ରାଜ୍ୟରେ ମାନବାଧିକାର ସ୍ଥିତି ଉଦ୍‌ବେଗଜନକ: ଜଷ୍ଟିସ ଦତ୍ତୁ

  ଭୁବନେଶ୍ୱର: ରାଜ୍ୟରେ ମାନବାଧିକାର ସ୍ଥିତି ଉଦ୍‌ବେଗଜନକ ରହିଛି ବୋଲି ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ୩ ଦିନିଆ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି) କ୍ୟାମ୍ପରେ ଯୋଗଦେଇ ଏନ୍‌ଏଚ୍‌ଆରସି ଅଧ୍ୟକ୍ଷ ଏଚ୍‌.ଏଲ୍‌. ଦତ୍ତୁ କହିଛନ୍ତି। ଦତ୍ତୁ କ୍ୟାମ୍ପ କୋର୍ଟ ଉଦ୍‌ଘାଟନ କରିବା ସହ ଏସ୍‌ସି, ଏସ୍‌ଟି ଓ ଅନ୍ୟ ପଛୁଆ ବର୍ଗଙ୍କ ବିଭିନ୍ନ ସମସ୍ୟା ପ୍ରସଙ୍ଗ ଉଠାଇଥିଲେ। ପଛୁଆ ବର୍ଗଙ୍କ ସମେତ ମହିଳା ଓ ଶିଶୁଙ୍କ ବିରୋଧରେ ହିଂସା ରୋକିବା ଲାଗି ଉପଯୁକ୍ତ ପଦକ୍ଷେପ ନିଆଯିବା ଉପରେ […]

commission

commission

Rakesh Mallick
  • Published: Monday, 09 January 2017
  • Updated: 09 January 2017, 11:01 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ମାନବାଧିକାର ସ୍ଥିତି ଉଦ୍‌ବେଗଜନକ ରହିଛି ବୋଲି ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ୩ ଦିନିଆ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆରସି) କ୍ୟାମ୍ପରେ ଯୋଗଦେଇ ଏନ୍‌ଏଚ୍‌ଆରସି ଅଧ୍ୟକ୍ଷ ଏଚ୍‌.ଏଲ୍‌. ଦତ୍ତୁ କହିଛନ୍ତି। ଦତ୍ତୁ କ୍ୟାମ୍ପ କୋର୍ଟ ଉଦ୍‌ଘାଟନ କରିବା ସହ ଏସ୍‌ସି, ଏସ୍‌ଟି ଓ ଅନ୍ୟ ପଛୁଆ ବର୍ଗଙ୍କ ବିଭିନ୍ନ ସମସ୍ୟା ପ୍ରସଙ୍ଗ ଉଠାଇଥିଲେ। ପଛୁଆ ବର୍ଗଙ୍କ ସମେତ ମହିଳା ଓ ଶିଶୁଙ୍କ ବିରୋଧରେ ହିଂସା ରୋକିବା ଲାଗି ଉପଯୁକ୍ତ ପଦକ୍ଷେପ ନିଆଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ପଛୁଆ ଜିଲ୍ଲା ଭାବେ ପରିଗଣିତ ମାଲକାନଗିରିରେ ପ୍ରାଥମିକ ଶିକ୍ଷାର ଦୂରାବସ୍ଥା, ଲୋକଙ୍କ ଆର୍ଥିକ ଅବସ୍ଥା ଓ ନକ୍ସଲ ସମସ୍ୟାକୁ ନେଇ ଜଷ୍ଟିସ୍‌ ଦତ୍ତୁ ଉଦ୍‌ବେଗ ପ୍ରକାଶ କରିଥିଲେ। ସେହିପରି କେବିକେ ଜିଲ୍ଲାରେ ଅନାହାର ମୃତ୍ୟୁ, ଦାଦନ, ଶିଶୁ ମୃତ୍ୟୁ, ଯୁବତୀ ଓ ଶିଶୁ ଚାଲାଣ, ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହେଉଥିବା ଲୋକଙ୍କ ଥଇଥାନ ଓ କ୍ଷତିପୂରଣ ଏବଂ ଏସ୍‌ସି, ଏସ୍‌ଟି ଓ ପଛୁଆ ବର୍ଗଙ୍କ ବିରୋଧରେ ହିଂସା ପ୍ରସଙ୍ଗ ବି ଉଠାଇଥିଲେ। କେତେକ କ୍ଷେତ୍ରରେ ସରକାରଙ୍କ ଉପଯୁକ୍ତ ପଦକ୍ଷେପକୁ ନେଇ କମିଶନ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଆଉ କିଛି କ୍ଷେତ୍ରରେ ଦୃଢ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଥିବା ମତ ଦେଇଥିଲେ। ପଛୁଆ ବର୍ଗଙ୍କ ବିକାଶ ଲାଗି ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନାକୁ ଦକ୍ଷତାର ସହ କାର୍ଯ୍ୟକାରୀ କରାଯିବା ଉପରେ ଦତ୍ତୁ ଗୁରୁତ୍ୱ ଦେଇଥିଲେ।

ଗୃହ ସଚିବ ଅସିତ ତ୍ରିପାଠୀ କହିଛନ୍ତି,“୧୪୦ଟି ମାମଲାରୁ ୨୦ଟି ପୁରୁଣା। ବାକି ମାମଲା ଗୁଡିକ ହେଉଛି ଯେଉଁମାନେ ଆବେଦନ କରିଥିଲେ। ସେଗୁଡିକୁ ବିଚାରକୁ ନିଆଯାଇଛି।”

୨୦୧୫-୧୬ ବର୍ଷରେ କମିଶନଙ୍କ ନିକଟରେ ଓଡ଼ିଶାରୁ ୨୧,୯୧୨ଟି ମାମଲା ରୁଜୁ ହୋଇଛି।

ଏନ୍‌ଏଚ୍‌ଆରସିଙ୍କ ଏହି କ୍ୟାମ୍ପ କୋର୍ଟରେ ବିଭିନ୍ନ ଜିଲ୍ଲାର ଏସ୍‌ପି ଓ ଜିଲ୍ଲାପାଳ ଯୋଗଦେଇ ପକ୍ଷ ରଖୁଛନ୍ତି।

ଆଜି କ୍ୟାମ୍ପ୍‌ର ପ୍ରଥମ ଦିନରେ ୩ଟି ବେଞ୍ଚ୍‌ ଗଠନ କରାଯାଇଛି। ପ୍ରଥମ ବେଞ୍ଚ୍‌ରେ ୩୩ଟି ମାମଲାର ଶୁଣାଣି ହେବ। କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ଏଚ୍.ଏଲ୍‌ ଦତ୍ତୁ ଏହାର ଶୁଣାଣି କରିବେ। ଦ୍ୱିତୀୟ ବେଞ୍ଚ୍‌ରେ ୩୫ଟି ମାମଲାର ଶୁଣାଣି ହେବ। ଏହାର ଅଧ୍ୟକ୍ଷ ରହିବେ ଜଷ୍ଟିସ୍ ଡି.ମୁରୁଗେସନ୍। ତୃତୀୟ ବେଞ୍ଚ୍ ଜଷ୍ଟିସ୍ ଏସ୍‌.ସି ସିହ୍ନାଙ୍କ ଅଧ୍ୟକ୍ଷତାରେ ୩୯ଟି କେସ୍‌ର ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story