ବ୍ରହ୍ମପୁର: ଛତ୍ରପୁର ସବଜେଲକୁ ସ୍ଥାନାନ୍ତର ହେବେ ରମେଶ ଜେନା

ବ୍ରହ୍ମପୁର: ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ଆଜି ବ୍ରହ୍ମପୁର ମଣ୍ଡଳ କାରଗାରରୁ ଛତ୍ରପୁର ସବଜେଲକୁ ସ୍ଥାନାନ୍ତର କରାଯିବ। ସେହିପରି କର୍ପୋରେଟର ରଞ୍ଜିତ ନାୟକଙ୍କୁ ଦିଗପହଣ୍ଡି ଜେଲକୁ ସ୍ଥାନାନ୍ତର କରାଯିବ ବୋଲି  ଗଞ୍ଜାମ ଜିଲ୍ଲାପାଳ ପ୍ରେମ ଚୌଧୁରୀ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଦୁଇ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ବ୍ରହ୍ମପୁର ମଣ୍ଡଳ କାରଗାରରୁ ମାଦକ ଦ୍ରବ୍ୟ ମିଳିବା  ଘଟଣାରେ  ବ୍ରହ୍ମପୁର ଜେଲ ୱାର୍ଡର ଚିନ୍ମୟ ପ୍ରଧାନଙ୍କୁ ଗତକାଲି ନିଲମ୍ବିତ କରାଯାଇଥିଲା।ସେହିପରି  ଅନ୍ୟ ଜଣେ  ୱାର୍ଡର ମଙ୍ଗଳୁ […]

ramesh

ramesh

Rakesh Mallick
  • Published: Wednesday, 11 May 2016
  • Updated: 11 May 2016, 03:48 AM IST

Sports

Latest News

ବ୍ରହ୍ମପୁର: ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ଆଜି ବ୍ରହ୍ମପୁର ମଣ୍ଡଳ କାରଗାରରୁ ଛତ୍ରପୁର ସବଜେଲକୁ ସ୍ଥାନାନ୍ତର କରାଯିବ। ସେହିପରି କର୍ପୋରେଟର ରଞ୍ଜିତ ନାୟକଙ୍କୁ ଦିଗପହଣ୍ଡି ଜେଲକୁ ସ୍ଥାନାନ୍ତର କରାଯିବ ବୋଲି  ଗଞ୍ଜାମ ଜିଲ୍ଲାପାଳ ପ୍ରେମ ଚୌଧୁରୀ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଦୁଇ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ବ୍ରହ୍ମପୁର ମଣ୍ଡଳ କାରଗାରରୁ ମାଦକ ଦ୍ରବ୍ୟ ମିଳିବା  ଘଟଣାରେ  ବ୍ରହ୍ମପୁର ଜେଲ ୱାର୍ଡର ଚିନ୍ମୟ ପ୍ରଧାନଙ୍କୁ ଗତକାଲି ନିଲମ୍ବିତ କରାଯାଇଥିଲା।ସେହିପରି  ଅନ୍ୟ ଜଣେ  ୱାର୍ଡର ମଙ୍ଗଳୁ ସେଠୀଙ୍କୁ ବଦଳି କରାଯାଇଥିଲା।

 ସୂଚନାଯୋଗ୍ୟ,  ମେ’ ୯ ତାରିଖ ଦିନ ଦକ୍ଷିଣା ପଶ୍ଚିମାଞ୍ଚଳ ଆଇଜି, ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ସହଯୋଗରେ ବ୍ରହ୍ମପୁର ମଣ୍ଡଳ କାରଗାର ଉପରେ ଚଢ଼ାଉ କରାଯାଇଥିଲା। ପୂର୍ବତନ ବିଧାୟକ ରମେଶ ଜେନାଙ୍କ ପ୍ରକୋଷ୍ଠ ସମେତ ଅନ୍ୟାନ୍ୟ ପ୍ରକୋଷ୍ଠରୁ ୮୩ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଥିଲା। କେବଳ ରମେଶ ଜେନାଙ୍କ ପ୍ରକୋଷ୍ଠରୁ ୬୬ ହଜାର ୨୬୦ ଟଙ୍କା ଜବତ କରାଯାଇଥିଲା।ଏଥିସହ ଜେଲ ଭିତରୁ ୬ଟି ମୋବାଇଲ ଓ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story