ବ୍ରହ୍ମପୁର ମଣ୍ଡଳ କାରଗାରରେ ଚଢ଼ାଉ, ୮୩ ହଜାର ଟଙ୍କା ଓ ନିଶାଦ୍ରବ୍ୟ ଜବତ

ବ୍ରହ୍ମପୁର: ଅପରାଧିକ ଷଡ଼ଯନ୍ତ୍ର ହେଉଥିବା ସନ୍ଦେହରେ ବ୍ରହ୍ମପୁର ମଣ୍ଡଳ କାରଗାରରେ ଆଜି ପୋଲିସ୍ ଚଢ଼ାଉ କରିଛି। ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି, ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ସହଯୋଗରେ ଏହି ଚଢ଼ାଉ କରାଯାଇଛି। ଚଢ଼ାଉବେଳେ ଗିରଫ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ପ୍ରକୋଷ୍ଠ ସମେତ ଅନ୍ୟାନ୍ୟ ପ୍ରକୋଷ୍ଠରୁ ୮୩ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଛି। କେବଳ ରମେଶ ଜେନାଙ୍କ ପ୍ରକୋଷ୍ଠରୁ ୬୬ ହଜାର ୨୬୦ ଟଙ୍କା ହୋଇଛି। ଏଥିସହ ଜେଲ ଭିତରୁ ୬ଟି ମୋବାଇଲ୍ ଓ ଗୁଟ୍‌ଖା, […]

c

c

Rakesh Mallick
  • Published: Monday, 09 May 2016
  • Updated: 09 May 2016, 08:31 AM IST

Sports

Latest News

ବ୍ରହ୍ମପୁର: ଅପରାଧିକ ଷଡ଼ଯନ୍ତ୍ର ହେଉଥିବା ସନ୍ଦେହରେ ବ୍ରହ୍ମପୁର ମଣ୍ଡଳ କାରଗାରରେ ଆଜି ପୋଲିସ୍ ଚଢ଼ାଉ କରିଛି। ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି, ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ସହଯୋଗରେ ଏହି ଚଢ଼ାଉ କରାଯାଇଛି। ଚଢ଼ାଉବେଳେ ଗିରଫ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ପ୍ରକୋଷ୍ଠ ସମେତ ଅନ୍ୟାନ୍ୟ ପ୍ରକୋଷ୍ଠରୁ ୮୩ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଛି। କେବଳ ରମେଶ ଜେନାଙ୍କ ପ୍ରକୋଷ୍ଠରୁ ୬୬ ହଜାର ୨୬୦ ଟଙ୍କା ହୋଇଛି। ଏଥିସହ ଜେଲ ଭିତରୁ ୬ଟି ମୋବାଇଲ୍ ଓ ଗୁଟ୍‌ଖା, ସିଗାରେଟ୍, ବିଡି ଓ ଗଞ୍ଜେଇ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ବ୍ରହ୍ମପୁର କାରଗାରରେ ରମେଶ ଜେନା ଓ ମାଓ ନେତା ସବ୍ୟସାଚୀ ପଣ୍ଡା ଭଳି ବହୁ ଦୁର୍ଦ୍ଦାନ୍ତ  ଅପରାଧୀ ରହୁଛନ୍ତି।

ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି ଅମିତାଭ ଠାକୁର କହିଛନ୍ତି , “ଜେଲ ଭିତରେ ଆପତ୍ତି ଜନକ ଦ୍ରବ୍ୟ ଥିବା ଆମକୁ ଖବର ମିଳିଥିଲା। ସେଥିପାଇଁ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ସହଯୋଗରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବହୁତ ଟଙ୍କା ଓ ନିଶାଦ୍ରବ୍ୟ ମିଳିଛି । ରମେଶ ଜେନାଙ୍କ ପ୍ରକୋଷ୍ଠରୁ ଆମକୁ  ଟଙ୍କା ଓ ଗଞ୍ଜେଇ, ସିଗାରେଟ୍  ମିଳିଛି। ଯେଉଁମାନେ ଏହି କାମ  ପାଇଁ  ଦାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story