ବିଜେପି ପଦାଧିକାରୀଙ୍କ ମାନସମନ୍ଥନ; ଚିଠା ପ୍ରସ୍ତାବ ପାଇଁ ବିଚାର ବିମର୍ଷ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ବିଜେପି ଜାତୀୟ କାର୍ଯ୍ୟକାରିଣୀ। ଏହା ପୂର୍ବରୁ ଅପରାହ୍ନରେ ଆରମ୍ଭ ହୋଇଛି ରାଷ୍ଟ୍ରୀ ପଦାଧିକାରୀ ବୈଠକ। ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଅଧ୍ୟକ୍ଷତା କରିଛନ୍ତି। କାର୍ଯ୍ୟକାରିଣୀରେ କେଉଁ ପ୍ରସଙ୍ଗ ଉଠିବ ଓ କଣ ଆଲୋଚନା ହେବ ନେଇ ବୈଠକରେ ବିଚାର ବିମର୍ଷ ଚାଲିଛି। ଆଲୋଚନାରେ ୮ ଜାତୀୟ ସାଧାରଣ ସମ୍ପାଦକ, ୪ ଜଣ ସହ ସମ୍ପାଦକ ଓ ୧୫୦ ଜଣ ରାଷ୍ଟ୍ରୀୟ ନେତା ଯୋଗଦେଇଛନ୍ତି। […]

bjp123

bjp123

Rakesh Mallick
  • Published: Saturday, 15 April 2017
  • Updated: 15 April 2017, 01:29 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ବିଜେପି ଜାତୀୟ କାର୍ଯ୍ୟକାରିଣୀ। ଏହା ପୂର୍ବରୁ ଅପରାହ୍ନରେ ଆରମ୍ଭ ହୋଇଛି ରାଷ୍ଟ୍ରୀ ପଦାଧିକାରୀ ବୈଠକ। ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଅଧ୍ୟକ୍ଷତା କରିଛନ୍ତି। କାର୍ଯ୍ୟକାରିଣୀରେ କେଉଁ ପ୍ରସଙ୍ଗ ଉଠିବ ଓ କଣ ଆଲୋଚନା ହେବ ନେଇ ବୈଠକରେ ବିଚାର ବିମର୍ଷ ଚାଲିଛି। ଆଲୋଚନାରେ ୮ ଜାତୀୟ ସାଧାରଣ ସମ୍ପାଦକ, ୪ ଜଣ ସହ ସମ୍ପାଦକ ଓ ୧୫୦ ଜଣ ରାଷ୍ଟ୍ରୀୟ ନେତା ଯୋଗଦେଇଛନ୍ତି। ବିଭିନ୍ନ ରାଜ୍ୟର ସଭାପତି ମଧ୍ୟ ଉପସ୍ଥିତ ଅଛନ୍ତି। ଏହାଛଡ଼ା ଓଡ଼ିଶାରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ରାଜ୍ୟ ସଙ୍ଗଠନ ସମ୍ପାଦକଙ୍କ ସହ ଦୁଇ କେନ୍ଦ୍ର ମନ୍ତ୍ରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି।

ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ଭେଙ୍କିଆ ନାଇଡୁ, ରାଜନାଥ ସିଂହ, କିରଣ ରିଜ୍ଜୁ, ରାଜୀବ ପ୍ରତାପ ରୋଡ଼ି, ଉମା ଭାରତୀ ପ୍ରମୁଖ ପହଞ୍ଚି ସାରିଲେଣି। ସେହିପରି ରାଜସ୍ତାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଓ ବିଜେପି ବରିଷ୍ଠ ନେତା ଶାହାନୱାଜ ହୁସେନ୍‌, ସୁବ୍ରମଣ୍ୟମ ସ୍ୱାମୀ, ଆନନ୍ଦୀବେନ୍‌ ପଟେଲ ପ୍ରମୁଖ ଭୁବନେଶ୍ୱରରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story