ଭୁବନେଶ୍ୱର: ଏୟାରପୋର୍ଟ ଛକରେ ଗ୍ୟାସ୍ ବେଲୁନ୍ ବିସ୍ଫୋରଣରେ ୧୧ ଛାତ୍ରଛାତ୍ରୀ ଆହତ, ୨ ଗୁରୁତର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବାକୁ ଯାଉଥିବା ବେଳେ ଗ୍ୟାସ୍ ବେଲୁନ୍ ବିସ୍ଫୋରଣ ଘଟି ୧୧ ଜଣ କଲେଜ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଛନ୍ତି ୯ଜଣ ଛାତ୍ରୀ ଓ ୨ଜଣ ଛାତ୍ର।  ସମସ୍ତ ଆହତ ଛାତ୍ରଛାତ୍ରୀମାନଙ୍କୁ କ୍ୟାପିଟାଲ ହସପିଟାଲର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। କ୍ୟାପିଟାଲ୍ ହସପିଟାଲ ପକ୍ଷରୁ କୁହାଯାଇଛି ଯେ ପିଲାମାନଙ୍କ ଶରୀରରେ ସାମାନ୍ୟ ଆଘାତ ଲାଗିଥିଲା। ସେମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। […]

gas ballon blast (2)

gas ballon blast (2)

Rakesh Mallick
  • Published: Friday, 16 October 2015
  • Updated: 16 October 2015, 02:10 PM IST

Sports

Latest News

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବାକୁ ଯାଉଥିବା ବେଳେ ଗ୍ୟାସ୍ ବେଲୁନ୍ ବିସ୍ଫୋରଣ ଘଟି ୧୧ ଜଣ କଲେଜ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଛନ୍ତି ୯ଜଣ ଛାତ୍ରୀ ଓ ୨ଜଣ ଛାତ୍ର।  ସମସ୍ତ ଆହତ ଛାତ୍ରଛାତ୍ରୀମାନଙ୍କୁ କ୍ୟାପିଟାଲ ହସପିଟାଲର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। କ୍ୟାପିଟାଲ୍ ହସପିଟାଲ ପକ୍ଷରୁ କୁହାଯାଇଛି ଯେ ପିଲାମାନଙ୍କ ଶରୀରରେ ସାମାନ୍ୟ ଆଘାତ ଲାଗିଥିଲା। ସେମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।  ଆହତ ଛାତ୍ରୀମାନେ ରମାଦେବୀ ବିଶ୍ୱବିଦ୍ୟାଳୟର ବୋଲି ଜଣାପଡିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସପିଟାଲକୁ ଯାଇ ଆହତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥାବସ୍ଥା ପଚାରି ବୁଝିଥିଲେ। ସେହିପରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏବଂ ବିଜେପି ରାଜ୍ୟ ସଭାପତି କେଭି ସିଂହଦେଓ ଡାକ୍ତରଖାନା ଯାଇଥିଲେ ଆହତମାନଙ୍କୁ ଦେଖିବା ପାଇଁ। ସେମାନେ ଡାକ୍ତରଙ୍କୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।  ଆଇନମନ୍ତ୍ରୀ ଅରୁଣ ସାହୁ, ଭୁବନେଶ୍ୱର ମହାନଗର ନିଗମ ମେୟର ଅନନ୍ତ ଜେନା, କଂଗ୍ରେସର ମୁଖପାତ୍ର ସୁଲୋଚନା ଦାସ, ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଓ କର୍ତ୍ତୃପକ୍ଷ ପ୍ରମୁଖ ଆହତମାନଙ୍କୁ ଦେଖିବାକୁ ଡାକ୍ତରଖାନାକୁ ଆସିଥିଲେ।

ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ଆଡ଼କୁ ଯାଉଥିଲେ। ଶୋଭାଯାତ୍ରା ବେଳେ ବାଣ ଫୁଟା ଯାଉଥିଲା। ବାଣରୁ ଛିଟିକି ଥିବା ନିଆଁ ଗ୍ୟାସ୍ ବେଲୁନରେ ପଡି ବିସ୍ଫୋରଣ ଘଟିଥିବା ପୋଲିସ୍ କମିଶନର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story