ବିଧାନସଭାରେ ଓଢ଼ଣି ତାତି: ମୁଖ୍ୟମନ୍ତ୍ରୀ କ୍ଷମା ମାଗିବାକୁ ବିରୋଧୀଙ୍କ ଦାବି, ଗୃହ ଅଚଳ

ଭୁବନେଶ୍ୱର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ଼ ସଭାରେ ପୋଲିସ୍ ମହିଳା ଓ ଯୁବତୀଙ୍କଠାରୁ କଳା ଓଢ଼ଣି ବାହାର କରି ଦେବା ଘଟଣାକୁ ନେଇ ଆଜି ବିଧାନସଭାରେ ବିରୋଧୀ ଦଳ ବିଧାୟକମାନେ ହଟ୍ଟଗୋଳ କରିବା ସହିତ ମୁଖ୍ୟମନ୍ତ୍ରୀ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ଫଳରେ ଗୃହ ଅଚଳ ହୋଇପଡିଥିଲା। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ଏ ପ୍ରସଙ୍ଗ ଉଠାଇବା ସହିତ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ […]

assembly

assembly

Rakesh Mallick
  • Published: Monday, 05 December 2016
  • Updated: 06 December 2016, 09:04 AM IST

Sports

Latest News

[caption id="attachment_113473" align="alignleft" width="300"]ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି[/caption]

ଭୁବନେଶ୍ୱର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ଼ ସଭାରେ ପୋଲିସ୍ ମହିଳା ଓ ଯୁବତୀଙ୍କଠାରୁ କଳା ଓଢ଼ଣି ବାହାର କରି ଦେବା ଘଟଣାକୁ ନେଇ ଆଜି ବିଧାନସଭାରେ ବିରୋଧୀ ଦଳ ବିଧାୟକମାନେ ହଟ୍ଟଗୋଳ କରିବା ସହିତ ମୁଖ୍ୟମନ୍ତ୍ରୀ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ଫଳରେ ଗୃହ ଅଚଳ ହୋଇପଡିଥିଲା।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ଏ ପ୍ରସଙ୍ଗ ଉଠାଇବା ସହିତ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ପ୍ରଥମେ ସେମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ଦାବି ଜଣାଇଥିଲେ। କିନ୍ତୁ  ବାଚସ୍ପତି ଏଥିପ୍ରତି କର୍ଣ୍ଣପାତ ନ କରିବାକୁ ସେମାନେ ଗୃହର ମଧ୍ୟ ଭାଗକୁ ଚାଲି ଆସି ଜୋରଦାର ଦାବି କରିଥିଲେ।  ଅଚଳାବସ୍ଥା ଦେଖି ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ପରେ ଗୃହରେ ପୁଣି ଥରେ ହଟ୍ଟଗୋଳ ହେବାରୁ ଅଧଘଣ୍ଟା ଏବଂ ପରେ ଅପରାହ୍ନ ୫ଟା ଯାଏଁ ମୁଲତବି ରଖାଯାଇଥିଲା। ଗୃହ ଆସନ୍ତାକାଲି ଯାଏଁ  ମୁଲତବି ରଖାଯାଇଛି। ବିରୋଧୀଙ୍କ ହୋହାଲ୍ଲା ମଧ୍ୟରେ ଗୃହରେ ସିଏଜି ରିପୋର୍ଟ ଉପସ୍ଥାପନ ହୋଇଥିଲା।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ମୁଖ୍ୟମନ୍ତ୍ରୀଙ୍କ ସଭାରେ ପୋଲିସ୍ ମହିଳାଙ୍କ ଓଢ଼ଣି ବାହାର କରି ଦେଲା। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ନାଁରେ ଏହା ମହିଳାଙ୍କୁ ନିର୍ଯାତନା। ମା’ଙ୍କୁ ସମ୍ମାନ କହି ମହିଳାଙ୍କୁ ଅସମ୍ମାନ କରାଯାଉଛି। ଏହା ଦୁଃଖଦାୟକ। ମୁଖ୍ୟମନ୍ତ୍ରୀ କ୍ଷମା ମାଗିବା କଥା।”

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି,“ନିର୍ବାଚନ ବେଳେ ସେମାନେ (ବିଜେଡି) ମା’କୁ ସମ୍ମାନ ଓ ଗାଁକୁ ରାସ୍ତା କଥା କହିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ସଭାରେ ମା’ ଓ ଝିଅଙ୍କ କଳା ଓଢ଼ଣି କାଢ଼ି ଦିଆଗଲା। ଯିଏ କଳା ଓଢ଼ଣି ପିନ୍ଧିଥିଲେ ସେମାନଙ୍କଠାରୁ ଓଢ଼ଣି କାଢ଼ି ଦିଆଗଲା ଓ ଗୋଟିଏ ସ୍ଥାନରେ ଝୁଲାଇ ଦିଆଗଲା। ଯେଉଁମାନେ କଳା ଶାଢ଼ି ପିନ୍ଧି ଆସିଥିଲେ ସେମାନଙ୍କୁ ଫେରାଇ ଦିଆଗଲା। ଏହା ମା’ ଓ ଝିଅ ଜାତି ପ୍ରତି ଅସମ୍ମାନ। ଏଣୁ ମୁଖ୍ୟମନ୍ତ୍ରୀ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ଆମେ ଦାବି କରୁଛୁ।”

ସେ ଆହୁରି ମଧ୍ୟ କହିଛନ୍ତି,“ମୁଖ୍ୟମନ୍ତ୍ରୀଙ୍କ ସଭାକୁ କେହି କଳା ବସ୍ତ୍ର ପରିଧାନ କରି ଆସିବେ ନାହିଁ ବୋଲି କେଉଁ ଆଇନରେ ଅଛି? ଯଦି ଏମିତି କଥା ତା’ହେଲେ କଳା ପୋଷାକ ପିନ୍ଧୁଥିବା ପୋଲିସ୍‌ କର୍ମଚାରୀଙ୍କୁ ବାହାର କରି ଦିଆଯାଉ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ମା’ଙ୍କୁ ସମ୍ମାନ ପ୍ରତିଶ୍ରୁତି ଦେଇ ମହିଳାମାନଙ୍କୁ ଅସମ୍ମାନିତ କରାଯାଉଛି। ସୁନ୍ଦରଗଡ଼ ଘଟଣା କୌରବ ସଭାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ସଦୃଶ। ରାସନକାର୍ଡ ନାଁରେ ମହିଳାଙ୍କୁ ଜେଲ୍‌ରେ ଭର୍ତ୍ତି କରିଥିଲେ। ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଅଟକ ରଖିବା ଘଟଣା ଅନ୍ୟ ଏକ ପ୍ରମାଣ।”

ବିଜେପି ବିଧାୟକ ରବି ନାରାୟଣ ନାଏକ କହିଛନ୍ତି,“ଯଦି ମୁଖ୍ୟମନ୍ତ୍ରୀଙ୍କୁ କଳା ପୋଷାକକୁ ଏତେ ଭୟ ତା’ହେଲେ ରାଜ୍ୟରେ ଏହାକୁ ବ୍ୟାନ୍ କରି ଦିଅନ୍ତୁ।”

ଅନ୍ୟପକ୍ଷରେ ବିଜେଡି ବିଧାୟକ ତଥା ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏଭଳି ଘଟଣା ଘଟି ନାହିଁ। ଯେତେବେଳେ ସୁରକ୍ଷା ପ୍ରସଙ୍ଗ ଉଠେ ସେତେବେଳେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଅବା କେନ୍ଦ୍ର ମନ୍ତ୍ରୀ ଅବା ପ୍ରଧାନମନ୍ତ୍ରୀ ସ୍ଥାନୀୟ ଜିଲ୍ଲା ପ୍ରଶାସନ ହିଁ ନିଷ୍ପତ୍ତି ନିଏ। ତେଣୁ ଗତକାଲି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କର କୌଣସି ନିର୍ଦ୍ଦେଶ ନ ଥିଲା। ସୁରକ୍ଷା ଦୃଷ୍ଟିରୁ ଏହା ସଂପୂର୍ଣ୍ଣ ଭାବେ ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story