ଭୁବନେଶ୍ୱରରେ ଯୁବତୀଙ୍କୁ ଦୁର୍ବ୍ୟବହାର ଘଟଣାରେ ୩ ଗିରଫ

ଭୁବନେଶ୍ୱର: ନନ୍ଦନକାନନ ରାସ୍ତାରେ ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ମାମଲାରେ ଆଜି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ପୋଲିସ୍‌ କମିଶନର ୱାଇ.ବି ଖୁରାନିଆ ଏହି ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ମାଧବ ରାଉତ, ମୃତ୍ୟୁଞ୍ଜୟ ପାତ୍ର ଓ ବିଶ୍ୱରଞ୍ଜନ ପ୍ରଧାନ। ମାଧବ ଓ ମୃତ୍ୟୁଞ୍ଜୟ ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳର। ବିଶ୍ୱରଞ୍ଜନ ନନ୍ଦନକାନନ ଅଞ୍ଚଳର। ପୋଲିସ୍ କମିଶନର କହିଛନ୍ତି,“୩୬ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରା ଯାଇଛି।  ଘଟଣାରେ ତଦନ୍ତ ଜାରି ରହିଛି। ଏଥିରେ […]

acused

acused

Rakesh Mallick
  • Published: Sunday, 08 January 2017
  • Updated: 08 January 2017, 07:29 PM IST

ଭୁବନେଶ୍ୱର: ନନ୍ଦନକାନନ ରାସ୍ତାରେ ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ମାମଲାରେ ଆଜି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ପୋଲିସ୍‌ କମିଶନର ୱାଇ.ବି ଖୁରାନିଆ ଏହି ସୂଚନା ଦେଇଛନ୍ତି।

ଅଭିଯୁକ୍ତମାନେ ହେଲେ ମାଧବ ରାଉତ, ମୃତ୍ୟୁଞ୍ଜୟ ପାତ୍ର ଓ ବିଶ୍ୱରଞ୍ଜନ ପ୍ରଧାନ। ମାଧବ ଓ ମୃତ୍ୟୁଞ୍ଜୟ ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳର। ବିଶ୍ୱରଞ୍ଜନ ନନ୍ଦନକାନନ ଅଞ୍ଚଳର।

ପୋଲିସ୍ କମିଶନର କହିଛନ୍ତି,“୩୬ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରା ଯାଇଛି।  ଘଟଣାରେ ତଦନ୍ତ ଜାରି ରହିଛି। ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରାଯିବ।”

ଘଟଣା ସଂପର୍କରେ ସୂଚନା ପାଇବା ସତ୍ତ୍ୱେ ପୋଲିସ୍ ବିଳମ୍ବରେ ପହଞ୍ଚିଥିଲା ବୋଲି ଅଭିଯୋଗ ହେଉଥିବା ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ଘଟଣା ସଂପର୍କରେ ୩ଟା ୨୬ରେ କଣ୍ଟ୍ରୋଲ୍‌ ରୁମ୍‌କୁ ସୂଚନା ମିଳିଥିଲା। ୩ଟା ୪୦ରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା।”

ଖୁରାନିଆ କହିଛନ୍ତି,“ମହିଳା ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଉଛୁ। ନନ୍ଦନକାନନ ଓ ଧଉଳିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।”

ଗତ ଶୁକ୍ରବାର ନନ୍ଦନକାନନ ରାସ୍ତାରେ ୩ ଜଣ ଯୁବତୀ ଦୁର୍ବ୍ୟବହାରର ଶିକାର ହୋଇଥିଲେ। ଅଭିଯୁକ୍ତମାନେ ଝିଅମାନଙ୍କୁ କମେଣ୍ଟ୍ ମାରିଥିଲେ। ସେମାନେ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ସମୟର ପ୍ରସ୍ତୁତ ହୋଇଥିବା ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।

ଅନ୍ୟପକ୍ଷରେ ଥାନାରେ ଅସଦାଚରଣର ଶିକାର ଯୁବତୀଙ୍କୁ ଦୁର୍ବ୍ୟବହାର କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଯୁବତୀ ଓ ତାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story