ଚିପ୍‌ ଲଗାଇ ଚୋରି!: ପେଟ୍ରୋଲ ପମ୍ପରେ ଅତର୍କିତ ଚଢଉ

ଭୁବନେଶ୍ୱର: ଚିପ୍ ଲଗାଇ ଠକେଇ ଅଭିଯୋଗରେ ଭୁବନେଶ୍ୱରରେ ଆଜି ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ପେଟ୍ରୋଲ ପମ୍ପରେ ଚଢଉ କରାଯାଇଛି। ଆଜି ୧୪ଟି ପେଟ୍ରୋଲ ପମ୍ପରେ ଚଢଉ କରାଯାଇଛି।  ଅନିୟମିତତା ଅଭିଯୋଗରେ ପୁରୀ ରୋଡ୍‌ରେ ଥିବା ଦୁଇଟି ପେଟ୍ରୋଲ ପମ୍ପରୁ ଜରିମାନା ଆଦାୟ କରାଯାଇଛି। ୟୁପି ପରେ ଓଡିଶାର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଚିପ୍ ଲଗାଇ ନିର୍ଦ୍ଧାରିତ ପରିମାଣରୁ କମ୍ ତେଲ ଦେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଯୋଗାଣ ବିଭାଗର ବୈଧମାପ ବିଜ୍ଞାନ ନିର୍ଦ୍ଦେଶାଳୟ ପକ୍ଷରୁ […]

petrole pump raid

petrole pump raid

Rakesh Mallick
  • Published: Tuesday, 09 May 2017
  • Updated: 09 May 2017, 06:57 PM IST

Sports

Latest News

ଭୁବନେଶ୍ୱର: ଚିପ୍ ଲଗାଇ ଠକେଇ ଅଭିଯୋଗରେ ଭୁବନେଶ୍ୱରରେ ଆଜି ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ପେଟ୍ରୋଲ ପମ୍ପରେ ଚଢଉ କରାଯାଇଛି। ଆଜି ୧୪ଟି ପେଟ୍ରୋଲ ପମ୍ପରେ ଚଢଉ କରାଯାଇଛି।  ଅନିୟମିତତା ଅଭିଯୋଗରେ ପୁରୀ ରୋଡ୍‌ରେ ଥିବା ଦୁଇଟି ପେଟ୍ରୋଲ ପମ୍ପରୁ ଜରିମାନା ଆଦାୟ କରାଯାଇଛି।

ୟୁପି ପରେ ଓଡିଶାର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଚିପ୍ ଲଗାଇ ନିର୍ଦ୍ଧାରିତ ପରିମାଣରୁ କମ୍ ତେଲ ଦେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଯୋଗାଣ ବିଭାଗର ବୈଧମାପ ବିଜ୍ଞାନ ନିର୍ଦ୍ଦେଶାଳୟ ପକ୍ଷରୁ ୪ଟି ସ୍କ୍ୱାଡ଼ ରାଜଧାନୀରେ ଏହି ଚଢଉ କରିଥିଲା

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ଆଜି ୪ଟି ସ୍କ୍ୱାଡ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story