ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନରେ ପକ୍ଷୀ ମାଡ଼, ଯାତ୍ରୀ ସୁରକ୍ଷିତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଆଜି ଏୟାର ଭିସ୍ତାରାର ଏକ ବିମାନ ଅଳ୍ପକେ ବଡ଼ ଧରଣର ଦୁର୍ଘଟଣାରୁ ବର୍ତି ଯାଇଛି। ନୂଆଦିଲ୍ଲୀରୁ ଆସିଥିବା ଏହି ବିମାନଟି ଏଠାରେ ଅବତରଣ କଲା ବେଳେ ଏଥିରେ ଏକ ପକ୍ଷୀ ମାଡ଼ ହୋଇଥିଲା। ଫଳରେ ଏହାର ସମ୍ମୁଖଭାଗ କ୍ଷତିଗ୍ରସ୍ତ ହୋଇଛି। ତେବେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏୟାର ଭିସ୍ତାରାର ୟୁକେ୭୦୯ ନାମକ ଏହି ବିମାନଟି ସକାଳ ୮ଟା ୧୫ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବାର ଥିଲା। ତେବେ ୭ […]

air-vista

air-vista

Rakesh Mallick
  • Published: Thursday, 05 May 2016
  • Updated: 05 May 2016, 05:46 AM IST

Sports

Latest News

air-vistaଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଆଜି ଏୟାର ଭିସ୍ତାରାର ଏକ ବିମାନ ଅଳ୍ପକେ ବଡ଼ ଧରଣର ଦୁର୍ଘଟଣାରୁ ବର୍ତି ଯାଇଛି। ନୂଆଦିଲ୍ଲୀରୁ ଆସିଥିବା ଏହି ବିମାନଟି ଏଠାରେ ଅବତରଣ କଲା ବେଳେ ଏଥିରେ ଏକ ପକ୍ଷୀ ମାଡ଼ ହୋଇଥିଲା। ଫଳରେ ଏହାର ସମ୍ମୁଖଭାଗ କ୍ଷତିଗ୍ରସ୍ତ ହୋଇଛି। ତେବେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ଏୟାର ଭିସ୍ତାରାର ୟୁକେ୭୦୯ ନାମକ ଏହି ବିମାନଟି ସକାଳ ୮ଟା ୧୫ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବାର ଥିଲା। ତେବେ ୭ ମିନିଟ୍ ବିଳମ୍ବରେ ୮ଟା ୨୨ରେ ବିମାନଟି ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଥିଲା। ଅବତରଣ କଲା ବେଳେ ଦେଖାଯାଇଥିଲା ଏହାର “ନୋଜ୍‌”ରେ (ସମ୍ମୁଖ ଭାଗରେ) କ୍ଷତିଗ୍ରସ୍ତ ହୋଇଛି। “ନୋଜ୍‌”ଟି ଚେପା ହୋଇଯାଇଛି। ଏହା ପରେ ବିମାନଟିର ଉଡ଼ାଣକୁ ବାତିଲ କରି ଦିଆଯାଇଛି। ଏକ ବୈଷୟିକ ଟିମ୍ ଆସି ବିମାନଟିକୁ ଯାଞ୍ଚ କରିବା ପରେ ଯାଇ ଏହା ଉଡ଼ାଣ ଭରିବ। ଦିନେ କି ଦୁଇ ଦିନ ଏହା ଭୁବନେଶ୍ୱର ବିମାନବନ୍ଦରରେ ଅଟକି ରହିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ବିମାନଟିର ଉଡ଼ାଣ ବାତିଲ ହୋଇଯିବା ଯୋଗୁଁ ଆଜି ଏଥିରେ ଦିଲ୍ଲୀ ଯିବାକୁ ଥିବା ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏହି ଯାତ୍ରୀମାନଙ୍କୁ ଦିଲ୍ଲୀ ନେଇ ଯିବା ପାଇଁ ଏୟାର ଭିସ୍ତାରା ପକ୍ଷରୁ ତତ୍‌କାଳୀନ କୌଣସି ବ୍ୟବସ୍ଥା କରାଯାଇଥିବାର ସୂଚନା ନାହିଁ। ତେବେ ସନ୍ଧ୍ୟାରେ ଭିସ୍ତାରାର ଅନ୍ୟ ଏକ ବିମାନରେ ଏହି ଯାତ୍ରୀମାନେ ଦିଲ୍ଲୀ ଯାଇପାରନ୍ତି ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story