ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ବିମାନରେ ପକ୍ଷୀ ମାଡ଼, ଯାତ୍ରୀ ସୁରକ୍ଷିତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଆଜି ଇଣ୍ଡିଗୋର ଏକ ବିମାନରେ ପକ୍ଷୀ ମାଡ଼ ହୋଇଛି। କୋଲକାତାରୁ ଆସିଥିବା ଏହି ବିମାନଟି ସକାଳ ୮ଟା ୧୦ମିନିଟ୍‌ରେ ଭୁବନେଶ୍ୱରରେ ଅବତରଣ କରିଥିଲା। ଏହି ସମୟରେ ବିମାନର ୱିଙ୍ଗରେ ପକ୍ଷୀ ମାଡ଼ ହୋଇଥିଲା। ଫଳରେ ଏହାର ୱିଙ୍ଗ୍ ସମ୍ପୂର୍ଣ୍ଣଭାବେ କ୍ଷତିଗ୍ରସ୍ତ ହୋଇଛି। ବିମାନଟିକୁ ମରାମତି ପାଇଁ ପଠାଯିବ ବୋଲି ଜଣାପଡ଼ିଛି। ଦୁର୍ଘଟଣାର କିଛି ମସୟ ପରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଇଣ୍ଡିଗୋ ବିମାନଟି ପହଞ୍ଚିଥିଲା। ଏହି ବିମାନରେ ମୁମ୍ୱାଇ ଯିବାକୁ ଥିବା ଯାତ୍ରୀମାନଙ୍କୁ […]

BIJU-PATNAIK-AIRPORT

BIJU-PATNAIK-AIRPORT

Rakesh Mallick
  • Published: Thursday, 16 June 2016
  • Updated: 16 June 2016, 01:00 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଆଜି ଇଣ୍ଡିଗୋର ଏକ ବିମାନରେ ପକ୍ଷୀ ମାଡ଼ ହୋଇଛି। କୋଲକାତାରୁ ଆସିଥିବା ଏହି ବିମାନଟି ସକାଳ ୮ଟା ୧୦ମିନିଟ୍‌ରେ ଭୁବନେଶ୍ୱରରେ ଅବତରଣ କରିଥିଲା। ଏହି ସମୟରେ ବିମାନର ୱିଙ୍ଗରେ ପକ୍ଷୀ ମାଡ଼ ହୋଇଥିଲା। ଫଳରେ ଏହାର ୱିଙ୍ଗ୍ ସମ୍ପୂର୍ଣ୍ଣଭାବେ କ୍ଷତିଗ୍ରସ୍ତ ହୋଇଛି। ବିମାନଟିକୁ ମରାମତି ପାଇଁ ପଠାଯିବ ବୋଲି ଜଣାପଡ଼ିଛି।

ଦୁର୍ଘଟଣାର କିଛି ମସୟ ପରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଇଣ୍ଡିଗୋ ବିମାନଟି ପହଞ୍ଚିଥିଲା। ଏହି ବିମାନରେ ମୁମ୍ୱାଇ ଯିବାକୁ ଥିବା ଯାତ୍ରୀମାନଙ୍କୁ ପଠାଇ ଦିଆଯାଇଛି। ଏହାସହ ଦିଲ୍ଲୀ ବିମାନକୁ ବାତିଲ୍ କରାଯାଇଛି। ଫଳରେ ଦିଲ୍ଲୀ ଯିବାକୁ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଭୁବନେଶ୍ୱର ବିମାନ ବନ୍ଦରରେ ବାର୍ଡ ହିଟ୍ ସମସ୍ୟାକୁ ରୋକିବା ପାଇଁ ବିମାନ କର୍ତ୍ତୃପକ୍ଷ ଅନେକ ପଦକ୍ଷେପ ନେଉଛନ୍ତି। ତଥାପି ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଗତ ମେ’ ୫ ତାରିଖରେ ନୂଆଦିଲ୍ଲୀରୁ ଆସିଥିବା ଏୟାର ଭିସ୍ତାରାର ଏକ ବିମାନ ଏଠାରେ ଅବତରଣ କଲା ବେଳେ  ପକ୍ଷୀ ମାଡ଼ ହୋଇଥିଲା। ଫଳରେ ଏହାର ସମ୍ମୁଖଭାଗ କ୍ଷତିଗ୍ରସ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story