ବିଧାନସଭା ଅଧିବେଶନର ୪ର୍ଥ ଦିନ: ପ୍ରକାଶ ମିଶ୍ର ପ୍ରସଙ୍ଗକୁ ନେଇ ଗୃହ ହୋଇପାରେ ସରଗରମ

ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନର ୪ର୍ଥ ଦିନ । ପ୍ରକାଶ ମିଶ୍ର ପ୍ରସଙ୍ଗକୁ ନେଇ ଗୃହ ଆଜି ବି ସରଗରମ ରହିପାରେ । ଗତକାଲି ଏହି  ପ୍ରସଙ୍ଗରେ ଦେଖିବାକୁ ମିଳିଥିଲା ତୁମ୍ୱିତୋଫ।ନ। ଆଜି ବି ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି ଉଠାଇପାରନ୍ତି ବିରୋଧୀ। ଲ୍ୟାଣ୍ଡ୍ ଗ୍ରାବିଂ ପ୍ରୋହିବିସନ୍ ଅର୍ଡିନାନ୍ସ ରିପ୍ଲେସିଂ ବିଲ୍ ବା ଭୂମି ହଡ଼ପ ନିବାରଣ ବିଲ୍ ଉପରେ ମଧ୍ୟ ଆଜି ବିଧାନସଭା ପ୍ରଶ୍ନକାଳରେ ଆଲୋଚନା ହୋଇପାରେ। ଗତକାଲି ବିଧାନସଭାରେ ଉପସ୍ଥାପିତ ହୋଇଥିଲା ଓଡ଼ିଶା […]

odishaassembly

odishaassembly

Rakesh Mallick
  • Published: Friday, 21 August 2015
  • Updated: 21 August 2015, 04:23 AM IST

Sports

Latest News

ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନର ୪ର୍ଥ ଦିନ । ପ୍ରକାଶ ମିଶ୍ର ପ୍ରସଙ୍ଗକୁ ନେଇ ଗୃହ ଆଜି ବି ସରଗରମ ରହିପାରେ । ଗତକାଲି ଏହି  ପ୍ରସଙ୍ଗରେ ଦେଖିବାକୁ ମିଳିଥିଲା ତୁମ୍ୱିତୋଫ।ନ। ଆଜି ବି ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି ଉଠାଇପାରନ୍ତି ବିରୋଧୀ। ଲ୍ୟାଣ୍ଡ୍ ଗ୍ରାବିଂ ପ୍ରୋହିବିସନ୍ ଅର୍ଡିନାନ୍ସ ରିପ୍ଲେସିଂ ବିଲ୍ ବା ଭୂମି ହଡ଼ପ ନିବାରଣ ବିଲ୍ ଉପରେ ମଧ୍ୟ ଆଜି ବିଧାନସଭା ପ୍ରଶ୍ନକାଳରେ ଆଲୋଚନା ହୋଇପାରେ। ଗତକାଲି ବିଧାନସଭାରେ ଉପସ୍ଥାପିତ ହୋଇଥିଲା ଓଡ଼ିଶା ଆପାର୍ଟମେଣ୍ଟ ଓନର୍ସିପ୍ ଆମେଣ୍ଡମେଣ୍ଟ୍ ବିଲ୍। ଆପାର୍ଟମେଣ୍ଟ ବ୍ୟବସ୍ଥାର ସୁପରିଚାଳନା, ନିୟନ୍ତ୍ରଣ ଓ ଘର ମାଲିକଙ୍କ ସ୍ୱାର୍ଥରକ୍ଷା ପାଇଁ ଏହି ବିଲରେ ବ୍ୟବସ୍ଥା ରହିଛି। ସେହିପରି  ଓଡ଼ିଶା ଶିକ୍ଷା ସଂଶୋଧନ ବିଲ୍ ମଧ୍ୟ ବିଧାନସଭାରେ ଗତକାଲି ଆଗତ ହୋଇଛି। ମାନବ ଅଙ୍ଗ ପ୍ରିତିରୋପଣ ସଂଶୋଧନ ଅଧିନିୟମକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ବିଧାନସଭାରେ ଗତକାଲି ଆସିଥିଲା ବୈଧାନିକ ସଂକଳ୍ପ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story