ପୋଲିସ୍‌କୁ ଫୁ! ରାସ୍ତା ଉପରେ ଅଟୋ ଡ୍ରାଇଭରକୁ ପିଟିଲେ ୫ ଗୁଣ୍ଡା, ସୁଟିଂ କରୁଥିବାରୁ କ୍ୟାମେରା ଭାଙ୍ଗିବାକୁ ଉଦ୍ୟମ

ଭୁବନେଶ୍ୱର: ରାଜଧାନୀର ବିଚ୍ ରାସ୍ତାରେ ୫ ଯୁବକଙ୍କ ଦାଦାଗିରି। ଓଭରଟେକ୍ କରିବାରୁ ଅଟୋ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଛନ୍ତି। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଘଟିଛି। ଏହି ଦୃଶ୍ୟ ଓଟିଭି କ୍ୟାମେରାରରେ କଏଦ ହୋଇଛି। ଆଜି ଦିନ ୨.୧୦ ମିନିଟ୍‌। ରାସ୍ତା ଜନଗହଳି ପୂର୍ଣ୍ଣ ଓ କୋଳାହଳ ପୂର୍ଣ୍ଣ ରହିଥିଲା। ହଠାତ ଟ୍ରାଫିକ୍‌ ଜାମ ହୋଇଗଲା। ବିଚ୍‌ ରାସ୍ତାରେ ଜଣେ […]

attack in bbsr

attack in bbsr

Rakesh Mallick
  • Published: Thursday, 13 July 2017
  • Updated: 13 July 2017, 05:36 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀର ବିଚ୍ ରାସ୍ତାରେ ୫ ଯୁବକଙ୍କ ଦାଦାଗିରି। ଓଭରଟେକ୍ କରିବାରୁ ଅଟୋ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଛନ୍ତି। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଘଟିଛି। ଏହି ଦୃଶ୍ୟ ଓଟିଭି କ୍ୟାମେରାରରେ କଏଦ ହୋଇଛି।

https://youtu.be/R1WdxFaxWZw

ଆଜି ଦିନ ୨.୧୦ ମିନିଟ୍‌। ରାସ୍ତା ଜନଗହଳି ପୂର୍ଣ୍ଣ ଓ କୋଳାହଳ ପୂର୍ଣ୍ଣ ରହିଥିଲା। ହଠାତ ଟ୍ରାଫିକ୍‌ ଜାମ ହୋଇଗଲା। ବିଚ୍‌ ରାସ୍ତାରେ ଜଣେ ଅଟୋ ଚାଳକକୁ ୫ ଜଣ ଯୁବକ ନିସ୍ତୁକ ମାଡ଼ ମାରିଲେ। ରାସ୍ତା ମଝି ହଠାତ୍‌ ଏପରି ମାଡ଼ ଦେଖି ପଥଚାରୀ ପ୍ରଥମେ ହତବାକ ହୋଇପଡ଼ିଥିଲେ। କଣ ଘଟୁଛି କିଛି ଜାଣିପାରି ନ ଥିଲେ। ଯୁବକଙ୍କ ଏପରି ଦାଦାଗିରିକୁ କ୍ୟାମେରାରେ କଏଦ୍ କରିଥିଲେ ଓଟିଭି ପ୍ରତିନିଧି। କିନ୍ତୁ ହଠାତ ଏ ୫ ଜଣ ଯୁବକ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏପରିକି କ୍ୟାମେରା ଭାଙ୍ଗିଦେବାକୁ ଚେଷ୍ଟା କରିଥିଲେ। କିଛି ସମୟ ପରେ ସ୍ଥାନୀୟ ଲୋକେ ଆକ୍ରମଣ କରୁଥିବା ଯୁବକଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ମାତ୍ର କୌଶଳ କ୍ରମେ ସେମାନେ ସେଠାରୁ ଖସିଯାଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିଛି। ସେମାନେ ପେଶାଦାର ଅପରାଧୀ ବୋଲି କମିଶନରେଟ୍‌ ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story