ବିଜେପି କାର୍ଯ୍ୟକାରିଣୀକୁ ପ୍ରତିହତ ପାଇଁ ବିଜେଡିର ବିଜୁ ଫର୍ମୁଲା!

ଭୁବନେଶ୍ୱର: ବିଜେପିର ଜାତୀୟ କାର୍ଯ୍ୟକାରିଣୀକୁ ପ୍ରତିହତ କରିବା ପାଇଁ ବିଜେଡି ନୂଆ ଫର୍ମୁଲା ଆପଣେଇବାକୁ ନେଇ ଚର୍ଚ୍ଚା ହେଉଛି। ଆସନ୍ତା ୧୭ ତାରିଖରେ ଦଳ ପାଳନ କରିବ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ। ବିଜେଡି ମୁଖ୍ୟାଳୟ ସମେତ ଜିଲ୍ଲା ଓ ବ୍ଲକସ୍ତରରେ ନେତା ଓ କର୍ମୀ ଏହି ପ୍ରବାଦ ପୁରୁଷଙ୍କୁ ମନେ ପକାଇବେ। ଏହି ବାହାନାରେ ବିଜେଡି ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରିବାକୁ ଯୋଜନା କରିଥିବା ନେଇ ଆଲୋଚନା ହେଉଛି। ଆସନ୍ତାକାଲି ବିଜେପି କାର୍ଯ୍ୟକାରିଣୀ […]

bjp-bjd-poster-ware

bjp-bjd-poster-ware

Rakesh Mallick
  • Published: Friday, 14 April 2017
  • Updated: 14 April 2017, 09:23 PM IST

ଭୁବନେଶ୍ୱର: ବିଜେପିର ଜାତୀୟ କାର୍ଯ୍ୟକାରିଣୀକୁ ପ୍ରତିହତ କରିବା ପାଇଁ ବିଜେଡି ନୂଆ ଫର୍ମୁଲା ଆପଣେଇବାକୁ ନେଇ ଚର୍ଚ୍ଚା ହେଉଛି। ଆସନ୍ତା ୧୭ ତାରିଖରେ ଦଳ ପାଳନ କରିବ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ। ବିଜେଡି ମୁଖ୍ୟାଳୟ ସମେତ ଜିଲ୍ଲା ଓ ବ୍ଲକସ୍ତରରେ ନେତା ଓ କର୍ମୀ ଏହି ପ୍ରବାଦ ପୁରୁଷଙ୍କୁ ମନେ ପକାଇବେ। ଏହି ବାହାନାରେ ବିଜେଡି ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରିବାକୁ ଯୋଜନା କରିଥିବା ନେଇ ଆଲୋଚନା ହେଉଛି।

ଆସନ୍ତାକାଲି ବିଜେପି କାର୍ଯ୍ୟକାରିଣୀ ଆରମ୍ଭ ହେଉଥିବା ବେଳେ ରାଜଧାନୀରେ ପୋଷ୍ଟର ୱାର ଦେଖିବାକୁ ମିଳିଛି। ବିଜେପି କାର୍ଯ୍ୟକାରିଣୀ ପାଇଁ ବିଭିନ୍ନ ସ୍ଥାନରେ ମୋଦି ଓ ଅମିତା ଶାହାଙ୍କ ବଡ଼ ବଡ଼ ହୋଡିଂ ଏବଂ ବ୍ୟାନର ଲାଗିଛି। ଏପଟେ ଛକ ଜାଗାରେ ଲାଗିଛି ବିଜୁ ପଟ୍ଟନାୟକଙ୍କ ପୋଷ୍ଟର। ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ ପାଇଁ ପ୍ରସ୍ତୁତ ଚଳାଇଛି ବିଜେଡି।

ବିଜେପିର କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ହେବିୱେଟ୍‌ ନେତା ସାମିଲ ହେଉଛନ୍ତି। ଏହାର ପ୍ରଭାବ ଓଡ଼ିଶାର ଲୋକଙ୍କ ଉପରେ ପଡିବ ବୋଲି ବିଜେଡି ଆଶଙ୍କା କରୁଛି। ଏପରି ସ୍ଥିତିରେ ବିଜେଡି ନିଜ ଶକ୍ତି ବୃଦ୍ଧି ପାଇଁ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସକୁ ଅସ୍ତ୍ର କରୁଛି।

ବିଜେପି ନେତା ସମୀର ମହାନ୍ତି କହିଛନ୍ତି,“ଜାତୀୟ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାକୁ ଓଡ଼ିଶାକୁ ପ୍ରୟୋଗଶାଳା ଭାବେ କରିଛନ୍ତି। ଏହି କାର୍ଯ୍ୟକ୍ରମ ପରେ ବିଜେଡି ଭୟଭୀତ ହୋଇପଡ଼ିଛି।”

ଅନ୍ୟପକ୍ଷରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ଶ୍ରାଦ୍ଧ ଦିବସକୁ ଜୋରଦାର ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜୁ ବାବୁଙ୍କ ଚିନ୍ତାଧାରା, ନୀତି ଆଦର୍ଶକୁ ନେଇ ବିଭିନ୍ନ ସ୍ଥାନରେ ସଭା ସମିତି ହେବ। ସେହିପରି ୧୭ ବର୍ଷ ଶାସନରେ ସରକାରଙ୍କ ସଫଳତା ସାଙ୍ଗକୁ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଗାଁର ବିକାଶକୁ ଫୋକସ କରିବ ଦଳ।

ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ପରେ ସ୍ଥାନୀୟ ହସ୍ପିଟାଲରେ ରୋଗୀଙ୍କୁ ଫଳ ବଣ୍ଟନ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story