ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରୁ ଉଠି ଆସିଲେ ଦାମ!

ଭୁବନେଶ୍ୱର: ରାଜ୍ୟ ସମବାୟ ମନ୍ତ୍ରୀ ଦାମୋଦର ରାଉତ ଅଭିମାନ କରି ସମୀକ୍ଷା ବୈଠକରୁ ଉଠି ଆସିଥିବା ଆଲୋଚନା ହେଉଛି। ମାତ୍ର ଏପରି ଆଲୋଚନାକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ମୁଁ ମହିଳା ନୁହେଁ। ମୁଁ ଜଣେ ପୁରୁଷ। ଅଭିମାନ କାହା ଉପରେ କରିବି। ଆମ ପ୍ରତିନିଧିମାନେ ଆସି କେଉଁଠି ଅଛନ୍ତି ଜାଣିବା ପାଇଁ ଆସିଥିଲି।” ଆଜି ଜଗତସିଂହପୁର ଜିଲ୍ଲାର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଜିଲ୍ଲାର […]

dama rout

dama rout

Rakesh Mallick
  • Published: Thursday, 06 April 2017
  • Updated: 06 April 2017, 01:59 PM IST

ଭୁବନେଶ୍ୱର: ରାଜ୍ୟ ସମବାୟ ମନ୍ତ୍ରୀ ଦାମୋଦର ରାଉତ ଅଭିମାନ କରି ସମୀକ୍ଷା ବୈଠକରୁ ଉଠି ଆସିଥିବା ଆଲୋଚନା ହେଉଛି। ମାତ୍ର ଏପରି ଆଲୋଚନାକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ମୁଁ ମହିଳା ନୁହେଁ। ମୁଁ ଜଣେ ପୁରୁଷ। ଅଭିମାନ କାହା ଉପରେ କରିବି। ଆମ ପ୍ରତିନିଧିମାନେ ଆସି କେଉଁଠି ଅଛନ୍ତି ଜାଣିବା ପାଇଁ ଆସିଥିଲି।”

ଆଜି ଜଗତସିଂହପୁର ଜିଲ୍ଲାର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଥିଲେ। ତେବେ ସମୀକ୍ଷା ବୈଠକ ଚାଲିଥିବା ବେଳେ ଦାମ ହଠାତ ଉଠି ଆସି କର୍ମୀଙ୍କ ସହିତ ଗପସପ କଲେ। ଦାମଙ୍କ ଏପରି ହାବଭାବ ଦେଖି କର୍ମୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ସମୟ ପରେ ଯୁବ ବିଜେଡି ସମ୍ପାଦକ ବିଜୟ ନାୟକ ଆସି ଦାମଙ୍କୁ ବୁଝାଶୁଝା କରି ବୈଠକକୁ ଡାକି ନେଇଥିଲେ। ଦାମ କଣ ପାଇଁ ବୈଠକ ଅଧାରୁ ଉଠି ଆସିଲେ ତାକୁ ନେଇ ବିଭିନ୍ନ ମହଲରେ ଗୁଞ୍ଜରଣ ସୃଷ୍ଟି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story