ଭୁବନେଶ୍ୱର ବିମାନ ବନ୍ଦରରୁ ବିଦେଶ ଯାତ୍ରା କଲା ଦୁଇଟି ବିମାନ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ଆଜି ଦୁଇଟି ବିମାନ ବିଦେଶ ଯାତ୍ରା କରିଛି । ଏଠାରୁ ପ୍ରଥମ ଅନ୍ତର୍ଜାତୀୟ ସିଡ୍ୟୁଲ୍ ବିମାନ ସେବା ଆରମ୍ଭ କରିଥିବା ଏୟାର ଇଣ୍ଡିଆ ଏହାର ଉଡ଼ାଣ ବଢ଼ାଇଛି । ଆଜି ପୂର୍ବାହ୍ନ ଓ ଅପରାହ୍ନରେ ଦୁଇଟି ବିମାନ ଅନ୍ତର୍ଜାତୀୟ ତଥା ଘରୋଇ ଯାତ୍ରୀଙ୍କୁ ନେଇ ଉଡ଼ାଣ କରିଛି । ଏହାଦ୍ୱାରା ଏଣିକି ଭୁବନେଶ୍ୱରରୁ ଉଭୟ ପୂର୍ବାହ୍ନ ଓ ଅପରାହ୍ନରେ ମିଳିବ ଅନ୍ତର୍ଜାତୀୟ ସିଡ୍ୟୁଲ୍ ବିମାନ ସେବା। ଏୟାର ଇଣ୍ଡିଆ ବିମାନ ଏଆଇ-୦୭୭ […]

bbsr

bbsr

Rakesh Mallick
  • Published: Sunday, 25 October 2015
  • Updated: 25 October 2015, 03:39 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ଆଜି ଦୁଇଟି ବିମାନ ବିଦେଶ ଯାତ୍ରା କରିଛି । ଏଠାରୁ ପ୍ରଥମ ଅନ୍ତର୍ଜାତୀୟ ସିଡ୍ୟୁଲ୍ ବିମାନ ସେବା ଆରମ୍ଭ କରିଥିବା ଏୟାର ଇଣ୍ଡିଆ ଏହାର ଉଡ଼ାଣ ବଢ଼ାଇଛି । ଆଜି ପୂର୍ବାହ୍ନ ଓ ଅପରାହ୍ନରେ ଦୁଇଟି ବିମାନ ଅନ୍ତର୍ଜାତୀୟ ତଥା ଘରୋଇ ଯାତ୍ରୀଙ୍କୁ ନେଇ ଉଡ଼ାଣ କରିଛି ।
ଏହାଦ୍ୱାରା ଏଣିକି ଭୁବନେଶ୍ୱରରୁ ଉଭୟ ପୂର୍ବାହ୍ନ ଓ ଅପରାହ୍ନରେ ମିଳିବ ଅନ୍ତର୍ଜାତୀୟ ସିଡ୍ୟୁଲ୍ ବିମାନ ସେବା। ଏୟାର ଇଣ୍ଡିଆ ବିମାନ ଏଆଇ-୦୭୭ ସକାଳ ୭ଟା ୫ରେ ନୂଆଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରି ସକାଳ ୯ଟା ୧୫ରେ ଭୁବନେଶ୍ୱରରେ ପହଞ୍ଚିଥିଲା । ସେହି ବିମାନ ଏଆଇ-୦୭୮ ନାଁରେ ପୂର୍ବାହ୍ନ ୧୦ଟା ୧୫ରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ସେହିଭଳି ଏଆଇ-୦୭୫ ଅପରାହ୍ନ ଗୋଟାଏ ୧୫ ମିନିଟରେ ଭୁବନେଶ୍ୱରରେ ପହଞ୍ଚିଥିଲା ଓ ଏଆଇ-୦୭୬ ଭାବେ ଅପରାହ୍ନ ୨ଟା ୧୫ ମିନିଟରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା ।

ସୂଚନାଯୋଗ୍ୟ, ୨୦୧୩ ଅକ୍ଟୋବର ୩୦ ତାରିଖରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦର ଅନ୍ତର୍ଜାତୀୟ ବିମାନ ବନ୍ଦର ମାନ୍ୟତା ପାଇଥିଲା। ଚଳିତବର୍ଷ ଜୁଲାଇ ୧୦ରେ ଏଠାରୁ ପ୍ରଥମ ସିଡ୍ୟୁଲ୍ ଅର୍ନ୍ତଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ଏଠାରୁ ସିଧାସଳକ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଏୟାର ଏସିଆ ସହ ଆଲୋଚନା ଚାଲିଥିଲେ ବି ଏହା ଫଳପ୍ରଦ ହୋଇପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story