ବିଧାନସଭା ଅଧିବେଶନ: ଶିକ୍ଷକଙ୍କ ବଦଳି ନୀତିକୁ ବିରୋଧୀଙ୍କ ବିରୋଧ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍କୁଲରେ ଖାଲି ଥିବା ୧୩ ହଜାର ୯୭୭ ପଦବୀ କେବେ ରାଜ୍ୟ ସରକାର ପୂରଣ କରିବେ ଏବଂ ନିର୍ଦ୍ଦିଷ୍ଟ ନିୟମକୁ ଅବମାନନା କରାଯାଇ ବଦଳି ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କେବେ କରାଯିବ, ସେ ନେଇ ବିରୋଧୀ ଦଳ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗୁରୁବାର ବିଧାନସଭାର ପ୍ରଶ୍ନୋତ୍ତର କାଳରେ ବଦଳି ନୀତିକୁ ଜିଲ୍ଲାପାଳମାନେ ସଠିକ୍ ଭାବେ ମାନୁ ନ ଥିବା ବିରୋଧୀ […]

tara

tara

Rakesh Mallick
  • Published: Thursday, 03 December 2015
  • Updated: 03 December 2015, 07:40 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍କୁଲରେ ଖାଲି ଥିବା ୧୩ ହଜାର ୯୭୭ ପଦବୀ କେବେ ରାଜ୍ୟ ସରକାର ପୂରଣ କରିବେ ଏବଂ ନିର୍ଦ୍ଦିଷ୍ଟ ନିୟମକୁ ଅବମାନନା କରାଯାଇ ବଦଳି ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କେବେ କରାଯିବ, ସେ ନେଇ ବିରୋଧୀ ଦଳ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗୁରୁବାର ବିଧାନସଭାର ପ୍ରଶ୍ନୋତ୍ତର କାଳରେ ବଦଳି ନୀତିକୁ ଜିଲ୍ଲାପାଳମାନେ ସଠିକ୍ ଭାବେ ମାନୁ ନ ଥିବା ବିରୋଧୀ ବିଧାୟକମାନେ ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଥିଲେ।

ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ତାଙ୍କ ଉତ୍ତରରେ କହିଥିଲେ ଯେ ବଦଳି ନୀତିକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ନିହାତି ଆବଶ୍ୟକତା ଦୃଷ୍ଟିରୁ ଶିକ୍ଷକମାନଙ୍କ ଠାରୁ ଅନୁମତି ଅଣାଯାଇ ବଦଳି କରାଯାଉଛି। ତେବେ କେଉଁ କେଉଁ ଜିଲ୍ଲାରେ ବଦଳି ବାବଦରେ କମିଟି ବସିନାହିଁ ସେ ସମ୍ପର୍କରେ ଶିକ୍ଷା ସଚିବ ଅନୁଧ୍ୟାନ କରିବେ। ତେବେ ବିଧାୟକମାନେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଜିଲ୍ଲାରେ ତଳ ସ୍ତରରୁ ଶିକ୍ଷକମାନଙ୍କୁ ଭେଟି ଗଠନ ମୂଳକ ପ୍ରସ୍ତାବ ଦେବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story