ମୁଖ୍ୟମନ୍ତ୍ରୀଙ୍କ ଭେଟି ନ ପାରି ଫେରିଲେ ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର: ବିବାଦୀୟ ଭିଡିଓରେ ବିଏମସି ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତି ନେଇ ତଥ୍ୟ ପ୍ରମାଣ ସମ୍ବଳିତ ଏକ ଦସ୍ତାବିଜ ଦେବାକୁ ଯାଇଥିବା ୧୨ ଜଣିଆ ବିଜେପି ପ୍ରତିନିଧି ଦଳ ନିରାଶ ହୋଇ ଫେରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ପୂର୍ବରୁ ଅନୁମତି ନେଇ ନ ଥିବାରୁ ପ୍ରତିନିଧି ଦଳ ସଦସ୍ୟଙ୍କୁ ସଚିବାଳୟ ମୁଖ୍ୟ ଫାଟକ ଆଗରୁ ଫେରିବାକୁ ପଡିଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ପୂର୍ବରୁ ସମୟ ଧାର୍ଯ୍ୟ ହୋଇ ନ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟ […]

bjp

bjp

Rakesh Mallick
  • Published: Tuesday, 20 December 2016
  • Updated: 20 December 2016, 08:32 PM IST

ଭୁବନେଶ୍ୱର: ବିବାଦୀୟ ଭିଡିଓରେ ବିଏମସି ମେୟର ଅନନ୍ତ ନାରାୟଣ ଜେନାଙ୍କ ସଂପୃକ୍ତି ନେଇ ତଥ୍ୟ ପ୍ରମାଣ ସମ୍ବଳିତ ଏକ ଦସ୍ତାବିଜ ଦେବାକୁ ଯାଇଥିବା ୧୨ ଜଣିଆ ବିଜେପି ପ୍ରତିନିଧି ଦଳ ନିରାଶ ହୋଇ ଫେରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ପୂର୍ବରୁ ଅନୁମତି ନେଇ ନ ଥିବାରୁ ପ୍ରତିନିଧି ଦଳ ସଦସ୍ୟଙ୍କୁ ସଚିବାଳୟ ମୁଖ୍ୟ ଫାଟକ ଆଗରୁ ଫେରିବାକୁ ପଡିଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ପୂର୍ବରୁ ସମୟ ଧାର୍ଯ୍ୟ ହୋଇ ନ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି,“ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆମେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲୁ। ହେଲେ ଆମକୁ ସୁଯୋଗ ଦିଆଗଲା ନାହିଁ। ଏହା ପ୍ରମାଣିତ କରୁଛି, ମୁଖ୍ୟମନ୍ତ୍ରୀ ତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବାକୁ ଚାହୁଁଛନ୍ତି।”

ସମୀର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଦିଲୀପ ମଲ୍ଲିକ, ଲେଖାଶ୍ରୀ ସାମନ୍ତସିଂହାର, କାଳନ୍ଦୀ ସାମଲ ଓ ପ୍ରଭାତି ପରିଡାଙ୍କ ସମେତ ୧୨ଜଣ ବରିଷ୍ଠ ବିଜେପି ନେତା ନବୀନଙ୍କୁ ଭେଟିବାକୁ ଯାଇଥିଲେ।

ଅନ୍ୟପକ୍ଷରେ ମେୟରଙ୍କୁ ନେଇ ଚାଲିଥିବା ବିବାଦ ଉପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟ କହିଛନ୍ତି,“ବିବାଦୀୟ ଭିଡିଓ ଓ ରିଷି ମୃତ୍ୟୁ ମାମଲା କୋର୍ଟରେ ଥିବାରୁ ମେୟର ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ। କେହି ହସ୍ତକ୍ଷେପ ମଧ୍ୟ କରିପାରିବେ ନାହିଁ। କଂଗ୍ରେସ ଓ ବିଜେପି ପାଖରେ ଇସ୍ୟୁ ନ ଥିବାରୁ ଉଦ୍ଦେଶ୍ୟମୂଳକ ଭାବେ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story