ବିଧାନସଭା ଅଚଳାବସ୍ଥା ଦୂର ଲାଗି ଆସନ୍ତାକାଲିର ସର୍ବଦଳୀୟ ବୈଠକ ଉପରେ ନଜର

ଭୁବନେଶ୍ୱର: ଶନିବାର ହଟ୍ଟଗୋଳ ମଧ୍ୟରେ ବିଧାନସଭା ବନ୍ଦ ହେବା ଓ ଅଚଳାବସ୍ଥା ଦୂର ଲାଗି ବସିଥିବା ସର୍ବଦଳୀୟ ବୈଠକ ଅସମାପ୍ତ ରହିବା ପରେ ମଙ୍ଗଳବାର ପୁଣି ଏ ନେଇ ବୈଠକ ହେବ। ମନ୍ତ୍ରୀ ସଞ୍ଜୟ ଦାସବର୍ମା ପ୍ରସଙ୍ଗ, ଜଷ୍ଟିସ୍‌ ଏମ୍‌.ଏମ୍‌. ଦାସଙ୍କ ବିବାଦୀୟ ମନ୍ତବ୍ୟ ଓ ବିଜେଡି ବ୍ୟାଙ୍କ ଆକାଉଣ୍ଟ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଥିବା ବେଳେ ଆସନ୍ତାକାଲି ଗୃହ ଚାଲିବା ସମ୍ଭାବନା କମ। ବାଚସ୍ପତି […]

assembly

assembly

Rakesh Mallick
  • Published: Monday, 09 May 2016
  • Updated: 10 May 2016, 02:44 AM IST

Sports

Latest News

ଭୁବନେଶ୍ୱର: ଶନିବାର ହଟ୍ଟଗୋଳ ମଧ୍ୟରେ ବିଧାନସଭା ବନ୍ଦ ହେବା ଓ ଅଚଳାବସ୍ଥା ଦୂର ଲାଗି ବସିଥିବା ସର୍ବଦଳୀୟ ବୈଠକ ଅସମାପ୍ତ ରହିବା ପରେ ମଙ୍ଗଳବାର ପୁଣି ଏ ନେଇ ବୈଠକ ହେବ। ମନ୍ତ୍ରୀ ସଞ୍ଜୟ ଦାସବର୍ମା ପ୍ରସଙ୍ଗ, ଜଷ୍ଟିସ୍‌ ଏମ୍‌.ଏମ୍‌. ଦାସଙ୍କ ବିବାଦୀୟ ମନ୍ତବ୍ୟ ଓ ବିଜେଡି ବ୍ୟାଙ୍କ ଆକାଉଣ୍ଟ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଥିବା ବେଳେ ଆସନ୍ତାକାଲି ଗୃହ ଚାଲିବା ସମ୍ଭାବନା କମ।

ବାଚସ୍ପତି ଆସନ୍ତାକାଲି ପୁଣି ସର୍ବଦଳୀୟ ବୈଠକ ଡାକିଛନ୍ତି। ପୂର୍ବରୁ ବସିଥିବା ବୈଠକରେ କିଛି ସମାଧାନର ବାଟ ବାହାରି ନ ଥିବାରୁ ଆସନ୍ତାକାଲିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ମୁଖ୍ୟମନ୍ତ୍ରୀ ବୈଠକକୁ ଆସୁ ନ ଥିବାରୁ କୌଣସି ନିର୍ଯ୍ୟାସ ବାହାରି ପାରୁନାହିଁ ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ବୈଠକକୁ ଆସିଲେ ହିଁ ସର୍ବଦଳୀୟ ବୈଠକ ସଫଳ ହେବ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

ଉଠିଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟିକରଣ ଦେବା ପରେ ଗୃହ କାର୍ଯ୍ୟରେ ସହଯୋଗ କରାଯିବ ବୋଲି ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି।

ଚିଟ୍‌ଫଣ୍ଡ ଓ ବିଜେଡି ବ୍ୟାଙ୍କ ଆକାଉଣ୍ଟ ପ୍ରସଙ୍ଗକୁ ନେଇ ଗତ ୭ ଦିନ ହେଲା ଗୃହ ଚାଲିପାରିନାହିଁ। ଅସନ୍ତାକାଲି ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story