ସୌରଭ ଦାସ ଓଏଏସ୍ ଟପ୍ପର

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ୨୦୧୫ ଓଏଏସ୍ ପରୀକ୍ଷା ଫଳ। ସୌରଭ ଦାସ ଏଥିରେ ଟପ୍ପର ହୋଇଛନ୍ତି। ଏହି ପରୀକ୍ଷାରେ ମୋଟ ୬୭୦ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୧୩୦୯ ଜଣ ସାକ୍ଷାତକାର ଦେଇଥିଲେ।