁରୁଣାବଜାର ଅଞ୍ଚଳରେ ୬ ବର୍ଷର ଶିଶୁକୁ ହତ୍ୟା କରାଯାଇଛି। ବୁଧବାର ସନ୍ଧ୍ୟାରେ ଏହି ଶିଶୁକୁ ଅପହରଣ କରାଯାଇଥିଲା। ଗୁରୁବାର ଅପହରଣକାରୀଙ୍କ ଘରୁ ଶିଶୁଟିର ମୃତଦେହ ମିଳିଛି। ଶିଶୁର ନାଁ ସେକ୍ ସାନୱାର ହୁସେନ୍। ଶିଶୁର ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି। ଜଣେ ସମ୍ପର୍କୀୟ ହିଁ ଶିଶୁକୁ ଅପହରଣ କରିଥିବା ଜଣାପଡିଛି। ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ସମ୍ପର୍କୀୟଙ୍କୁ ଗିରଫ କରିବା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି […]

bhadrak

bhadrak

Rakesh Mallick
  • Published: Thursday, 10 December 2015
  • Updated: 10 December 2015, 05:56 PM IST

Sports

Latest News

ଭଦ୍ରକ: ଭଦ୍ରକ ସହରର ପୁରୁଣାବଜାର ଅଞ୍ଚଳରେ ୬ ବର୍ଷର ଶିଶୁକୁ ହତ୍ୟା କରାଯାଇଛି। ବୁଧବାର ସନ୍ଧ୍ୟାରେ ଏହି ଶିଶୁକୁ ଅପହରଣ କରାଯାଇଥିଲା। ଗୁରୁବାର ଅପହରଣକାରୀଙ୍କ ଘରୁ ଶିଶୁଟିର ମୃତଦେହ ମିଳିଛି। ଶିଶୁର ନାଁ ସେକ୍ ସାନୱାର ହୁସେନ୍। ଶିଶୁର ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି। ଜଣେ ସମ୍ପର୍କୀୟ ହିଁ ଶିଶୁକୁ ଅପହରଣ କରିଥିବା ଜଣାପଡିଛି। ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ସମ୍ପର୍କୀୟଙ୍କୁ ଗିରଫ କରିବା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏହି ଘଟଣାକୁ ନେଇ ପୁରୁଣାବଜାର ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଥାନା ଘେରାଉ କରିବା ସହ ଅପହରଣକାରୀଙ୍କ ଘରେ ଭଙ୍ଗାରୁଜା କରିଥିଲେ। ସ୍ଥିତିକୁ ଦେଖି ସେଠାରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି।

ବୁଧବାର ଅପରାହ୍ନରେ ଘର ପାଖରେ ସାଙ୍ଗ ପିଲାଙ୍କ ସହ ଖେଳୁଥିବା ବେଳେ ନଙ୍ଗ।ମହଲା ଅଞ୍ଚଳର ବ୍ୟବସାୟୀ ସେକ୍ ଇଦୁଙ୍କ ପୁଅ ସେକ୍ ସନୱାର ନିଖୋଜ ହୋଇଯାଇଥିଲା। ଏ ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। କେହି ଜଣେ ତାଙ୍କ ପୁଅକୁ ଅପହରଣ କରି ନେଇଥିବା ଓ ମୁଣ୍ଡ ଜାମିନ ବାବଦରେ ଫେ।ନ୍ ଓ ଏସଏମ୍ଏସ୍ କରି ୬ଲକ୍ଷ ଟଙ୍କା ଦାବି କରିଥିଲା। ଟଙ୍କ। ନ ଦେଲେ ପୁଅକୁ ହତ୍ୟା କରାଯିବ ବୋଲି ଧମକ ଦେଇଥିବା ଅଭିଯୋଗରେ ପରିବାର ଲୋକେ ଦର୍ଶାଇଛନ୍ତି। ତଦନ୍ତରୁ ସନୱରକୁ ଜଣେ ସମ୍ପର୍କୀୟ ସେକ୍ କାଦିର ହିଁ ଅପହରଣ କରିଥିବା ଜଣାପଡିଥିଲା। ସମ୍ପୃକ୍ତ ସମ୍ପର୍କୀୟକୁ ଗିରଫ କରି ପଚରାଉଚରା ପରେ ଘଟଣା ପଦାକୁ ଆସିଥିଲା। ଟଙ୍କା ପାଇଁ କିଛି ସହଯୋଗୀଙ୍କ ସହ ସେ ସନୱାରକୁ ଅପହରଣ କରିଥିଲା। ଥାନାରେ ଅଭିଯୋଗ ହେବା କଥା ଜାଣି ସେମାନେ ପିଲାଟିକୁ ହାତଗୋଡ଼ ବାନ୍ଧି ଏକ ଏୟାର ବ୍ୟାଗରେ ନେଉଥିଲେ। ଏହି ସମୟରେ ଶ୍ୱାସରୁଦ୍ଧ ହୋଇ ପିଲାଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏହା ଜାଣି ମୃତଦେହକୁ କାର ଭିତରେ ଲୁଚାଇ ରଖିଥିଲେ ବୋଲି ପୋଲିସ କହିଛି।

କିଛିଦିନ ତଳେ ହତ୍ୟାର ଶିକାର ସନୱାରର ବାପା ଏକ ଜମି ବିକ୍ରି କରି ୧୫ରୁ ୨୦ଲକ୍ଷ ଟଙ୍କ। ପାଇଥିଲେ। ଏହି ଟଙ୍କାରୁ କିଛି ପାଇବା ଆଶାରେ ଅଭିଯୁକ୍ତ ସମ୍ପର୍କୀୟ ଜଣଙ୍କ ନିଜ ସାଥୀଙ୍କ ସହ ପିଲାଟିକୁ ଅପହରଣ କରିଥାଇପାରେ ବୋଲି ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story