ସ୍ୱାଭାବିକ ହେଉଛି ଭଦ୍ରକ, ଖୋଲିଲା ସମସ୍ତ ଶିକ୍ଷାନୁଷ୍ଠାନ

ଭଦ୍ରକ: ଭଦ୍ରକରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି।  ଆଜି ସହରର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିଛି। ଏହା ସହିତ ବ୍ୟାଙ୍କ ଓ ସରକାରୀ ଅଫିସ୍ ମଧ୍ୟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ସକାଳ ୮ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ଏହା ସହ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପୁଣି କର୍ଫ୍ୟୁ କୋହଳ କରାଯାଇଥିଲା। ଗତକାଲି କର୍ଫ୍ୟୁ କୋହଳ ସମୟରେ ବ୍ୟାଙ୍କ ଖୋଲିଥିଲେ ମଧ୍ୟ ଇଣ୍ଟରନେଟ୍‌ ଉପରେ କଟକଣା ହଟି ନ ଥିବାରୁ କାରବାର ହୋଇପାରି ନ […]

bhadrak curfu

bhadrak curfu

Rakesh Mallick
  • Published: Tuesday, 11 April 2017
  • Updated: 11 April 2017, 11:27 PM IST

Sports

Latest News

ଭଦ୍ରକ: ଭଦ୍ରକରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି।  ଆଜି ସହରର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିଛି। ଏହା ସହିତ ବ୍ୟାଙ୍କ ଓ ସରକାରୀ ଅଫିସ୍ ମଧ୍ୟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ସକାଳ ୮ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ଏହା ସହ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପୁଣି କର୍ଫ୍ୟୁ କୋହଳ କରାଯାଇଥିଲା।

ଗତକାଲି କର୍ଫ୍ୟୁ କୋହଳ ସମୟରେ ବ୍ୟାଙ୍କ ଖୋଲିଥିଲେ ମଧ୍ୟ ଇଣ୍ଟରନେଟ୍‌ ଉପରେ କଟକଣା ହଟି ନ ଥିବାରୁ କାରବାର ହୋଇପାରି ନ ଥିଲା ବୋଲି  ପୋଲିସ୍‌ ଡିଜି କେ.ବି. ସିଂହ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଏହି ଘଟଣାରେ ଏପର୍ଯନ୍ତ ୮୦ ଜଣଙ୍କୁ ଗିରଫ କରାଯାଇଛି। ସହରରେ ତୁରନ୍ତ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story