ବିଧାନସଭା ଶୀତ ଅଧିବେଶନରେ ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇବ ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ଆସନ୍ତା ୧ତାରିଖରୁ ହେବାକୁ ଥିବା ବିଧାନସଭାର ଶୀତକାଳୀନ ଅଧିବେଶନର ରଣନୀତି ନେଇ ଆଲୋଚନା  ହୋଇଛି। ବିଧାନସଭାରେ  ମରୁଡି ଓ ଚାଷୀ ଆତ୍ମହତ୍ୟା ସହିତ ରାସନକାର୍ଡ, ଶିକ୍ଷକ ସମସ୍ୟା ଓ ଆଇନ ଶୃଙ୍ଖଳା କଥା ଉଠାଇବାକୁ ଦଳ ନିଷ୍ପତ୍ତି ନେଇଛି। ମରୁଡି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ  ସରକାରଙ୍କୁ ଶ୍ୱେତପତ୍ର  ମାଗିବ ବୋଲି ଦଳ  ନିଷ୍ପତ୍ତି ନେଇଛି।  ବିଧାୟକ ଦଳ ବୈଠକରେ ଦଳର ରାଜ୍ୟ ପ୍ରଭାରୀ […]

bjp

bjp

Rakesh Mallick
  • Published: Sunday, 29 November 2015
  • Updated: 29 November 2015, 10:08 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ଆସନ୍ତା ୧ତାରିଖରୁ ହେବାକୁ ଥିବା ବିଧାନସଭାର ଶୀତକାଳୀନ ଅଧିବେଶନର ରଣନୀତି ନେଇ ଆଲୋଚନା  ହୋଇଛି। ବିଧାନସଭାରେ  ମରୁଡି ଓ ଚାଷୀ ଆତ୍ମହତ୍ୟା ସହିତ ରାସନକାର୍ଡ, ଶିକ୍ଷକ ସମସ୍ୟା ଓ ଆଇନ ଶୃଙ୍ଖଳା କଥା ଉଠାଇବାକୁ ଦଳ ନିଷ୍ପତ୍ତି ନେଇଛି। ମରୁଡି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ  ସରକାରଙ୍କୁ ଶ୍ୱେତପତ୍ର  ମାଗିବ ବୋଲି ଦଳ  ନିଷ୍ପତ୍ତି ନେଇଛି।  ବିଧାୟକ ଦଳ ବୈଠକରେ ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂ, ଦଳର ଯୁଗ୍ମ ସଂଗଠନ ସଂପାଦକ ସୌଦାନ ସିଂଙ୍କ ସମେତ ଦଳୀୟ ବିଧାୟକ ଓ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ।

ବିଧାୟକ ଦଳର ବୈଠକ ପରେ ବିଜେପିର ସାଙ୍ଗଠନିକ ନିର୍ବାଚନ ନେଇ ମଧ୍ୟ ବୈଠକ ବସିଥିଲା। ବୈଠକ ପରେ ଦଳର ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି ଯେ ଡିସେମ୍ୱର ମାସ ଶେଷ ସୁଦ୍ଧା ଜିଲ୍ଲା ସ୍ତରୀୟ କମିଟି ନିର୍ବାଚନ ଶେଷ କରାଯିବ। ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ଜିଲ୍ଲା ସ୍ତରୀୟ ସଭାପତି ଚୟନ ପ୍ରକ୍ରିୟା ଶେଷ କରାଯିବ। ଶୃଙ୍ଖଳିତ ଭାବେ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ନେଇ ବୈଠକରେ ଆଲୋଚନା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story