ଭୁବନେଶ୍ୱରରେ ସିବିଆଇର ଦୁଇ ବରିଷ୍ଠ ଅଧିକାରୀ, ରୋଜଭ୍ୟାଲିର  ୨ ଅଧିକାରୀଙ୍କୁ କରିବେ ଜେରା

ଭୁବନେଶ୍ୱର: ସିବିଆଇ ଏସ୍ଆଇଟିର ଯୁଗ୍ମ ନିର୍ଦ୍ଦେଶକ ରାଜୀବ ସିଂ ଓ ଡିଆଇଜି ଏସ୍ ବାଗଚୀ ଭୁବନେଶ୍ୱରର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ରାଜ୍ୟରେ ଜାରି ରହିଥିବା ଚିଟଫଣ୍ଡ ତଦନ୍ତର ଅଗ୍ରଗତି ଓ ସିବିଆଇର ପରବର୍ତ୍ତୀ ଷ୍ଟ୍ରାଟେଜି ସଂପର୍କରେ ସିବିଆଇର ବରିଷ୍ଠ ଅଧିକାରୀଙ୍କ ସହ ଉଭୟେ ଆଲୋଚନା କରିବେ। ତା’ସହ ରିମାଣ୍ଡରେ ଥିବା ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲିର ଏମଡି ଏବଂ ନିର୍ଦ୍ଦେଶକଙ୍କୁ ମଧ୍ୟ ଉଭୟ ଅଧିକାରୀ ପଚରାଉଚୁରା କରିବେ ବୋଲି ଜଣାପଡିଛି। ଏହାଛଡା ଚିଟଫଣ୍ଡ ମାମଲାର ତଦନ୍ତକାରୀ ଅଫିସରଙ୍କ ସହ […]

cbi

cbi

Rakesh Mallick
  • Published: Tuesday, 22 September 2015
  • Updated: 22 September 2015, 09:11 AM IST

Sports

Latest News

ଭୁବନେଶ୍ୱର: ସିବିଆଇ ଏସ୍ଆଇଟିର ଯୁଗ୍ମ ନିର୍ଦ୍ଦେଶକ ରାଜୀବ ସିଂ ଓ ଡିଆଇଜି ଏସ୍ ବାଗଚୀ ଭୁବନେଶ୍ୱରର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ରାଜ୍ୟରେ ଜାରି ରହିଥିବା ଚିଟଫଣ୍ଡ ତଦନ୍ତର ଅଗ୍ରଗତି ଓ ସିବିଆଇର ପରବର୍ତ୍ତୀ ଷ୍ଟ୍ରାଟେଜି ସଂପର୍କରେ ସିବିଆଇର ବରିଷ୍ଠ ଅଧିକାରୀଙ୍କ ସହ ଉଭୟେ ଆଲୋଚନା କରିବେ। ତା'ସହ ରିମାଣ୍ଡରେ ଥିବା ଚିଟଫଣ୍ଡ ସଂସ୍ଥା ରୋଜଭ୍ୟାଲିର ଏମଡି ଏବଂ ନିର୍ଦ୍ଦେଶକଙ୍କୁ ମଧ୍ୟ ଉଭୟ ଅଧିକାରୀ ପଚରାଉଚୁରା କରିବେ ବୋଲି ଜଣାପଡିଛି।

ଏହାଛଡା ଚିଟଫଣ୍ଡ ମାମଲାର ତଦନ୍ତକାରୀ ଅଫିସରଙ୍କ ସହ ମଧ୍ୟ ସମୀକ୍ଷା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ ସୁଦ୍ଧା ୪୪ଟି ମାମଲାର ତଦନ୍ତ ଭାର ହାତକୁ ନେଇ ତନାଘନା ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos