ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନର ୪ର୍ଥ ଦିନ । ପ୍ରକାଶ ମିଶ୍ର ପ୍ରସଙ୍ଗକୁ ନେଇ ଗୃହ ଆଜି ବି ସରଗରମ ରହିପାରେ । ଗତକାଲି ଏହି ପ୍ରସଙ୍ଗରେ ଦେଖିବାକୁ ମିଳିଥିଲା ତୁମ୍ୱିତୋଫ।ନ। ଆଜି ବି ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି ଉଠାଇପାରନ୍ତି ବିରୋଧୀ। ଲ୍ୟାଣ୍ଡ୍ ଗ୍ରାବିଂ ପ୍ରୋହିବିସନ୍ ଅର୍ଡିନାନ୍ସ ରିପ୍ଲେସିଂ ବିଲ୍ ବା ଭୂମି ହଡ଼ପ ନିବାରଣ ବିଲ୍ ଉପରେ ମଧ୍ୟ ଆଜି ବିଧାନସଭା ପ୍ରଶ୍ନକାଳରେ ଆଲୋଚନା ହୋଇପାରେ। ଗତକାଲି ବିଧାନସଭାରେ ଉପସ୍ଥାପିତ ହୋଇଥିଲା ଓଡ଼ିଶା ଆପାର୍ଟମେଣ୍ଟ ଓନର୍ସିପ୍ ଆମେଣ୍ଡମେଣ୍ଟ୍ ବିଲ୍। ଆପାର୍ଟମେଣ୍ଟ ବ୍ୟବସ୍ଥାର ସୁପରିଚାଳନା, ନିୟନ୍ତ୍ରଣ ଓ ଘର ମାଲିକଙ୍କ ସ୍ୱାର୍ଥରକ୍ଷା ପାଇଁ ଏହି ବିଲରେ ବ୍ୟବସ୍ଥା ରହିଛି। ସେହିପରି ଓଡ଼ିଶା ଶିକ୍ଷା ସଂଶୋଧନ ବିଲ୍ ମଧ୍ୟ ବିଧାନସଭାରେ ଗତକାଲି ଆଗତ ହୋଇଛି। ମାନବ ଅଙ୍ଗ ପ୍ରିତିରୋପଣ ସଂଶୋଧନ ଅଧିନିୟମକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ବିଧାନସଭାରେ ଗତକାଲି ଆସିଥିଲା ବୈଧାନିକ ସଂକଳ୍ପ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
୭ମ ଥର ପାଇଁ ସଢ଼େଇକଳାରୁ ଜିତିଲେ ଚମ୍ପାଇ ସୋରେନ
ଚମ୍ପାଇ ସୋରେନ ନିର୍ବାଚନର ଠିକ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ତା’ ପୂର୍ବରୁ ସେ ବିଜେପିର ପ୍ରବଳ ବିରୋଧୀ ଥିଲେ।
Politics
ଇତିହାସ ରଚିଲା ବିଜେପି: ୩୧ ବର୍ଷ ପରେ ଏହି ମୁସଲିମ ବହୁଳ ଆସନରେ ଜିତିଲା
କୁଣ୍ଡାର୍କି ଗୋଟିଏ ମୁସଲିମ ବହୁଳ ଅଞ୍ଚଳ। ଏଠାରେ ୧୧ ଜଣ ମୁସଲିମ ପ୍ରାର୍ଥୀ ଉପ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ଏକମାତ୍ର ହିନ୍ଦୁ ରାମବୀରଙ୍କୁ ଟିକେଟ ଦେଇଥିଲା।
Politics
ମହାରାଷ୍ଟ୍ର ବିଧାନସଭାରେ କାହାକୁ ମିଳିବନି ବିରୋଧୀ ଦଳ ନେତା ମାନ୍ୟତା!
ରାଜ୍ୟର ୨୮୮ଟି ବିଧାନସଭା ଆସନରୁ ଯେଉଁ ଦଳ ପାଖରେ ୧୦% ଅର୍ଥାତ ୨୯ଟି ଆସନ ଥିବ, ସେହି ଦଳ ବିରୋଧୀ ଦଳ ନେତା ପଦ ପାଇଁ ଦାବି ଜଣାଇ ପାରିବ।
Politics
ଯାଜପୁର କଳିରେ ଲମ୍ଫ ମାରିଲେ ପ୍ରମିଳା; ପ୍ରତି ଆକ୍ରମଣ କଲେ ହିମାଂଶୁ
ହିମାଂଶୁ-ଲଲ-ବବି କଳିରେ ଏଣ୍ଟ୍ରୀ ମାରି ଗଣମାଧ୍ୟମରେ ପ୍ରମିଳା କହିଥିଲେ, ଧର୍ମଶାଳା ବିଧାୟକ ମିଛ କହୁଛନ୍ତି। ଗାଡିରୁ ସେ ଓହ୍ଲାଇ ନାହାଁନ୍ତି। ତାଙ୍କୁ କିଏ ଆକ୍ରମଣ କଲା
Politics
ମୁଖମନ୍ତ୍ରୀ ପଦ ପାଇଁ ଦାବି ଜଣାଇଲେ ଏକନାଥ ସିନ୍ଦେ!
ମହାୟୁତ ପକ୍ଷରୁ ସିନ୍ଦେଙ୍କ ଘରେ ଗୋଟିଏ ବୈଠକ ବସିଥିଲା। ଏହି ସମୟରେ ଏକନାଥ ସିନ୍ଦେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଦାବି ଉପସ୍ଥାପନ କରିଥିବା ଜଣାପଡ଼ିଛି।