ବ୍ରହ୍ମପୁର: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୪ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜରଡ଼ା ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସେହି ଗାଁର ପ୍ରଶାନ୍ତ ପ୍ରଧାନ, ପଦ୍ମଲୋଚନ ପ୍ରଧାନ, ରାଜୁ ପ୍ରଧାନ ଓ ମନ୍ଦରଡ଼ା ଗାଁର ସନ୍ତୋଷ ପ୍ରଧାନ। ଗାଁର ଜୁରିଆ ପ୍ରଧାନଙ୍କ ନୂଆ ପାଇଖାନା ଟାଙ୍କିରେ କାଠ ଠେସା ଖସାଇବା ପାଇଁ ତାଙ୍କର ପୁଅ ପ୍ରଶାନ୍ତ ଓ ପଦ୍ମଲୋଚନ ଯାଇଥିଲେ। ସେମାନେ ନ ଫେରିବାରୁ ସେମାନଙ୍କର ଦାଦା […]

b

b

Rakesh Mallick
  • Published: Saturday, 19 March 2016
  • Updated: 19 March 2016, 10:12 AM IST

Sports

Latest News

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜରଡ଼ା ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସେହି ଗାଁର ପ୍ରଶାନ୍ତ ପ୍ରଧାନ, ପଦ୍ମଲୋଚନ ପ୍ରଧାନ, ରାଜୁ ପ୍ରଧାନ ଓ ମନ୍ଦରଡ଼ା ଗାଁର ସନ୍ତୋଷ ପ୍ରଧାନ।

ଗାଁର ଜୁରିଆ ପ୍ରଧାନଙ୍କ ନୂଆ ପାଇଖାନା ଟାଙ୍କିରେ କାଠ ଠେସା ଖସାଇବା ପାଇଁ ତାଙ୍କର ପୁଅ ପ୍ରଶାନ୍ତ ଓ ପଦ୍ମଲୋଚନ ଯାଇଥିଲେ। ସେମାନେ ନ ଫେରିବାରୁ ସେମାନଙ୍କର ଦାଦା ଅର୍ଥାତ ଜୁରିଆଙ୍କ ଭାଇ ରାଜୁ ପ୍ରଧାନ ସେଠାକୁ ଯାଇଥିଲେ। ତେବେ ସେ ବି ଫେରି ନ ଥିଲେ। ଏହା ପରେ ରାଜୁଙ୍କର ଜଣେ ସଂପର୍କୀୟ ସନ୍ତୋଷ ପ୍ରଧାନ ସେଠାକୁ ଯାଇଥିଲେ। ତାଙ୍କ ଘର ମନ୍ଦରଡ଼ା ଗାଁରେ। ସେ ବି ଫେରି ନ ଥିଲେ। ପରେ ଗ୍ରାମବାସୀମାନେ ଚାରି ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପାଟପୁର ଡାକ୍ତରଖାନାକୁ ନେଇ ଯାଇଥିଲେ। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ମୃତକମାନଙ୍କର ଜଣେ ସଂପର୍କୀୟ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ କହିଛନ୍ତି, “ଆଜି ସକାଳେ ଜୁରିଆଙ୍କ ମଝିଆଁ ପୁଅ ପ୍ରଶାନ୍ତ ପ୍ରଥମେ ଟାଙ୍କି ଭିତରକୁ ଯାଇଥିଲା।  ସେ ଟାଙ୍କି ଭିତରୁ ନ ଫେରିବାରୁ ତାଙ୍କ ସାନ ଭାଇ ପଦ୍ମ ଲୋଚନ ଟାଙ୍କି ଭିତରକୁ ଯାଇଥିଲେ। ତା’ ପରେ ରାଜୁ ପ୍ରଧାନ ଓ ସନ୍ତୋଷ ମଧ୍ୟ ଟାଙ୍କି ଭିତରକୁ ଯାଇଥିଲେ। କିନ୍ତୁ କେହି ଟାଙ୍କି ଭିତରୁ ବାହାରି ନ ଥିଲେ। ପରେ  ଗାଁ ଲୋକଙ୍କ ସହାୟତାରେ ୪ଜଣଙ୍କୁ ଅଚେତ ଅବସ୍ଥାରେ ଟାଙ୍କି ଭିତରୁ ଉଦ୍ଧାର କରାଯାଇଥିଲା।”

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story