ଭୁବନେଶ୍ୱରରେ ଭଙ୍ଗା ହେବ ୧୯୫ ଆପାର୍ଟମେଣ୍ଟ୍

ଭୁବନେଶ୍ୱର: ଭୁବନେଶ୍ୱରରେ ବେଆଇନ ଭାବେ ଗଢ଼ି ଉଠିଥିବା ୧୯୫ ଆପାର୍ଟମେଣ୍ଟ୍ ଭଙ୍ଗା ଯିବ।  ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ। ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ,“ଭୁବନେଶ୍ୱର ପୌରାଞ୍ଚଳରେ ୧୪୧୫ ଗୋଟି ଆପାର୍ଟମେଣ୍ଟ ଓ ଉଚ୍ଚ ଅଟ୍ଟାଳିକାର ନକ୍ସା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଦ୍ୱାରା ଅନୁମୋଦିତ ହୋଇଛି। ଏହି ସବୁ ଆପାର୍ଟମେଣ୍ଟ ଓ ଉଚ୍ଚ ଅଟ୍ଟାଳିକରେ କେତେ ସଂଖ୍ୟକ ପରିବାର ରହିବାର ବ୍ୟବସ୍ଥା […]

puspendra

puspendra

Rakesh Mallick
  • Published: Friday, 09 December 2016
  • Updated: 09 December 2016, 03:49 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରେ ବେଆଇନ ଭାବେ ଗଢ଼ି ଉଠିଥିବା ୧୯୫ ଆପାର୍ଟମେଣ୍ଟ୍ ଭଙ୍ଗା ଯିବ।  ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ।

ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ,“ଭୁବନେଶ୍ୱର ପୌରାଞ୍ଚଳରେ ୧୪୧୫ ଗୋଟି ଆପାର୍ଟମେଣ୍ଟ ଓ ଉଚ୍ଚ ଅଟ୍ଟାଳିକାର ନକ୍ସା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଦ୍ୱାରା ଅନୁମୋଦିତ ହୋଇଛି। ଏହି ସବୁ ଆପାର୍ଟମେଣ୍ଟ ଓ ଉଚ୍ଚ ଅଟ୍ଟାଳିକରେ କେତେ ସଂଖ୍ୟକ ପରିବାର ରହିବାର ବ୍ୟବସ୍ଥା ରହିଛଇ ତାର ହିସାବ ବର୍ତ୍ତମାନ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ କରି ନାହାନ୍ତି।”

ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ,“ଭୁବନେଶ୍ୱରରେ ମୋଟ ୫୮୩ଟି ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ଓ ଉଚ୍ଚ ଅଟ୍ଟାଳିକା ବେଆଇନ ଭାବେ ନିର୍ମିତ ହୋଇଥିବା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଛି। ଉକ୍ତ ବେଆଇନ ନିର୍ମିତ ଆପାର୍ଟମେଣ୍ଟ ଓ ଉଚ୍ଚ ଅଟ୍ଟାଳିକାଗୁଡ଼ିକ ବିରୋଧରେ ଓଡ଼ିଶା ଉନ୍ନୟନ ପ୍ରାଧିକରଣ ଅଧିନିୟମ ୧୯୮୨ର ଧାରା ୯୧(୧) ଅନୁଯାୟୀ ମୋକଦ୍ଦମା ରୁଜୁ କରାଯାଇଛି। ସେଥିମଧ୍ୟରୁ ୧୯୫ଟି ବେଆଇନ ନିର୍ମାଣକୁ ଭାଙ୍ଗିବାକୁ ଆଦେଶ ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story