ବ୍ରହ୍ମପୁର: ବୁଗୁଡ଼ା ଏନ୍ଏସିର ପୂର୍ବତନ ଅଧ୍ୟକ୍ଷଙ୍କୁ ଗୁଳିକରି ହତ୍ୟା

ବ୍ରହ୍ମପୁର: ବ୍ରହ୍ମପୁର ଆଦିପୁର ଛକରେ ବୁଗୁଡ଼ା ଏନ୍ଏସିର ପୂର୍ବତନ ଅଧ୍ୟକ୍ଷ ବାଳକୃଷ୍ଣ ପାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି।  ନିଜ ଇଟା ଭାଟିକୁ ଯାଇ ଫେରୁଥିବା ସମୟରେ ୨ଜଣ ଦୁବୃର୍ତ୍ତ ବାଇକରେ ଆସି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ତାଙ୍କ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି। ଖବର ପାଇ ଏସଡିପିଓ ଓ ଆଡିସନାଲ ଏସପି ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ରାଜନୈତିକ କନ୍ଦଳ କି ବ୍ୟବସାୟିକ ଶତ୍ରୃତାରୁ […]

guli

guli

Rakesh Mallick
  • Published: Tuesday, 24 November 2015
  • Updated: 24 November 2015, 02:23 PM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁର ଆଦିପୁର ଛକରେ ବୁଗୁଡ଼ା ଏନ୍ଏସିର ପୂର୍ବତନ ଅଧ୍ୟକ୍ଷ ବାଳକୃଷ୍ଣ ପାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି।  ନିଜ ଇଟା ଭାଟିକୁ ଯାଇ ଫେରୁଥିବା ସମୟରେ ୨ଜଣ ଦୁବୃର୍ତ୍ତ ବାଇକରେ ଆସି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ତାଙ୍କ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି। ଖବର ପାଇ ଏସଡିପିଓ ଓ ଆଡିସନାଲ ଏସପି ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ରାଜନୈତିକ କନ୍ଦଳ କି ବ୍ୟବସାୟିକ ଶତ୍ରୃତାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତମାନଙ୍କ ତୁରନ୍ତ ଗିରଫ ଦାବିରେ ବୁଗୁଡା ହାଇସ୍କୁଲ ଛକ ନିକଟରେ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି। ୬୦ ବର୍ଷୀୟ ବାଳକୃଷ୍ଣ ବୁଗୁଡା ଏନଏସିର ଦୁଇ ଦୁଇ ଚେୟାରମ୍ୟାନ୍ ହୋଇଥିଲେ। ଏବେ ସେ କାଉନସିଲର ଥିଲେ। ତାଙ୍କ ପତ୍ନୀ ବି କାଉନସିଲର ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story