ଜାତୀୟ କାର୍ଯ୍ୟକାରିଣୀରେ ବିଜେପି ପ୍ରସ୍ତୁତ କରିବ ୩ ମାସର ବ୍ଲ୍ୟୁ ପ୍ରିଣ୍ଟ୍‌

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ବିଜେପି ଜାତୀୟ କାର୍ଯ୍ୟକାରିଣୀ। ଏଥିପାଇଁ ପ୍ରସ୍ତୁତି ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଭୁବନେଶ୍ୱରରେ ପହଞ୍ଚି ସାରିଲେଣି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରାୟ ୩୩୫ ଜଣ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଆସିବେ। ଏହିଠାରେ ହିଁ ୩ ମାସ ପାଇଁ ଦଳ ପ୍ରସ୍ତୁତ କରିବ ବ୍ଲ୍ୟୁ ପ୍ରିଣ୍ଟ। ତେବେ ବିଜେପି ଫୋକସରେ ଓଡ଼ିଶା ଥିବାରୁ ବରିଷ୍ଠ ନେତାମାନେ ରାଜ୍ୟର […]

bjp blu print

bjp blu print

Rakesh Mallick
  • Published: Friday, 14 April 2017
  • Updated: 14 April 2017, 07:30 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ବିଜେପି ଜାତୀୟ କାର୍ଯ୍ୟକାରିଣୀ। ଏଥିପାଇଁ ପ୍ରସ୍ତୁତି ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଭୁବନେଶ୍ୱରରେ ପହଞ୍ଚି ସାରିଲେଣି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରାୟ ୩୩୫ ଜଣ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଆସିବେ। ଏହିଠାରେ ହିଁ ୩ ମାସ ପାଇଁ ଦଳ ପ୍ରସ୍ତୁତ କରିବ ବ୍ଲ୍ୟୁ ପ୍ରିଣ୍ଟ। ତେବେ ବିଜେପି ଫୋକସରେ ଓଡ଼ିଶା ଥିବାରୁ ବରିଷ୍ଠ ନେତାମାନେ ରାଜ୍ୟର ତୁଙ୍ଗ ନେତାଙ୍କ ସହିତ ଆଲୋଚନା କରିପାରନ୍ତି। ୨୦୧୯ ନିର୍ବାଚନ ପାଇଁ ଏହିଠାରେ ତିଆରି ହୋଇପାରେ ଖସଡ଼ା।

ଗେରୁଆ ରଙ୍ଗରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର। ପହଞ୍ଚୁଛନ୍ତି ଜଣଙ୍କ ପରେ ଜଣେ ହେବିୱେଟ୍‌ ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ସରକାରଙ୍କ ୪୫ ମନ୍ତ୍ରୀ, ୧୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୭ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଯୋଗଦେବେ।

ରାଜ୍ୟ ପ୍ରଭାରୀ ଅରଣ ସିଂହ କହିଛନ୍ତି,“ଜାତୀୟ କାର୍ଯ୍ୟକାରିଣୀକୁ ନେଇ ଓଡ଼ିଶାର କାର୍ଯ୍ୟକର୍ତ୍ତାଙ୍କ ଭିତରେ ଉନ୍ମାଦନା ବଢ଼ିଛି। ଏହି କାର୍ଯ୍ୟକାରିଣୀରୁ କର୍ମକର୍ତ୍ତାଙ୍କୁ ପ୍ରେରଣା ମିଳିବ। ସେମାନେ ଆହୁରି ଉତ୍ସାହରେ କାମ କରିବେ।”

ଗତ ଜାନୁଆରୀରେ ନୂଆଦିଲ୍ଲୀରେ ହୋଇଥିଲା ବିଜେପି ଜାତୀୟ କାର୍ଯ୍ୟକାରିଣୀ। ଏଥିରେ ରାଜନୈତିକ ଓ ଅର୍ଥନୈତିକ ଚିଠା ପ୍ରସ୍ତାବ ଗୃହୀତ ହୋଇଥିଲା। ଫୋକସରେ ସର୍ଜିକାଲ ଷ୍ଟ୍ରାଇକ୍‌, ଜିରୋ ଟଲରାନ୍ସ, ଗରିବ କଲ୍ୟାଣ, ନିର୍ବାଚନରେ ସଂସ୍କାର ଅର୍ଥାତ ଏକା ସମୟରେ ଲୋକସଭା ଓ ବିଧାନ ସଭା ନିର୍ବାଚନ ରହିଥିଲା।

ଭୁବନେଶ୍ୱରରେ ହେବାକୁ ଥିବା ଜାତୀୟ କାର୍ଯ୍ୟକାରିଣୀରେ ମଧ୍ୟ ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ ହେବ। ତୃଣମୂଳସ୍ତରରେ ଲୋକଙ୍କ ପାଖରେ କେଉଁଭଳି କେନ୍ଦ୍ରୀୟ ଯୋଜନା ପହଞ୍ଚିବ ସେ ନେଇ ଆଲୋଚନା ହେବ। ତେବେ ମିଶନ ହେବ ୨୦୧୯ ନିର୍ବାଚନ। ଗରିବ କଲ୍ୟାଣ ପାଇଁ ବିଜେପି ଯେଉଁ ଯୋଜନା ହାତକୁ ନେଇଛି ତାର ପ୍ରୟୋଗଶାଳା ହେବ ଓଡ଼ିଶା। ତେଣୁ ରାଜ୍ୟ ବିଜେପି ନେତା ବି କାର୍ଯ୍ୟକାରିଣୀ ସମୟରେ ମୋଦି ଓ ଅମିତଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିପାରନ୍ତି।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି,“ଭୁବନେଶ୍ୱରରେ କାର୍ଯ୍ୟକାରିଣୀ ହେଉଥିବାରୁ ଓଡ଼ିଶା ସମସ୍ୟା ଉପରେ ନିଶ୍ଚିତ ଆଲୋଚନା ହେବ। ଏଥିରେ ଭାବିବାରର କିଛି ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story