ଭଦ୍ରକରେ କାଲିଠୁ ଖୋଲିବ ସ୍କୁଲ୍, ବ୍ୟାଙ୍କ ଓ ସରକାରୀ ଅଫିସ୍

ଭଦ୍ରକ: ଭଦ୍ରକରେ ସ୍ଥିତି ସ୍ୱାଭାବିକ ହୋଇଛି। ସ୍ଥିତିକୁ ସମୀକ୍ଷା କରି ପ୍ରଶାସନ ପକ୍ଷରୁ ଆସନ୍ତାକାଲି ସହରର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ଏହା ସହିତ ବ୍ୟାଙ୍କ ଓ ସରକାରୀ ଅଫିସ୍ ମଧ୍ୟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଭଦ୍ରକ ଜିଲ୍ଲାପାଳ ସହରବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଗୃହ ସଚିବ ଅସିତ ତ୍ରିପାଠୀ କହିଛନ୍ତି,“ଭଦ୍ରକରେ ସ୍ଥିତି ସଂପୂର୍ଣ୍ଣ ସ୍ୱାଭାବିକ ରହିଛି। ଆଜି କେବଳ ଗୋଟିଏ ଘଟଣା ବ୍ୟତୀତ କିଛି ଅଘଟଣା ଘଟିନି। […]

asit

asit

Rakesh Mallick
  • Published: Monday, 10 April 2017
  • Updated: 10 April 2017, 01:22 PM IST

Sports

Latest News

ଭଦ୍ରକ: ଭଦ୍ରକରେ ସ୍ଥିତି ସ୍ୱାଭାବିକ ହୋଇଛି। ସ୍ଥିତିକୁ ସମୀକ୍ଷା କରି ପ୍ରଶାସନ ପକ୍ଷରୁ ଆସନ୍ତାକାଲି ସହରର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ଏହା ସହିତ ବ୍ୟାଙ୍କ ଓ ସରକାରୀ ଅଫିସ୍ ମଧ୍ୟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଭଦ୍ରକ ଜିଲ୍ଲାପାଳ ସହରବାସୀଙ୍କୁ ପରାମର୍ଶ ଦେଇଛନ୍ତି।

ଗୃହ ସଚିବ ଅସିତ ତ୍ରିପାଠୀ କହିଛନ୍ତି,“ଭଦ୍ରକରେ ସ୍ଥିତି ସଂପୂର୍ଣ୍ଣ ସ୍ୱାଭାବିକ ରହିଛି। ଆଜି କେବଳ ଗୋଟିଏ ଘଟଣା ବ୍ୟତୀତ କିଛି ଅଘଟଣା ଘଟିନି। ଭଦ୍ରକକୁ ୫ଟି ସେକ୍ଟରରେ ବିଭକ୍ତ କରାଯାଇଛି। ପ୍ରତି ସେକ୍ଟରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ଆବଶ୍ୟକ ପଡ଼ିଲେ ସୋସିଆଲ ମିଡିଆ ଉପରେ ରୋକ୍ ବଢ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story